12 ଜୁଲାଇ Ratha Jatra ପରେ ଏହି 6ଟି ରାଶିର ଭାଗ୍ୟକୁ ବଦଳାଇ ଦେବେ ସ୍ୱୟଂ ପ୍ରଭୁ ଜଗନ୍ନାଥ, କୃପା ବର୍ଷା କରିବେ ପ୍ରଭୁ

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଆମେ ଜାଣିବା ଏହି ୬ ରାଶିର ବ୍ୟକ୍ତିଙ୍କ ଜୀବନ ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି। ଜୁଲାଇ ୧୨ ଅର୍ଥାତ୍ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପରଠାରୁ ହିଁ ଏହି ୬ ଟି ରାଶିର ଭାଗ୍ୟ ସଂପୂର୍ଣ୍ଣ ଭାବରେ ବଦଳି ଯିବ। ଏମାନଙ୍କ ଉପରେ ସ୍ୱୟଂ ଭଗଵାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କର କୃପା ବର୍ଷା ଲଗାତାର କିଛି ମାସ ପର୍ଯ୍ୟନ୍ତ ରହିବାର ଅଛି। ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ଜାଣିବା।

ଯେପରି ଆମେ ସମସ୍ତେ ଜାଣିଛନ୍ତି କି ଆମ ଧର୍ମ ନକ୍ଷତ୍ରରେ ଗ୍ରହ ଓ ରାଶିମାନଙ୍କର ବୋହୁତ ମହତ୍ତ୍ଵ ଦିଆଯାଇଥାଏ। ତାହା ସହ ଯଦି ଏହି ନବ ଗ୍ରହରେ କିମ୍ବା କୌଣସି ନକ୍ଷାତ୍ରରେ କୌଣସି ବି ଛୋଟ କିମ୍ବା ବଡ଼ ଧରଣର ପରିବର୍ତ୍ତନ ଘଟିଥାଏ ତେବେ ତାର ସିଧା ପ୍ରଭାବ ରାଶି ଓ ରାଶିର ବ୍ୟକ୍ତି ଉପରେ ପଡ଼ିଥାଏ ଅର୍ଥାତ୍ ଆମ ମାନଙ୍କ ଉପରେ ପଡ଼ିଥାଏ କିନ୍ତୁ ଗ୍ରହ ମାନଙ୍କର ଏହି ପରିବର୍ତ୍ତନ କାରଣରୁ କିଛି ରାଶିଙ୍କ ଉପରେ ଏହାର ଭଲ ପ୍ରଭାବ ମଧ୍ୟ ପଡ଼ିଥାଏ ତ ଆଉ କିଛି ରାଶିର ଲୋକଙ୍କ ଉପରେ ଖରାପ ପ୍ରଭାବ ମଧ୍ୟ ପଡ଼ିଥାଏ।

ବଢ଼ୁଥିବା ସମୟର ସହିତ ଲୋକଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ମଧ୍ୟ ଆସିଥାଏ। କାହିଁକି ବା ଆସିବା ନାହିଁ ପରିବର୍ତ୍ତନ ହିଁ ପ୍ରକୃତିର ନିୟମ ଅଟେ। ଏଥିପାଇଁ କୁହାଯାଏ କି ସମସ୍ତ ବ୍ୟକ୍ତିଙ୍କର ଭଲ ଓ ଖରାପ ସମୟ ଯିବା ଆସିବା ସର୍ବଦା ଲାଗି ରହିଥାଏ। ଯେପରି କୌଣସି ଗ୍ରହ ନକ୍ଷେତ୍ରରେ ହେଉଥିବା ପରିବର୍ତ୍ତନ କୋଉ ବ୍ୟକ୍ତିର ଜୀବନ ଉପରେ ପଡ଼ିଥାଏ। ଗ୍ରହମାନେ ତାଙ୍କର ଦଶା ବଦଳାଉଛନ୍ତି ଯେଉଁ କାରଣରୁ ମହା ପରିବର୍ତ୍ତନ ଦେଖିବାକୁ ମିଳିବ। ଏହି ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପରଠାରୁ ଏପରି ପରିବର୍ତ୍ତନ ହେବାକୁ ଯାଉଛି ଯେଉଁ କାରଣରୁ ଆଗକୁ କିଛି ବର୍ଷ ପର୍ଯ୍ୟନ୍ତ ଏହି ୬ ଟି ରାଶିର ବ୍ୟକ୍ତିଙ୍କ ଉପରେ ସ୍ଵୟଂ ଭଗଵାନ ବିଷ୍ଣୁ ଓ ମା ଲକ୍ଷ୍ମୀ କୃପା ବର୍ଷା କରିବେ।

ଏହି ମହା ସଂଯୋଗ କାରଣରୁ ଆପଣଙ୍କର ସମସ୍ତ ମନବାଞ୍ଛା ପୁରାଣ ହେବ ଓ ଆପଣଙ୍କୁ ଆପଣଙ୍କ ଜୀବନରେ ସଫଳତା ଅବଶ୍ୟ ପ୍ରାପ୍ତ ହେବ। ଏହି ମହା ପରିବର୍ତ୍ତନ କାରଣରୁ କିଛି ରାଶିର ଜାତକଙ୍କ ଉପରେ ଭଗଵାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କର କୃପା ବର୍ଷା ହେବାକୁ ଯାଉଛି। ଏହି ରାଶିର ବ୍ୟକ୍ତିଙ୍କୁ ଭଗଵାନଙ୍କ କୃପା କାରଣରୁ ବୋହୁତ ଆର୍ଥିକ ଲାଭ ମିଳିବ, ଆର୍ଥିକ ସ୍ଥିତି ଅଧିକ ମଜବୁତ୍ ହେବ। ଆକସ୍ମିକ ଧନ ମଧ୍ୟ ଲାଭ ହେବ। ଏହି ମହା ସଂଯୋଗ କାରଣରୁ ଏହି ୬ ଟି ରାଶିର ଦୁଃଖ ଦୂର ହୋଇଯିବ। ଏମାନେ ଏମାନଙ୍କ ଜୀବନରେ ଅପର ସଫଳତା ମଧ୍ୟ ପ୍ରାପ୍ତ କରିବେ।

କଣ କଣ ସେହି ୬ ଟି ରାଶି ଆସନ୍ତୁ ଜାଣିବା ଯେଉଁମାନଙ୍କ ଉପରେ ଭଗଵାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ କୃପା ବନିବାକୁ ଯାଉଛି। ସେହି ରାଶି ଗୁଡ଼ିକ ହେଉଛନ୍ତି ବୃଷ ରାଶି, କନ୍ୟା ରାଶି, ସିଂହ ରାଶି, ମକର ରାଶି ଏବଂ କୁମ୍ଭ ରାଶି। ଏମାନଙ୍କ ଜୀବନରେ ଦୁଃଖ ସମାପ୍ତ ହେବ, ଆର୍ଥିକ ସମସ୍ୟା ଦୂର ହୋଇଯିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ଭଗଵାନଙ୍କ କୃପା କାରଣରୁ ସମସ୍ତ ନକାରାତ୍ମକ ଶକ୍ତିରୁ ସୁରକ୍ଷିତ ରହିବେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ।

ସମସ୍ତ ବିପଦ ଓ ବାଧା ବିଘ୍ନ ମଧ୍ୟ ଦୂର ହୋଇଯିବ। ଭଗଵାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ କୃପା କେବଳ ଏହି ୬ ଟି ରାଶି ଉପରେ ରହିଛି ତାହା ନୁହେଁ ସମସ୍ତ ୧୨ ଟି ରାଶି ଉପରେ ରହିଛି କିନ୍ତୁ ଗ୍ରହ ମାନଙ୍କ ଚଳନ କାରଣରୁ କିଛି ରାଶିଙ୍କ ଉପରେ ଭଗଵାନଙ୍କ ବିଶେଷ ଦୃଷ୍ଟି ରହିଛି। ତେବେ ଏହି ରାଶି ମାନଙ୍କ ସୁଖର ଦିନ ଆରମ୍ଭ ହେବାକୁ ଯାଉଛି।