କଣ ପାଇଁ ସ୍ୱାମୀଙ୍କ ଠାରୁ ଅଲଗା ହେଲେ Ushashi Mishra, ଅସଲ କାରଣ ଆସିଲା ସାମ୍ନାକୁ

ଫ୍ରେଣ୍ଡ୍ସ ଆପଣମାନେ ତ ଓଡ଼ିଆ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ବହୁତସାରା ଫିଲ୍ମ ଓ ସିରିଏଇଲା ରେ ନିଶ୍ଚିତ ଭାବେ ଦେଖିଥିବେ ତେବେ ତାଙ୍କ ଅଭିନୟ କୁ ଦର୍ଶକମାନେ ପସନ୍ଦ କରିବା ସହିତ ତାଙ୍କୁ ବହୁତ ଭଲପାଇବା ମଧ୍ୟ ଦେଇଛନ୍ତି |

ତେବେ ବନ୍ଧୁଗଣ ଆପଣମାନେ ଜାଣିଛନ୍ତି କି ଉଷସୀ ମିଶ୍ର କଣ ପାଇଁ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ ତେବେ ବନ୍ଧୁଗଣ ଗତ କିଛିଦିନ ପୂର୍ବେ ଉଷସୀ ମିଶ୍ର ଗୋଟେ ଇଣ୍ଟରଭ୍ୟୁ ରେ ଆସିଥିଲେ ଓ ସେଠାରେ ଆଙ୍କରିଂ ତାଙ୍କୁ ପଚାରିଥିଲେ କି ସେ କଣ ପାଇଁ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ହୋଇଥିଲେ ଉଷସୀ ମିଶ୍ର କହିଥିଲେ ସେ ଜଣେ ଆକ୍ଟର ଙ୍କୁ ବହୁତ ଭଲପାଈଥିଲେ ଓ ସେ ତାଙ୍କ ଲାଇଫ ରେ ତିନି ଜଣଙ୍କୁ ବହୁତ ଭଲପାଈଥିଲେ ଆଉ ଶେଷରେ ତୃତୀୟ ଜଣଙ୍କୁ ବିବାହ କରିଥିଲେ |

ବିବାହ ର 10 ବର୍ଷ ପରେ 2020 ମସିହାରେ ଡ଼ିଭର୍ସ ନେଇଥିଲେ ଓ ଏହାର ଅଲଗା ହେବାର କାରଣ ହେଉଛି ଯେ ଦୁହେଁ ଦୁହିଁଙ୍କୁ ବୁଝିପାରିନଥିଲେ | ସବୁବେଳେ ତାଙ୍କ ମଧ୍ୟରେ କଳି ଝଗଡା ଲାଗିଥିଲା ଓ ଶେଷରେ ସେମାନେ ଦିଶାଇଡ କରିଥିଲେ ଅଲଗା ରହିବ ପାଇଁ 10 ବର୍ଷ ଅଲଗା ରହିଥିଲେ |

ଶେଷରେ 2020 ମସିହାରେ ସେମାନଙ୍କର ଡିଭର୍ସ ହୋଇଯାଇଥିଲା ଆଉ ଆପଣମାନେ ଜାଣିଥିବେ କି ଉଷସୀ ମିଶ୍ରଙ୍କର କେହି ପିଲା ଛୁଆ ନାହାନ୍ତି | ଆଉ ଉଷସୀ ମିଶ୍ର ବର୍ତ୍ତମାନ ସମୟରେ ଫେରେଙ୍ଗା ଫ୍ୟାମିଲି ରେ ଅଭିନୟ କରୁଥିବାର ନଜର ଆସିଛନ୍ତି ଗତ କିଛିଦିନ ତଳେ ଉଷସୀ ମିଶ୍ର ଯାତ୍ରାରେ ଅଭିନୟ କରୁଥିଲେ|

କିନ୍ତୁ ସେ ବର୍ତ୍ତମାନ ସମୟରେ ଯାତ୍ରା ଛାଡି ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ବହୁତ ସାରା ସିନେମା ଓ ସିରିଏଲ ରେ ଅଭିନୟ କରୁଥିବାର ନଜର ଆସୁଛନ୍ତି ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଉଷସୀ ମିଶ୍ର କେମିତି ଲାଗନ୍ତି ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ |