ଯେପରି କି ଆପଣ ଜାଣିଥିବେ କି ଥଣ୍ଡା ସମୟ ବର୍ତମାନ ଜାରି ରହିଛି I ଅନେକ ଲୋକେ ଏହି ଶୀତ ରୁ ରକ୍ଷ୍ୟା ପାଇବା କୁ ଗରମ ଜିନିଷ ସେବନ କରିବା କୁ ପସନ୍ଦ କରିଥାନ୍ତି I ସେହିପରି ଆଉ କିଛି ଲୋକେ ଡ୍ରାଇ ଫୁଡ ର ସେବନ ମଧ୍ୟ କରିଥାନ୍ତି I ସେହିପରି ଆଉ କିଛି ଲୋକେ ଥଣ୍ଡା ଦିନ ର ବାଦାମ ମଧ୍ୟ ଖାଇଥାନ୍ତି I ଯେପରି କି ଆପଣ ଜାଣିଥିବେ ଭାରତ ରେ ବହୁଳ ମାତ୍ରା ରେ ବାଦାମ ଚାଷ ହେଇଥାଏ I ଏବଂ ବାଦାମ ଖାଇବା କୁ ଲୋକେ ଅଧିକ ପସନ୍ଦ କରିଥାନ୍ତି I
ବାଦାମ ଆମ ଶରୀର ପାଁଇ ହେଲଦି ଫୁଡ ହେଇଥାଏ I ଯାହା ର ନିୟମିତ ବ୍ୟବହାର ଦ୍ୱାରା ଶରୀର ପାଁଇ ଉତ୍ତମ ହେଇଥାଏ I ଯେଉଁ ବ୍ୟକ୍ତି ନିୟମିତ ବାଦାମ ସେବନ କରିଥାନ୍ତି ସେହି ବ୍ୟକ୍ତି ଙ୍କ ର ଫୁସଫୁସ ସମ୍ବନ୍ଧିତ ସମସ୍ୟା ଦୂର ହେଇଥାଏ I କାରଣ ବାଦାମ ରେ ଥିବା ପ୍ରୋଟିନ ବିଶେଷ ରୂପେ ଶରୀର ପାଁଇ ଲାଭକାରୀ ହେଇଥାଏ I ଏବଂ ଶରୀର ର ମେଟାବୋଲିଯିମ ମଧ୍ୟ ନିୟନ୍ତ୍ରଣ ରେ ରହିଥାଏ I
ବାଦାମ ରେ ପ୍ରଚୁର ମାତ୍ରା ରେ ଆଇରନ , କ୍ୟାଲସିୟମ ଓ ଜିଙ୍କ ରହିଥାଏ I ଏହା ଛଡା ଏହା କୁ ସେବନ କରିବା ଦ୍ୱାରା ଶରୀର ରେ ଉର୍ଜା ର ସଂଚାର ହେଇଥାଏ I ଏହି ବାଦାମ ରେ ଭିଟାମିନ ବି 6 ଓ ଭିଟାମିନ ଇ ରହିଥାଏ I କୌଣସି ଗର୍ଭବତୀ ନାରୀ ଙ୍କ ପାଁଇ ବାଦାମ ବିଶେଷ ରୂପେ ଲାଭକାରୀ ଅଟେ I
ବାଦାମ ର କିଛି ଫାଇଦା
ଯଦି ଆପଣ ଙ୍କ ର କିଛି ଆଲର୍ଜି ରହିଥାଏ ତେବେ ଭୁଲ ରେ ମଧ୍ୟ ବାଦାମ ସେବନ କରନ୍ତୁ ନାହିଁ I
ବାଦାମ ବିଶେଷ ରୂପେ ଗରମ ତତ୍ୱ ର ଅଟେ I ତେଣୁ ଏହା ର ସେବନ ଦ୍ୱାରା ପେଟ ଗ୍ୟାସ ର ସମସ୍ୟା ବୃଦ୍ଧି ହେଇଥାଏ I
ଏବଂ ଧ୍ୟାନ ରଖିବେ କି ବାଦାମ ରେ ଚୋପା କୁ ବାହାର କରିକି ହିଁ ଏହା ର ସେବନ କରିବେ I ଏବଂ ବାଦାମ ଖାଇବା ର ଅଧ ଘଣ୍ଟା ପରେ ହିଁ ପାଣି ପାଇବେ I