କରିନା କପୁର ଙ୍କର ପୁଅର ଦେଖାଶୁଣା କରୁଥିବା ନାନୀଙ୍କୁ ମାସକୁ ମିଳିଥାଏ ଏତିକି ଦରମା, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ବଲିଉଡ ରେ ଅନେକ କଳାକାର କିଛି ନା କିଛି କଥା କୁ ନେଇ ଚର୍ଚା ରେ ରହିଥାନ୍ତି I ବିଗତ ଦିନ ରେ ବଲିଉଡ ର କଳାକାର ମାନେ ନିଜ ର ପିଲାମାନଙ୍କୁ ନେଇ ମଧ୍ୟ ଲୋକପ୍ରିୟ ହେଉଛନ୍ତି I ଏହିପରି ଜଣେ ଷ୍ଟାରକିଡ଼ସ ହେଉଛନ୍ତି ତୈମୁର ଖାଁ I ତୈମୁର ଖାଁ ଙ୍କ ର ମା କରିନା କପୁର ଓ ପିତା ସୈଫ ଅଲ୍ଲୀ ଖାଁ ଅଧିକ ଲୋକପ୍ରିୟ ଅଟନ୍ତି I ତୈମୁର ଖାଁ ବର୍ତମାନ 2 ବର୍ଷ ର ଅଟନ୍ତି I କିନ୍ତୁ ତୈମୁର ଖାଁ କେତେବେଳେ କଣ ଖାଉଛନ୍ତି , କଣ ଖେଳୁଛନ୍ତି ସବୁ କିଛି କରିନା ନିଜ ସୋସିଆଲ ମିଡ଼ିଆ ରେ ଅପଲୋଡ଼ ମଧ୍ୟ କରିଥାନ୍ତି I ଏପରି କି ଜଣେ ଆଇ ମା ଙ୍କୁ ମଧ୍ୟ ରଖାଯାଇଛି ତୈମୁର ଖାଁ ଙ୍କ ର ଦେଖାଶୁଣା କରିବାକୁ I

ତୈମୁର ଖାଁ ଙ୍କ ର ଦେଖାଶୁଣା କରିବାକୁ ଜଣେ ଆଇ ମା ଙ୍କୁ ରଖାଯାଇଛି I ତେଣୁ ଏହି ଆଇ ମା ମଧ୍ୟ ଚର୍ଚା କୁ ଆସିଥାନ୍ତି I ବିଗତ ଦିନ ରେ କରିନା ଅରବାଜ ଖାଁ ଙ୍କ ର ଚାଟ ସୋ ରେ ପହଂଚିଥିଲେ ଏବଂ ତୈମୁର ଖାଁ ଙ୍କ ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ I ସେ କହିଥିଲେ ଏହି ଆଇ ମା ତୈମୁର ଖାଁ ଙ୍କ ର ଦେଖାଶୁଣା କରିବାକୁ 1.5 ଲକ୍ଷ ଟଙ୍କା ମାସ କୁ ଦରମା ନେଉଛନ୍ତି I

କରିନା ଏହା ମଧ୍ୟ କହିଛନ୍ତି କି ସବୁଠାରୁ ଅଧିକ ଆବଶ୍ୟକ ନିଜ ପିଲାଟି କିପରି ଖୁସି ରହିବ I ଯଦି ପିଲାଟି ଜଣେ ନିରାପଦ ମଣିଷ ପାଖ ରେ ଥିବ ତେବେ ନିଶ୍ଚିତ ରୂପେ ଖୁସି ରେ ରହିବ I