କରିସ୍ମା କାପୁରଙ୍କ ଝିଅର ସୁନ୍ଦରତା ଆଗରେ କିଛି ବି ନୁହଁନ୍ତି ଜାନବି ଓ ସାରା ଙ୍କ ର ସୁନ୍ଦରତା, ବିଶ୍ୱାସ ନଥିଲେ ନିଜେ ଦେଖି ନିୟନ୍ତୁ

ବଲିଉଡ ଦୁନିଆ ରେ କପୁର ପରିବାର ସର୍ବଦା ଚର୍ଚା ରେ ରହିଥାନ୍ତି I ଲୋକପ୍ରିୟ କରିସ୍ମା କପୁର ବି ଏହି ପରିବାର ର ଅଟନ୍ତି I 25 ଜୁନ 1974 ରେ ମୁମ୍ବାଇ ରେ ଜନ୍ମଗ୍ରହଣ କରିଥିବା ବଲିଉଡ ର ଏହି ଅଭିନେତ୍ରୀ ଅନେକ ବଡ଼ ବଡ଼ ଫିଲ୍ମ ରେ କାମ କରିଛନ୍ତି ଏବଂ କରିସ୍ମା ନିଜ ର ଫିଲ୍ମ କ୍ୟାରିୟର 1992 ମସିହା ରୁ ଫିଲ୍ମ ” ପ୍ରେମ କୈଦି ” ରୁ ଆରମ୍ଭ କରିଥିଲେ I କରିସ୍ମା 90 ଦଶକ ରୁ ସବୁଠାରୁ ଲୋକପ୍ରିୟ ସୁନ୍ଦରୀ ଅଭିନେତ୍ରୀ ଭାବ ରେ ପରିଚିତ୍ତ ଅଛନ୍ତି I

90 ଦଶକ ରେ କରିସ୍ମା ଙ୍କ ର ସୁନ୍ଦରତା ର ସମକକ୍ଷ କେହି ବି ନାହାନ୍ତି I ତେବେ ଆଜିକା ସମୟ ରେ କିନ୍ତୁ ତାଙ୍କ ପାଖ ରେ ଗୋଟେ ବି ଫିଲ୍ମ ନାହିଁ I ଏବଂ ଶେଷ ଥର ସେ 2012 ରେ ଫିଲ୍ମ dangorus ishq ରେ ଦେଖିବାକୁ ମିଳିଥିଲା I ତେବେ ବିଗତ କିଛି ଦିନ ହେବ କରିସ୍ମା ଙ୍କ ର ତାଙ୍କ ସ୍ୱାମୀ ଙ୍କ ସହ ଛାଡପତ୍ର ହେଇଚି I

ତେବେ ଆଜିକାଲି ସୋସିଆଲ ମିଡ଼ିଆ ରେ କରିସ୍ମା ଙ୍କ ର ଝିଅ ଙ୍କ ର କିଛି ଫୋଟୋ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି I ଯେପରି କରିସ୍ମା ନିଜ ମା ଙ୍କୁ ଅନୁସରଣ କରି ଫିଲ୍ମ ଦୁନିଆ ରେ ପାଦ ରଖିଛନ୍ତି ସେହିପରି କରିସ୍ମା ଙ୍କ ର ଝିଅ ବି ବଲିଉଡ ରେ ନିଜ ର କ୍ୟାରିୟର କରିବାକୁ ଇଚ୍ଛା କରିଛନ୍ତି I

ଏପରି ବି ଶୁଣିବାକୁ ମିଳିଛି କରିସ୍ମା ଙ୍କ ର ଝିଅ ସମୟର କପୁର ଖୁବ ଶୀଘ୍ର ବଲିଉଡ ରେ ଡେବ୍ୟୁ କରିବାକୁ ଯାଉଛନ୍ତି I ଯେପରି କି ଆପଣ ଜାଣିଛନ୍ତି ଶ୍ରୀ ଦେବୀ ଙ୍କ ର ଝିଅ ଜାହ୍ନବୀ ଓ ସୈଫ ଅଲି ଙ୍କ ର ଝିଅ ବି ଫିଲ୍ମ ରେ ନିଜ ର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି I

ତେବେ ଆଜିକାଲି ସମୟର ଙ୍କ ର କିଛି ଫୋଟୋ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି I ଏବଂ ସେ ବି ନିଜ ମା କରିସ୍ମା ଙ୍କ ପରି ଦେଖାଯାଉଛନ୍ତି I

ତେବେ ସମୟର ଏକ ସର୍ଟ ଫିଲ୍ମ ” ବି ହାପି ” ରେ ବି ଅଭିନୟ କରିଛନ୍ତି ଏବଂ ଏହା ର ସ୍କ୍ରାଇନିଙ୍ଗ 19 ତମ ଚିଲଡ୍ରେନ୍ସ ଫିଲ୍ମ ଫେଷ୍ଟିଭାଲ ରେ ହେଇଥିଲା I ସମୟରା ଙ୍କ ର ଅଭିନୟ ଛଡା ସିନେମାଅଟୋଗ୍ରାଫି ରେ ବି ଖୁବ ସଉକ ରହିଛି I