କଣ ପାଇଁ କିଛି ଲୋକେ ହୋଇଯାନ୍ତି ଧନୀ ଓ ଆଉ କିଛି ଲୋକ ରହିଯାନ୍ତି ସବୁଦିନ ପାଇଁ ଗରିବ, ନିଜେ ମା ଲକ୍ଷ୍ମୀ କହିଛନ୍ତି ଏହା ରହସ୍ୟ ସମ୍ପର୍କରେ

ଆଜିକା ସମୟ ରେ ପଇସା ପ୍ରତୋକ ବ୍ୟକ୍ତି ଙ୍କ ର ଆବଶ୍ୟକ ଅଟେ I ପଇସା ବିନା ଲୋକେ ଏ ଦୁନିଆ ରେ ରହିବା ଅସମ୍ଭବ ପ୍ରାୟ ଅଟେ I ପିଲାଙ୍କ ର ଭରଣ ପୋଷଣ ରୁ ନେଇ ନିଜେ ବଂଚିବା ପର୍ଯ୍ୟନ୍ତ ପ୍ରତୋକ କ୍ଷେତ୍ରରେ ପଇସା ଆବଶ୍ୟକ ଅଟେ I ଆଜିକା ସମୟ ରେ ଯିଏ ଗରିବ ସେ ଦିନ କୁ ଦିନ ଆହୁରି ଗରିବ ହେଇ ହେଇ ଯାଉଛି ଓ ଯିଏ ଧନୀ ସେ ଧନୀ ହେଇ ହେଇ ଯାଉଛି I

ମାତା ଲକ୍ଷ୍ମୀ ଏହି କଥା ସମ୍ପର୍କ ରେ ଇନ୍ଦ୍ରଦେବ ଙ୍କୁ କହିଥିଲେ
ଜାଣିରଖନ୍ତୁ କି ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁ ଙ୍କ ର ପତ୍ନୀ ଅଟନ୍ତି I ତେବେ ଯେଉଁ ବ୍ୟକ୍ତି ର ଧନ ର ଆବଶ୍ୟକତା ରହିଥାଏ ସେ ବ୍ୟକ୍ତି ମାତା ଲକ୍ଷ୍ମୀ ଙ୍କ ର ଆରାଧନା କରିଥାଏ I କିନ୍ତୁ ଏହା ଜରୁରୀ ନୁହେ କି ଯିଏ ବି ଧନ ର ଆବଶ୍ୟକତା କରିବ ସେହି ବ୍ୟକ୍ତି ଧନୀ ହେଇଯିବ I ମାତା ଲକ୍ଷ୍ମୀ ଙ୍କ ର କହିବା ଅନୁସାରେ ପ୍ରତୋକ ବ୍ୟକ୍ତି ଧନୀ ହେବା ଓ ଗରିବ ହେବା ଏହା ସବୁ ତାର ର କର୍ମ ଫଳ ଉପରେ ନିର୍ଭର କରିଥାଏ I

ଯେଉଁଠାରେ ଦୁଃଖ କ୍ଳେଶ ଲାଗିରହିଥାଏ ସେଠାରେ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ
ଦେବୀ ଲକ୍ଷ୍ମୀ ଙ୍କ ର କହିବା ଅନୁସାରେ ଜଣେ ବ୍ୟକ୍ତି ଯେତେ ବି ପରିଶ୍ରମ କରିଲେ ବି ଯେଉଁ ଘରେ ଶାନ୍ତି ନ ଥାଏ ସେହି ଘରେ ଦେବୀ ଲକ୍ଷ୍ମୀ ରୁହନ୍ତି ନାହିଁ ଯାହା ଦ୍ୱାରା କି ସେହି ବ୍ୟକ୍ତି ଧନଵାନ ହେଇପାରନ୍ତି ନାହିଁ I ତେଣୁ ଆପଣ ବି ଯଦି ଧନୀ ହେବାକୁ ଚାହୁଁଛନ୍ତି ତେବେ କଠିନ ପରିଶ୍ରମ ସହ ଘର ର ପରିବେଶ କୁ ସର୍ବଦା ଶାନ୍ତ ରଖନ୍ତୁ I