ପ୍ରତେକ ଲୋକ ବାହାଘରକୁ ନେଇ ବହୁତ ସ୍ୱପ୍ନ ଦେଖିଥାନ୍ତି ଆଖିରେ ବହୁତ ସ୍ୱପ୍ନ ନେଇ ଗୋଟେ ଝିଅ ଶାଶୂଘରକୁ ଯାଇଥାଏ. ଏମିତି ତ ବାହାଘର ରେ ସବୁ ବିଧି ଜରୁରୀ ହୋଇଥାଏ କିନ୍ତୁ ଚର୍ତୁଥି ରାତିକୁ ମହତ୍ଵ ଅଲଗା ଦିଆଯାଇଛି . ଏହି ରାତିପାଇଁ ବହୁତ ଆୟୋଜନ କରାଯାଇଥାଏ ସେଥି ମଧ୍ୟରୁ ଶେଜ ସଜେଇବା ଗୋଟେ. କେବେ ଆପଣ ଭାବି ଛନ୍ତି କି ଏହି ରାତିରେ ବିଛଣାରେ ଫୁଲ କିହିଁକି ସଜା ଯାଏ. ତେବେ ଆଜି ଆମେ ଆପଣଙ୍କୁ କହିବୁ କାହିଁକି ଏମିତି କରାଯାଇଥାଏ.
ବିବାହ ପରେ ବାର-ବଧୂଙ୍କ ଶେଜ କୁ ଫୁଲରେ ସଜାଯାଇଥାଏ. ଏହା ଏକ ବୋହୁ ପୁରାତନ ପାରମ୍ପରା ଅଟେ. ଏହା କୁହାଯାଏ କି ଏହିଦିନରୁ ଲୋକ ତାର ନୂଆ ଜୀବନର ଆରମ୍ଭ କରିଥାଏ. ଏଥିପାଇଁ ଶୋଇବା କକ୍ଷ ର ମାହୋଲ କୁ ରୋମାଣ୍ଟିକ କରାଯାଇଥାଏ.
ବହୁଜଗାରେ ତ ଫୁଲ ସହ ସୁଗନ୍ଧ ମିଠେଇ ରଖିବାର ପରମ୍ପରା ମଧ୍ୟ ରହିଛି. ଏହି ଦିନ ପୁରା ଘରରେ ସୁଗନ୍ଧିତ ଫୁଲ ରଜନୀଗନ୍ଧା,ଗୋଲାପ, ଚେମେଲୀ କିମ୍ବା କାମଞ୍ଚ ବଢ଼େଇଲାଭଳି ଫୁଲ ରେ ଶେଜ ସଜାଯାଇଥାଏ. ହିନ୍ଦୁ ଧର୍ମରେ ବି ଏମିତି ପ୍ରଥା ବୋହୁ ବର୍ଷ ଧରି ଚାଲି ଆସୁଛି.
ଚର୍ତୁଥି ରାତି ଦିନ କିହିଁକି ଫୁଲରେ ସଜାଯାଇ ଥାଏ ବିଛଣା କୁ ? ଜାଣିଲେ କହିବେ ବାଃ ବାଃ ମୁଁ ତ ଜାଣି ନଥିଲି
