କରିସ୍ମା କପୁର କରିବେ ଦ୍ଵିତୀୟ ବିବାହ, ଜାଣନ୍ତୁ କିଏ ସେହି ଭାଗ୍ୟଶାଲୀ ଲୋକ

90 ଦଶକ ଓ 2000 ଦଶକ ର ସବୁଠାରୁ ହିଟ ଯୋଡି କରିସ୍ମା କପୁର ଙ୍କୁ ତ ଆପଣ ଜାଣିଥିବେ I ତେବେ ଆଜି ଆମେ ଆପଣ ଙ୍କୁ ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଙ୍କ ସମ୍ପର୍କ ରେ I କରିସ୍ମା କପୁର ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି I ବିଗତ ବର୍ଷ କରିସ୍ମା ନିଜ ପତି ସଞ୍ଜୟ କପୁର ଙ୍କ ଠାରୁ ଛାଡପତ୍ର ନେଇଥିଲେ I ଏବଂ ସେ 2014 ରୁ ତାଙ୍କ ଠାରୁ ଅଲଗା ରହୁଥିଲେ I ଏହା ପରେ ସେ ସନ୍ଦୀପ ତୋଷଣୀବଲ ଙ୍କ ର ନିତକତତ୍ୱର ହେଇଥିଲେ I ଆଜିକାଲି ସଂଜୀବ ଙ୍କୁ ନେଇ ଅନେକ ଚର୍ଚା ଜୋର ଧରିଛି I

ତେବେ ଦେଖିବାକୁ ଗଲେ ସନ୍ଦୀପ ବି ନିଜ ପତ୍ନୀ ଆର୍ଶିତା ଙ୍କୁ ଛାଡପତ୍ର ଦେଇଛନ୍ତି ଏବଂ ଏହା କହିଛନ୍ତି କି ତାଙ୍କ ପତ୍ନୀ ଙ୍କ ର ମାନସିକ ସନ୍ତୁଳନ ଠିକ ନ ଥିଲା I ତେବେ ତାଙ୍କ ର ତାଙ୍କ ପତ୍ନୀ ଙ୍କ ଉପରେ ଏପରି କିଛି ଆରୋପ ଯାହା କି ତାଙ୍କ ପତ୍ନୀ ଙ୍କ ସହ ଛାଡପତ୍ର ର କାରଣ ହେଇଚି I ତେବେ ବର୍ତମାନ ଖବର ମୁତାବକ ସନ୍ଦୀପ ବର୍ତମାନ କରିସ୍ମା ଙ୍କୁ ବିବାହ ର ପ୍ରସ୍ତାବ ଦେଇଛନ୍ତି I ଏବଂ ଜୁହୁ ରେ ନିଜ ପାଁଇ 3 BHK ର ଏକ ଘର ବି କିଣିଛନ୍ତି I

ତେବେ ଖବର ମୁତାବକ ସନ୍ଦୀପ କରିସ୍ମା ଙ୍କୁ 3 ବର୍ଷ ହେବ ପ୍ରେମ କରିବା ଆରମ୍ଭ କରିଥିଲେ I କରିସ୍ମା ପୂର୍ବ ରୁ ଦିଲ୍ଲୀ ର ଜଣେ ବ୍ୟବସାୟୀ ସଞ୍ଜୟ କପୁର ଙ୍କ ସହ ବିବାହ କରିଥିଲେ I ଦୁହେଁ ଏକାଠି ରହି ପାରି ନ ଥିଲେ I ତେବେ ସନ୍ଦୀପ ଓ ତାଙ୍କ ପତ୍ନୀ ଙ୍କ ର ଉଭୟ ଙ୍କ ବୁଝାମଣା ରେ ହେଇଚି I ଏବଂ ସଞ୍ଜୟ ବି ତାଙ୍କୁ 2 କୋଟି ଟଙ୍କା ଭରଣ ପୋଷଣ ବାବଦ କୁ ଦେବେ I ଏବଂ ଆଶ୍ରିତ ଏହା ବି କହିଛନ୍ତି ସେ ଦିଲ୍ଲୀ ରେ ଯେଉଁ ଘରେ ରହୁଛନ୍ତି ତାହା ତାଙ୍କ ନାମ ରେ କରିବା ପାଁଇ I ସନ୍ଦୀପ ଓ ଆଶ୍ରିତ ଙ୍କ ର 2 ଟି ଝିଅ ଅଛନ୍ତି ଜଣେ 9 ବର୍ଷ ର ଜଣେ 12 ବର୍ଷ ର I ସେମାନେ ତାଙ୍କ ମା ଙ୍କ ସହ ହିଁ ରହିବେ I ଏବଂ ସନ୍ଦୀପ ନିଜ ଦୁଇ ଝିଅ ଙ୍କ ନାମ ରେ 3 କୋଟି ଲେଖା ରଖିବେ I