ପ୍ରାଚୀନକାଳ ରେ ଭାରତ ରେ ଶାରୀରିକ ସମ୍ବନ୍ଧ କୁ ନେଇ ବେଶ ସଜାଗ ରହୁଥିଲେ I ଭାରତ ରେ ରହିଥିବା ପୁରାତନ କାମସୁତ୍ର ର ନିୟମ କୁ ଲୋକେ ଆଜି ମଧ୍ୟ ପାଳନ କରୁଛନ୍ତି I ଯାହା ର ବ୍ୟବହାର ବୈବାହିକ ଜୀବନ ରେ କରାଯାଇଥାଏ I ପୂର୍ବ ସମୟ ରେ ମହିଳା ଙ୍କୁ କାମ ସୂତ୍ର ଉପରେ ଜ୍ଞାନ ପ୍ରଦାନ କରାଯାଉଥିଲା ଯାହା ଦ୍ୱାରା କି ସେମାନେ ଏହା କୁ ତାଙ୍କ ବୈବାହିକ ଜୀବନ ରେ ବ୍ୟବହାର କରିପାରିବେ I ଅନ୍ୟପଟେ ପୁରୁଷ ଙ୍କ ମଧ୍ୟ ରେ ମଧ୍ୟ କିଛି ଗୁଣ ରହିବା ଜରୁରୀ ଅଟେ ଯାହା ଦ୍ୱାରା କି ମହିଳାମେନ ପୁରୁଷ ଙ୍କ ପ୍ରତି ଆକର୍ଷିତ ହେଇପାରିବେ I
ମହିଳା ଙ୍କୁ କରିଥାନ୍ତି ଆକର୍ଷିତ
କାମ ସୂତ୍ର ପୁସ୍ତକ ରେ ଲେଖା ଯାଇଥିବା କଥା ର ପାଳନ କରୁଥିବା ବ୍ୟକ୍ତି ଙ୍କ ର ବୈବାହିକ ଜୀବନ ବହୁତ ସୁଖୀ ହେଇଥାଏ I କାମସୁତ୍ର ର କିଛି ବିଶେଷ ଗୁଣ କାମସୁତ୍ର ରେ ରହିଥାଏ I ଯାହା ଦ୍ୱାରା କି ମହିଳାମାନେ ପୁରୁଷ ଙ୍କ ପ୍ରତି ବିଶେଷ ରୂପେ ଆକର୍ଷିତ ହେଇଥାନ୍ତି I ଆଜି ଆମେ ଆପଣ ଙ୍କୁ ଏହିପରି କିଛି ଘଟଣା ବିଷୟ ରେ କହିବା କୁ ଯାଉଛୁ I
କାମସୁତ୍ର ର ଏହି ଗୁଣ ରହିବା ଦରକାର ପୁରୁଷ ଙ୍କ ମଧ୍ୟ ରେ
ମହତ୍ତ୍ୱକାଂକ୍ଷୀ ଓ ଉତ୍ସାହୀ
କାମସୁତ୍ର ପୁସ୍ତକ ଅନୁସାରେ ମହିଳା ସେହି ପୁରୁଷ ଙ୍କ ପ୍ରତି ଅଧିକ ଆକର୍ଷିତ ହେଇଥାନ୍ତି ଯେଉଁ ପୁରୁଷ ମାନେ ମହତ୍ତ୍ୱକାଂକ୍ଷୀ ଓ ଉତ୍ସାହୀ ହେଇଥାନ୍ତି I
ସାହସୀ ଓ ବଳଶାଳୀ
କାମସୁତ୍ର ପୁସ୍ତକ ର ଦ୍ୱିତୀୟ ନିୟମ ଅନୁସାରେ ସେହି ପୁରୁଷ ଙ୍କ ପ୍ରତି ମହିଳାମାନେ ଅଧିକ ଆକର୍ଷିତ ହେଇଥାନ୍ତି ଯେଉଁ ପୁରୁଷ ମାନେ ସାହସୀ ଓ ବଳଶାଳୀ ହେଇଥାନ୍ତି I
ବିଦ୍ୱାନ ବ୍ୟକ୍ତି
ମହିଳା ସର୍ବଦା ସେହି ପୁରୁଷ ଙ୍କୁ ଅଧିକ ପସନ୍ଦ କରିଥାନ୍ତି ଯେଉଁ ପୁରୁଷ ମାନେ ବିଦ୍ୱାନ ହେଇଥାନ୍ତି I ଏବଂ ସବୁ ସମସ୍ୟା ର ସମାଧାନ ନିଜ ର ବୁଦ୍ଧି ଦ୍ୱାରା ହିଁ କରିବା ରେ ସକ୍ଷମ ହେଇଥାନ୍ତି I
ଭାବନା କୁ ବୁଝିପାରିଥିବା ବ୍ୟକ୍ତି
ଯେଉଁ ପୁରୁଷ ମାନେ ମହିଳା ଙ୍କ ର ମନ ର ଭାବନା କୁ ବୁଝିପାରିଥାନ୍ତି ସେହିପରି ପୁରୁଷ ଙ୍କ ପ୍ରତି ମହିଳାମାନେ ଅଧିକ ଆକର୍ଷିତ ହେଇଥାନ୍ତି I
କାହାଣୀ ଶୁଣାଇବା ର କଳା
ଅନେକ ପୁରୁଷ ଙ୍କ ମଧ୍ୟ ରେ କାହାଣୀ ଓ କବିତା ଶୁଣାଇବା ର ଦକ୍ଷତା ରହିଥାଏ I ଏହିପରି ଗୁଣ କୁ ନେଇ ମହିଳାମାନେ ଅଧିକ ଆକର୍ଷିତ ହେଇଥାନ୍ତି I
ସାମାନ୍ୟ ରୂପ ରେ ପ୍ରେମ କରୁଥିବା ବ୍ୟକ୍ତି
ମହିଳା ଙ୍କୁ ସେହି ପୁରୁଷ ଅଧିକ ପସନ୍ଦ ଯେଉଁମାନେ ମହିଳା ଙ୍କୁ ପ୍ରେମ ଓ ସଂମାନ ଦେଇଥାନ୍ତି I
ଅନ୍ୟ ର ନିନ୍ଦା କରୁଥିବା ମହିଳା
ମହିଳା ଙ୍କୁ ସେପରି ପୁରୁଷ ଅଧିକ ପସନ୍ଦ ଯେଉଁମାନେ ଭଲ ସ୍ଵଭାଵ ର ହେଇଥାନ୍ତି I ତାଙ୍କ ମଧ୍ୟ ରେ ତ୍ୟାଗ ର ଭାବନା ରହିଥାଏ I ଏବଂ ଅନ୍ୟ ବ୍ୟକ୍ତି ଙ୍କ ର ନିନ୍ଦା କରନ୍ତି ନାହିଁ I
ଦୟାଳୁ ବ୍ୟକ୍ତି
ଯେଉଁ ପୁରୁଷ ମାନେ ଶକ୍ତିଶାଳୀ ହେଇକି ମଧ୍ୟ ଦୟାଳୁ ହେଇଥାନ୍ତି ସେପରି ପୁରୁଷ ଙ୍କ ପ୍ରତି ମହିଳାମାନେ ଅଧିକ ଆକର୍ଷିତ ହେଇଥାନ୍ତି I
ସ୍ତ୍ରୀ ଙ୍କ ର ମୋହ ରେ ନ ପଶୁଥିବା ବ୍ୟକ୍ତି
ମହିଳା ଙ୍କୁ ସେହି ପୁରୁଷ ଅଧିକ ପସନ୍ଦ ଅଟନ୍ତି ଯେଉଁ ମାନେ ସ୍ତ୍ରୀ ଙ୍କ ର ମୋହ ରେ ଫସନ୍ତି ନାହିଁ I
ଶଙ୍କା ରୁ ଦୁରେଇ ରହୁଥିବା
ଯେଉଁ ପୁରୁଷ ଙ୍କ ମଧ୍ୟ ରେ ଶଙ୍କା ନ ଥାଏ ଏବଂ କାହାରି କୁ ସନ୍ଦେହ କରନ୍ତି ନାହିଁ I ସେପରି ପୁରୁଷ ଙ୍କୁ ମହିଳାମାନେ ଅଧିକ ପସନ୍ଦ କରିଥାନ୍ତି I