ହିନ୍ଦୁ ଧର୍ମ ରେ ପ୍ରତୋକ ଶୁଭ କାର୍ଯ୍ୟ ପାଁଇ ଏକ ନିର୍ଧାରିତ ମୁହୂର୍ତ୍ତ ରହିଥାଏ I ଏବଂ ଏପରି ମଧ୍ୟ ମାନ୍ୟତା ରହିଛି କି ଏହି ଶୁଭ ମୁହୂର୍ତ୍ତ ରେ ହେଇଥିବା କାର୍ଯ୍ୟ ର ଶୁଭ ଫଳ ମିଳିଥାଏ I ତେଣୁ ଏହି ଶୁଭ ମୁହୂର୍ତ୍ତ ସମୟ ରେ ହିଁ ପ୍ରତୋକ ଶୁଭ କାର୍ଯ୍ୟ କରିବା ଉଚିତ I
କରଜ ନେବା ଓ କରଜ ଦେବା ର ମଧ୍ୟ ଶୁଭ ମୁହୂର୍ତ୍ତ ରହିଥାଏ I ଜୋତିଷ ଶାସ୍ତ୍ର ଅନୁସାରେ ଯଦି ଗ୍ରହ ନକ୍ଷତ୍ର ଙ୍କ ର କୌଣସି ଶୁଭ ଯୋଗ ରହିଥାଏ ଓ ଏହି ସମୟ ରେ କୌଣସି କାର୍ଯ୍ୟ କରାଯାଇଥାଏ ତେବେ ଏହା ର ଶୁଭ ଫଳ ପ୍ରାପ୍ତି ହେଇଥାଏ I
କରଜ ଦିଆ ନିଆ ର ଶୁଭ ସମୟ
ଏହି ଦିନ ରେ କରଜ ଦିଅନ୍ତୁ ନାହିଁ
କରଜ ନେବା ପାଁଇ ମଙ୍ଗଳବାର , ଶନିବାର ଓ ରବିବାର ଶୁଭ ଦିନ ନୁହେଁ I ଏହି ଦିନ ରେ ନିଆ ଯାଇଥିବା କରଜ କେବେ ସୁଝି ହେଇ ନ ଥାଏ I ବୁଧବାର ଦିନ ଭୁଲ ରେ ମଧ୍ୟ କୌଣସି କରଜ ଆଣନ୍ତୁ ନାହିଁ I ଏହି ଦିନ ରେ ଯାଇଥିବା କରଜ ମଧ୍ୟ ଫେରି ନ ଥାଏ I
ଏହି ଯୋଗ ସମୟ ରେ ଟଙ୍କା ଦିଆ ନିଆ
କରଜ ଦେବା ପାଁଇ ବୃଦ୍ଧି ଯୋଗ, ଦିପୁକ୍ସର ଯୋଗ ଓ ତ୍ରିପୁଷ୍କର ଯୋଗ ଉତ୍ତମ ନୁହେଁ I ଏହି ଯୋଗ ସମୟ ରେ ଆପଣ ଯେଉଁ କରଜ ନେଇଥାନ୍ତି ଏହା ଦେଇପାରନ୍ତି ନାହିଁ I
ଏହି ନକ୍ଷତ୍ର ସମୟ ରେ କରଜ ନିଅନ୍ତୁ ନାହିଁ
ହସ୍ତ ନକ୍ଷତ୍ର ରେ ଭୁଲ ରେ ମଧ୍ୟ ଆପଣ କରଜ ନିଅନ୍ତୁ ନାହିଁ I ଏହା ଦ୍ୱାରା ସଙ୍କଟ ର ଆଗମନ ହେଇଥାଏ I କରଜ ଫେରାଇବାକୁ ଏହି ନକ୍ଷତ୍ର ଉତ୍ତମ ଅଟେ I ଏହା ଦ୍ୱାରା ଜୀବନ ରେ ଧନ ସହ ଜଡିତ ସମସ୍ୟା ରହି ନ ଥାଏ I ସୁଖ ସମୃଦ୍ଧି ଆଦି ଲାଗି ରହିଥାଏ I
ଏହି ନକ୍ଷତ୍ର ରେ କରଜ ନିଅନ୍ତୁ
କରଜ ନେବାକୁ ଉତ୍ତରା ଫାଲ୍ଗୁନୀ , ଉତ୍ତରାଷାଢ଼ , ମୂଳ , ଆନ୍ଦ୍ର , ଜୟଷ୍ଠ , ବିଶାଖା , କୃତ୍ତିକା ଓ ରୋହିଣୀ ନକ୍ଷତ୍ର ଅତି ଉତ୍ତମ ଅଟେ I ଏହି ନକ୍ଷତ୍ର ରେ କରଜ ନେବା ଉଚିତ I
ଏହି ଲଗ୍ନ ରେ କରଜ ଦିଅନ୍ତୁ ନାହିଁ
ଚାରି ଗୋଟି ଲଗ୍ନ ଯେପରି ମେଷ , କର୍କଟ , ତୁଳା ଓ ମକର ରେ ଆପଣ କରଜ ଦିଅନ୍ତୁ ନାହିଁ I ଏହି ସବୁ କରଜ କେବେ ହେଲେ ଫେରି ନ ଥାଏ I
ସଂକ୍ରାନ୍ତି ରେ କରଜ ନିଅନ୍ତୁ ନାହିଁ
ସଂକ୍ରାନ୍ତି ଏକ ଶୁଭ ଦିନ ହେଇଥାଏ ଏବଂ ପ୍ରତୋକ ବର୍ଷ ମୋଟ 12 ଗୋଟି ସଂକ୍ରାନ୍ତି ରହିଥାଏ I ସଂକ୍ରାନ୍ତି ଦିନ ରେ ବ୍ୟବସାୟ ସମ୍ବନ୍ଧିତ ଆରମ୍ଭ କରାଯାଇଥିବା କାର୍ଯ୍ୟ ରେ ସଫଳ ମିଳିଥାଏ I କିନ୍ତୁ ଏହି ଦିନ ରେ କରଜ ନିଅନ୍ତୁ ନାହିଁ କି ଦିଅନ୍ତୁ ନାହିଁ I
କରଜ ରୁ ମୁକ୍ତି ପାଇବା ର ଉପାୟ
ଯଦି ଆପଣ ଙ୍କ ଉପରେ ଅଧିକ କରଜ ରହିଛି ଏବଂ ସୁଝି ପାରୁ ନାହାନ୍ତି ତେବେ ମଙ୍ଗଳବାର ଦିନ ରେ ଆପଣ ହନୁମାନ ଙ୍କ ର ପୂଜା କରନ୍ତୁ ଏବଂ ତାଙ୍କ ସମୁଖ ରେ ଏକ ଦୀପ ଲଗାନ୍ତୁ I
ଶନିବାର ଦିନ ରେ ଆପଣ ଏକ ଲାଲ ରଙ୍ଗ ର କପଡା ହନୁମାନ ଙ୍କୁ ଅର୍ପଣ କରନ୍ତୁ I ଏପରି କରିବା ଦ୍ୱାରା ଆପଣ ଙ୍କ ର ସବୁ କରଜ ରୁ ଆପଣ ମୁକ୍ତ ହେଇଥାନ୍ତି I