କାନ୍ଦିବାର ଦିନ ହେଲା ଶେଷ, ୨୦୨୦ ରୁ ୨୦୩୧ ମଧ୍ୟରେ ଏହି ରାଶିଙ୍କର ଜୀବନରେ ହେବ ଖାଲି ଖୁସିର ବର୍ଷା !

ଜୋତିଷ ଶାସ୍ତ୍ର ଆଧାର ରେ ଲୋକେ ନିଜର ଆଗାମୀ ଭବିଷ୍ୟତ ବିଷୟ ରେ ଜାଣିବାକୁ ଚେଷ୍ଟା କରିଥାନ୍ତି I ଏବଂ ଲୋକେ ସେହି ଅନୁସାରେ ନିଜ କୁ ସୁଧାରି ନେଇଥାନ୍ତି I

ବୃଷ ରାଶି , କୁମ୍ଭ ରାଶି
୨୦୨୦ ରୁ ନେଇ ୨୦୩୧ ମଧ୍ୟ ରେ କୁବେର ଦେବ ଙ୍କ ର କୃପା ଆପଣ ଙ୍କ ଉପରେ ରହିବ I ଆପଣ ଯେ କୌଣସି କାର୍ଯ୍ୟ କରୁଛନ୍ତି ସେଥିରୁ ସଫଳ ହେବେ I ଆପଣ ଙ୍କ ର ଜୀବନସାଥୀ ଆପଣ ଙ୍କୁ ଅଧିକ ସମର୍ଥନ କରିବେ I ପ୍ରେମମି ଯୁଗଳ ଙ୍କ ମଧ୍ୟ ରେ ପ୍ରେମ ବୃଦ୍ଧି ହେବ I ଅଟକି ରହିଥିବା କାର୍ଯ୍ୟ ପୁରା ହେବ I

ମକର ରାଶି , ମୀନ ରାଶି
୨୦୨୦ ରୁ ୨୦୩୧ ମଧ୍ୟ ରେ ଆପଣ କାର୍ଯ୍ୟ କ୍ଷେତ୍ର ରେ ସଫଳ ହେବେ I ଆପଣ ନିଜ ର ଜୀବନସାଥୀ ଙ୍କୁ ଅଧିକ ସମର୍ଥନ କରିବେ I ସମାଜ ରେ ଆପଣ ନିଜ ର ପରିଚୟ କରିପାରିବେ I ମାତା ବୈଷ୍ଣବ ଙ୍କ ନାମ ରେ ଆପଣ ଯାହା କରିବେ ସେଥିରେ ସଫଳ ହେବେ I ଯୋଜନା ଅନୁସାରେ ହିଁ ଆଗାମୀ ଦିନ ରେ ଏହା ସଫଳ ହେବ I