ପୁରାଣ ଅନୁସାରେ ସନିଦେବ ଙ୍କ ର କୋପ ଦୃଷ୍ଟି କୁ ଅଣଦେଖା କରିବା ଉଚିତ ନୁହେଁ I ସୂର୍ଯ୍ୟ ପୁତ୍ର ଶନି ସର୍ବଦା ମନୁଷ୍ୟ ଙ୍କୁ ତାଙ୍କ ର କର୍ମ ଅନୁସାରେ ହିଁ ଫଳ ପ୍ରଦାନ କରିଥାନ୍ତି I କିନ୍ତୁ ସନିଦେବ ଏତେ ମଧ୍ୟ ଅଶୁଭ ନୁହନ୍ତି I ସନିଦେବ ଙ୍କ ର କୃପା ଦୃଷ୍ଟି ଯଦି ଜଣେ ବ୍ୟକ୍ତି ଙ୍କ ଉପରେ ରହିବ I ତେବେ ସେ ବ୍ୟକ୍ତି ଅନେକ ଧନ ଧନ୍ୟ ପ୍ରାପ୍ତି କରିବ I
ଆଜି ଆମେ ଜୋତିଷ ଶାସ୍ତ୍ର ର ସେହି ଭାଗ୍ୟଶାଲୀ ରାଶି ବିଷୟ ରେ କହିବାକୁ ଯାଉଛୁ ଯାହା କି ସନିଦେବ ଙ୍କ ର ଅତି ପ୍ରିୟ ଅଟେ I ଏହି ରାଶି ର ବ୍ୟକ୍ତି ଙ୍କ ର ଦୁଃଖ ସର୍ବଦା ସନିଦେବ ଦୂର କରିଥାନ୍ତି I ଏବଂ ଏହି ରାଶି ର ଲୋକେ ସନିଦେବ ଙ୍କ କୃପା ରୁ ବିଶେଷ ରୂପେ ଭାଗ୍ୟଶାଳୀ ମଧ୍ୟ ହେଇଥାନ୍ତି I ପରିବାର ରେ ସୁଖ ଶାନ୍ତି ବୃଦ୍ଧି ହେଇଥାଏ I ଏବଂ ଯାଏ ସାଧାରଣ ଲୋକ ମଧ୍ୟ ସନିଦେବ ଙ୍କ କୃପା ରୁ ରାଜା ପରି ଜୀବନ ଅତିବାହିତ କରିବା ର ସୌଭାଗ୍ୟ ପ୍ରାପ୍ତି କରିଥାଏ I
ସନିଦେବ ଙ୍କ କୃପା ରୁ ଆପଣ ଜୀବନସାଥୀ ଙ୍କ ର ସହଯୋଗ ପ୍ରାପ୍ତି କରିବେ I ଅନେକ ନୂତନ ବ୍ୟବସାୟ ପ୍ରସ୍ତାବ ଆପଣ ଙ୍କୁ ମିଳିପାରେ I ଧନ ସମ୍ବନ୍ଧିତ ଅନେକ କ୍ଷେତ୍ର ରୁ ଆପଣ ଲାଭବାନ ହେବେ I କରଜ ରୁ ଯଦି ବୁଡି ରହିଛନ୍ତି ତେବେ ସମସ୍ୟା ଦୂର ହେବ I ବୈବାହିକ ଜୀବନ ସୁଖଦ ରହିବ I ଏବଂ ଜୀବନ ରେ ଅନେକ ଉର୍ନତି କରିବେ I ଏହି ଭାଗ୍ୟଶାଲୀ ରାଶି ହେଉଛି ମୀନ ରାଶି I
କାହା ଡାକ ଶୁଣନ୍ତୁ କି ନ ଶୁଣନ୍ତୁ କିନ୍ତୁ ଏହି ଗୋଟିଏ ରାଶି ର ଡାକ ସର୍ବଦା ଶୁଣିଥାନ୍ତି ସନିଦେବ, ମାଲାମାଲ କରି ଦିୟନ୍ତି
