ମୁସଲିମ ଯୁବକ ଜଣଙ୍କ ନିଜ ବାଇକର ନମ୍ବର ପ୍ଲେଟରେ ଲେଖାଲେ କିଛି ଏପରି କି, ଯିଏବି ଜୁମ କରିକି ଦେଖିଲା ତ ସିଏ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଗଲା

ଆପଣ ଅନେକ ସମୟ ରେ ଟ୍ରକ ଓ ଅଟୋ ପଛ ରେ କିଛି ନମ୍ବର ବଦଳ ରେ ଲେଖା ଦେଖିଥିବେ I କିନ୍ତୁ ଏହି ଲେଖା ଶୈଳୀ କେବଳ ଟ୍ରକ ଓ ଅଟୋ ପର୍ଯ୍ୟନ୍ତ ସୀମିତ ନାହିଁ I ଆଜିକା ସମୟ ରେ ଲୋକେ ନିଜ ଗାଡି ପଛ ରେ ମଧ୍ୟ ନମ୍ବର ବଦଳ ରେ କିଛି ଏପରି ଲେଖା ଲେଖିଥାନ୍ତି I ଆଜି ର ଏହି ଘଟଣା ରେ ଜଣେ ଯୁବକ ନିଜ ଗାଡି ପଛ ରେ କିଛି ଏପରି ହିଁ ଲେଖା ଲେଖିଛି I

ନରେନ୍ଦ୍ର ମୋଦି ଙ୍କ ର ଯୋଜନା ରେ ପ୍ରଭାବିତ
ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶ ରେ ସ୍ଵଚ୍ଚ ଭାରତ ଅଭିଯାନ ଚଳାଇଥିଲେ I ଏହି ଯୋଜନା ପ୍ରତି ଯୁବକ ବିଶେଷ ରୂପେ ପ୍ରଭାବିତ ହେଇଛନ୍ତି I ଏହି ମୁସଲିମ ଯୁବକ ମୋଦି ଙ୍କ ର ଯୋଜନା ପ୍ରତି ବିଶେଷ ପ୍ରଭାବିତ ଅଟନ୍ତି I

ଏହି ମୁସଲିମ ଯୁବକ ଙ୍କ ର ଘର ମେରଠ ରେ ଏକ ବସ୍ତି ରେ ଅଟେ I ଏବଂ ତାଙ୍କ ପାଖ ରେ ଯେଉଁ ବାଇକ ରହିଛି ତାହା ବିନା ପେଟ୍ରୋଲ ଓ ଡିଜେଲ ରେ ଚାଲିଥାଏ I ଅର୍ଥାତ ଏହି ବାଇକ ପ୍ରଦୂଷଣ ମୁକ୍ତ ଅଟେ I ଏହି ଗାଡି ଟି 150 କିମି ବେଗ ରେ ମଧ୍ୟ ଯାଇପାରିବ I ଏବଂ ଯୁବକ ଜଣଙ୍କ ନିଜ ଗାଡି ର ନାମ ମୋଦି ରଖିଛନ୍ତି I

ଗାଡି ନମ୍ବର ପ୍ଲେଟ ରେ ଲେଖା ରହିଛି କିଛି ଏପରି
ଏହି ମୁସଲିମ ଯୁବକ ପ୍ରଧାନମନ୍ତ୍ରୀ ଙ୍କ ର ସ୍ଵଚ୍ଚ ଭାରତ ଅଭିଯାନ ପ୍ରତି ବିଶେଷ ପ୍ରଭାବିତ ଅଟେ I ତେଣୁ ଗାଡି ର ନମ୍ବର ପ୍ଲେଟ ସ୍ତନ ରେ ସ୍ଵଚ୍ଚ ଭାରତ ଅଭିଯାନ ଲେଖା ରହିଛି I ଏହି କାରଣ ରୁ ଗାଡି ଟି ବିଶେଷ ଚର୍ଚା ରେ ରହିଛି I

ଆଜିକା ସମୟ ରେ ଗାଡି ର ବହୁଳ ବ୍ୟବହାର କୁ ନେଇ ପରିବେଶ ଓ ବାତାବରଣ ପ୍ରଦୂଷଣ ଯୁକ୍ତ ହେଇଯାଉଛି I ଏପରି କି ଶ୍ୱାସକ୍ରିୟା ରେ ମଧ୍ୟ ସମସ୍ୟା ଉତ୍ପରଃନ ହେଉଛି I ତେଣୁ ଏପରି ପ୍ରଦୂଷଣମୁକ୍ତ ଗାଡି ଏକ ଯୁବକ ଙ୍କ ପାଁଇ ଉତ୍ତମ ପଦକ୍ଷପ ଅଟେ I

ଏହି ଯୁବକ ଙ୍କ ର ନାମ ବକାର ଅହମଦ ଅଟେ I ସେ ନିଜେ ଜଣେ ଅଟୋମୋବାଇଲ ଇଞ୍ଜିନିଅର ର ବିଦ୍ୟାର୍ଥୀ ଅଟନ୍ତି I ଏବଂ ସେ ନିଜେ ଏହି ଗାଡି 72 ହଜାର ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଛନ୍ତି I