ବିଗତ ଅନେକ ଦିନ ହେବ ବଲିଉଡ ର ଅଭିନେତା ସଲ୍ମାନ ଙ୍କ ର ବିବାହ କେବେ ହେବ ଏହା କୁ ନେଇ ଚର୍ଚା ବେଶ ଜୋର ଧରିଛି I ସଲ୍ମାନ ଙ୍କ ର ପ୍ରଶଂସକ ମାନେ ସଲ୍ମାନ ଙ୍କ ର ବିବାହ କରିବା କୁ ଅପେକ୍ଷ୍ୟା କରି କରି ଥକି ଯାଇଛନ୍ତି I କିନ୍ତୁ ଅନ୍ୟପଟେ ସଲ୍ମାନ ତାଙ୍କ ବିବାହ କୁ ନେଇ ଆଗ୍ରହ ପ୍ରକାଶ କରୁନାହାନ୍ତି I ସଲ୍ମାନ ଙ୍କ ର ଜୀବନ ରେ କେହି ଝିଅ ଆସିଲେ ନାହିଁ ଏପରି ନୁହେଁ I ଅନେକ ଅଭିନେତ୍ରୀ ଙ୍କ ସହ ସଲ୍ମାନ ଙ୍କ ର ପ୍ରେମ ସମ୍ବନ୍ଧ ରହିଥିବା କୁ ନେଇ ଚର୍ଚା ବେଶ ଜୋର ରହିଥିଲା I
ବିଗତ ଦିନ ରେ ସଲ୍ମାନ ଙ୍କ ର ନାମ ଐଶ୍ୱର୍ଯ୍ୟ , କାଟ୍ରିନା ଙ୍କ ପରି ଅଭିନେତ୍ରୀ ଙ୍କ ସହ ଯୋଡି ହେଇଥିଲା I କିନ୍ତୁ ଏକ ସମୟ ରେ ସଲ୍ମାନ ଅଭିନେତ୍ରୀ ଜୁହି ଚାୱଲା ଙ୍କୁ ବିବାହ କରିବା ର ଇଚ୍ଛା କରିଥିଲେ I ଏବଂ ତାଙ୍କୁ ପସନ୍ଦ ମଧ୍ୟ କରୁଥିଲେ I ଏପରି କି ଜୁହି ଙ୍କ ର ଘର କୁ ଯାଇ ତାଙ୍କ ପିତା ଙ୍କୁ ବିବାହ ବିଷୟ ରେ ଅନୁମତି ମଧ୍ୟ ମାଗିଥିଲେ I ଏହା ନିଜେ ସଲ୍ମାନ ହିଁ ସ୍ୱୀକାର କରିଛନ୍ତି I
ସୋସିଆଲ ମିଡ଼ିଆ ରେ ଏକ ବହୁତ ପୁରୁଣା ଭିଡିଓ ମିଳିଛି I ଏହି ଭିଡିଓ ରେ ସଲ୍ମାନ କହୁଛନ୍ତି କି ଜୁହି ଦେଖିବା କୁ ବହୁତ ସୁନ୍ଦର ଅଟନ୍ତି I ଏବଂ ତାଙ୍କ ପିତା ଙ୍କୁ ଜୁହି ଙ୍କ ର ହାତ ମଧ୍ୟ ମାଗିଥିଲେ ବିବାହ କରିବା କୁ I କିନ୍ତୁ ତାଙ୍କ ପିତା ଙ୍କୁ ସଲ୍ମାନ ପସନ୍ଦ ନୁହନ୍ତି I
ମିଡ଼ିଆ ରିପୋର୍ଟ ଅନୁସାରେ ଏହି ଭିଡିଓ ଟି ପ୍ରାୟ 26-27 ବର୍ଷ ପୁରୁଣା ଭିଡିଓ I ଆଶ୍ଚଯ୍ୟ ର କଥା ଏହା କି ସଲ୍ମାନ ଓ ଜୁହି ଙ୍କ ର ଏକାଠି କୌଣସି ବି ଫିଲ୍ମ ହେଇନାହିଁ I କିନ୍ତୁ ଅନେକ ଫିଲ୍ମ ନିର୍ମାତା ସଲ୍ମାନ ଓ ଜୁହି ଙ୍କୁ ନେଇ ଏକ ଫିଲ୍ମ କରିବା କୁ ଇଚ୍ଛା ମଧ୍ୟ କରିଥିଲେ I କିନ୍ତୁ ଜୁହି ଏହି ଯୋଜନା ରେ ରାଜି ହେଇ ନ ଥିଲେ I ଯାହା କୁ ନେଇ ସଲ୍ମାନ ବହୁତ ଦୁଃଖ ପ୍ରକାଶ କରିଥିଲେ I
ବିଗ ବସ ସିଜିନ 9 ରେ ଜୁହି ଙ୍କ ର ଏକ ଫିଲ୍ମ ପ୍ରମୋସନ କରିବା କୁ ଆସିଥିଲେ ସଲ୍ମାନ I ସେହି ସମୟ ରେ ଜୁହି ସଲ୍ମାନ ଙ୍କ ସହ କାମ କରିବା କୁ ଇଚ୍ଛା କରିଥିଲେ I କିନ୍ତୁ ଉତ୍ତର ରେ ସଲମାନ କହିଥିଲେ ଆପଣ ମୋ ମା ରୋଲ କରିବା କୁ ଠିକ ଅଛନ୍ତି I ତେବେ ଦର୍ଶକେ ବର୍ତମାନ ସୁଦ୍ଧା ସଲ୍ମାନ ଙ୍କ ର ବିବାହ କେବେ ହେବ ଏହା କୁ ନେଇ ପ୍ରତିକ୍ଷ୍ୟ ରେ ରହିଛନ୍ତି I
Throwback to when Salman Khan admits that he badly wanted to get married to Juhi Chawla and even spoke to her father but they rejected him lol.
Juhi was so repulsed by him that she till date hasnt worked opposite Salman in a full fledged role yet pic.twitter.com/2vcpc8L1wa
— Od (@odshek) 28 July 2018
ଅନ୍ୟପଟେ ଜୁହି ବିବାହ କରି ନିଜ ବୈବାହିକ ଜୀବନ ରେ ବେଶ ଖୁସି ରେ ଅଛନ୍ତି I କିନ୍ତୁ ସଲ୍ମାନ ଅବିବାହିତ ହେଇ ରହିଛନ୍ତି I