କାମସୁତ୍ର ଅନୁସାରେ ମହିଳା ମାନଙ୍କୁ ପସନ୍ଦ ଆସନ୍ତି ଏପରି ପୁରୁଷ ମାନେ, ପୁରୁଷ ମାନେ ନିଶ୍ଚୟ ଜାଣି ରଖନ୍ତୁ

ଲୋକମାନେ କାମସୁତ୍ର କୁ ଏକ ସାଧାରଣ ବହି ଭାବରେ ଗ୍ରହଣ କରନ୍ତି | କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା | କାମସୁତ୍ର ର ରଚନା ପାଖାପାଖି ଖ୍ରୀଷ୍ଟପୂର୍ବ 400 ରୁ 200 ମଧ୍ୟରେ ହୋଇଥିଲା | ଏହି କାମସୁତ୍ର ରେ ଯୌନକ୍ରିୟା ସମ୍ୱନ୍ଧୀୟ ସୂଚନା ସହ କେତେ ରୋଚକ ତଥ୍ୟ ସମ୍ପର୍କରେ ରଚନା କରାଯାଇଛି | ଏହି ପୁସ୍ତକ ଆଧାରରେ କହିବାକୁ ଯାଉଛୁ ଯେ, କେଉଁ ପୁରୁଷ ମାନଙ୍କ ପ୍ରତି ମହିଳା ମାନେ ଅଧିକ ଆକର୍ଷିତ ହୋଇଥାନ୍ତି |

ମହିଳା ମାନେ ପସନ୍ଦ କରୁଥିବା ପୁରୁଷ

ମହିଳାମାନଙ୍କ ପ୍ରଥମ ପସନ୍ଦ ଉଚ୍ଚାଭିଳାଷୀ ପୁରୁଷ
କାମସୁତ୍ର ଅନୁସାରେ ମହିଳାମାନେ ଉଚ୍ଚାଭିଳାଷୀ ପୁରୁଷ ମାନଙ୍କ ଆଡକୁ ଅଧିକ ଆକର୍ଷିତ ହୋଇଥାନ୍ତି |

ସାହସୀ ପୁରୁଷ
ଯେଉଁ ପୁରୁଷମାନେ ପ୍ରତ୍ୟେକ ପରିସ୍ଥିତିକୁ ଦୃଢତାର ସହିତ ସାମ୍ନା କରନ୍ତି ସେମାନଙ୍କୁ ମହିଳାମାନେ ଅଧିକ ଭଲପାଆନ୍ତି | ମହିଳାମାନେ ଏପରି ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି |

ଉଚ୍ଚଶିକ୍ଷିତ ପୁରୁଷ
ଯେଉଁ ପୁରୁଷ ମାନେ ଅତ୍ୟନ୍ତ ଜ୍ଞାନ ର ଅଧିକାରୀ ହୋଇଥାନ୍ତି, ସେମାନଙ୍କ ପ୍ରତି ମଧ୍ୟ ମହିଳା ମାନେ ଆକର୍ଷିତ ହୋଇଥାନ୍ତି |

ଭାବପ୍ରବଣ ବ୍ୟକ୍ତି
କାମସୁତ୍ର ଅନୁସାରେ ମହିଳା ମାନଙ୍କ ଭାବନାକୁ ବୁଝିପାରୁଥିବା ବ୍ୟକ୍ତିଙ୍କ ପ୍ରତି ମହିଳାମାନେ ଅଧିକ ଆକର୍ଷିତ ହୋଇଥାନ୍ତି |

ଦୟାଳୁ ଏବଂ ଶକ୍ତିଶାଳୀ ବ୍ୟକ୍ତି
କାମାସୁତ୍ର ପୁସ୍ତକ ଅନୁଯାୟୀ ମହିଳାମାନେ ଶକ୍ତିଶାଳୀ ଏବଂ ଦୟାଳୁ ପୁରୁଷମାନଙ୍କୁ ଅଧିକ ପସନ୍ଦ କରନ୍ତି |