କରିସ୍ମା କପୁରଙ୍କ ଘରକୁ କାମ କରିବାକୁ ଆସିଥିବା ବଢ଼େଇ ସୁଯୋଗ ପାଇବା ମାତ୍ରେ କରିଦେଲେ ଏପରି ଲଜ୍ୟା ଜନକ କାମ…

ଅଭିନେତ୍ରୀ କରିସ୍ମା କପୁର ଚଳଚ୍ଚିତ୍ରଠାରୁ ଦୂରରେ ଥିଲେ ମ ଧ୍ୟ ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ଭଲପାଆନ୍ତି | କରିସ୍ମା ତାଙ୍କ କୌଣସି ଏକ ଚଳଚ୍ଚିତ୍ର ପାଇଁ ଥରେ ଚର୍ଚାକୁ ଆସିଥିଲେ | କିନ୍ତୁ ବର୍ତ୍ତମାନ ତାଙ୍କ ସହ ଘଟିଥିବା ଏକ ଘଟଣା ପାଇଁ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି | ପ୍ରକୃତ କଥା ହେଉଛି , କରିସ୍ମା ତାଙ୍କ ଘରର କାମ କରେଇବା ପାଇଁ ଏକ ବଢ଼େଇକୁ ଡାକିଥିଲେ | କରିସ୍ମାଙ୍କୁ ଘରେ ଏକୁଟିଆ ପାଇ ସେ କରିସ୍ମାଙ୍କ ସହ ଏପରି କିଛି କରିଥିଲା ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

ବାସ୍ତବରେ, କରିସ୍ମାଙ୍କୁ ଘରେ ଏକୁଟିଆ ଦେଖି ବଢେଇର ମନ ବଦଳିଯାଇଥିଲା ଓ ଆଉ ସେ ସେହି ସୁଯୋଗର ଫାଇଦା ଉଠେଇ ଥିଲେ | ଆପଣଙ୍କୁ କହିଦେଉ ସେହି ବଢ଼େଇ ଜଣକ ସୁଯୋଗ ଦେଖି କରିସ୍ମାଙ୍କ ପର୍ସକୁ ଚୋରି କରିନେଇଥିଲେ | ଏପରି କୁହା ଯାଉଛି କି ଅନେକ ଦିନ ପର୍ଯ୍ୟନ୍ତ କରିସ୍ମାଙ୍କୁ ଏ ଚୋରି ବିଷୟରେ କିଛି ଜଣା ହିଁ ପଡି ନଥିଲା |

ବଢ଼େଇ ଜଣକ ନିଜ କାମ ଓ ଚୋରି କରିବା ପରେ ତାଙ୍କ ଘରୁ ଚାଲି ଯାଇଥିଲା | ଯେତେବଳେ କରିସ୍ମାକୁ ଏହି ଚୋରି ସମ୍ପର୍କରେ ଜଣା ପଡିଲା ସେ ତୁରନ୍ତ ପୋଲିସକୁ ଏହି ବିଷୟରେ ସୁଚନା ଦେଇଥିଲେ| କରିସ୍ମାଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଚୋର ବଢ଼େଇକୁ ଗିରଫ କରିଲା ଏବଂ ପର୍ସ ବିଷୟରେ ସବୁକିଛି ଖବର ନେଲା |