ଏବେ ଏବେ: ବଲିଉଡରୁ ଆସିଲା ଦୁଖଦଃ ଖବର, ଏହି ବଡ ହସ୍ତୀଙ୍କର ହେଲା ନିଧନ, ଅନ୍ତିମ ସଂସ୍କାରରେ …

ବଲିଉଡ ର ଫେମସ ମେକାପ ଆର୍ଟିଷ୍ଟ ସୁଭାଷ ବାଗଲ ଓରଫ ସୁବିବୁ ଙ୍କ ର ଦେହାନ୍ତ ହେଇଚି I ଯାହା କୁ ନେଇ ପୁରା ବଲିଉଡ ଜଗତ ରେ ଦୁଖଦଃ ପରିସ୍ଥିତି ଦେଖିବା କୁ ମିଳିଛି I ସୁବବୁ ଙ୍କ ର 6 ଡିସେମ୍ବର ରେ ଦେହାନ୍ତ ହେଇଚି I ତାଙ୍କ ଦେହାନ୍ତ ରେ କାଟ୍ରିନା ଓ ଅନୁଷ୍କା ଦୁଃଖ ପ୍ରକାଶ କରିଛନ୍ତି I ସୂବବୁ ଅନୁଷ୍କା ଙ୍କ ର ଖୁବ ଅଧିକ ପରିଚିତ ମଧ୍ୟ ଥିଲେ I ତେଣୁ ଏପରି ଅଘଟଣ ରେ ଅନୁଷ୍କା ମଧ୍ୟ ଇମୋସନାଲ ପୋଷ୍ଟ ସୋସିଆଲ ମିଡ଼ିଆ ରେ ଦେଇଛନ୍ତି I

ଅନୁଷ୍କା ସୂବବୁ ଙ୍କ ସହ ନିଜ ଫୋଟୋ ସେୟାର କରିଥିଲେ I ଏବଂ ଲେଖିଥିଲେ I ସେ ଖୁବ ଦୟାଳୁ ଅଟନ୍ତି I ସୂବବୁ ଦୁନିଆ ର ଜଣେ ଭଲ ମେକାପ ଆର୍ଟିଷ୍ଟ ଅଟନ୍ତି I ଏବଂ ତାଙ୍କ ର ଭଲ କାମ କୁ ସେ ସର୍ବଦା ମନେ ରଖିବେ I ଭଗବାନ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ I

କାଟ୍ରିନା ମଧ୍ୟ ସୂବବୁ ଙ୍କ ସହ ଫୋଟୋ ସେୟାର କରିଥିଲେ ଓ ଲେଖିଥିଲେ ବିଶ୍ୱାସ ହେଉନାହିଁ ସୂବବୁ ଆଉ ଆମ ଗହଣ ରେ ନାହାନ୍ତି I ମୋତେ ଅନେକ କିଛି ଶିଖାଇଛନ୍ତି I ସୂବବୁ ଙ୍କ ପରି ବ୍ୟକ୍ତିତ୍ୱ ର ଲୋକଙ୍କ ନାମ ରେ କେବେ କିଛି ଖରାପ କଥା ମଧ୍ୟ ଆମେ ଶୂନିନାହୁଁ I ଭଗବାନ ତାଙ୍କ ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ I

ସୋଫି ଚୌଧରୀ ମଧ୍ୟ ଇନ୍ଷ୍ଟଗ୍ରାମ ରେ ଫୋଟୋ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ଅନୁଷ୍କା ସୂବବୁ ଙ୍କ ସହ ଶେଷ ଥର ଫିଲ୍ମ ଜିରୋ ରେ ନଜର ଆସିଥିଲେ I ଏଥିରେ ସାରୁଖ ଓ କାଟ୍ରିନା ଙ୍କୁ ମଧ୍ୟ ଦେଖିବା କୁ ମିଳିଥିଲା I ବର୍ତମାନ ସମୟ ରେ କାଟ୍ରିନା ସୂର୍ଯ୍ୟବଂଶୀ ଫିଲ୍ମ ର ସୁଟିଂ ରେ ବ୍ୟସ୍ତ ଅଛନ୍ତି I

ବିପଶା , ସୋନମ କପୁର , କାଜଲ ଅଗ୍ରୱାଲ , ଅଦିତି ରାବ , ଆତିଥ୍ୟ ସେଠୀ ଫିଲ୍ମ ନିର୍ମାତା କରଣ ଜୋହର ମଧ୍ୟ ସୋସିଆଲ ମିଡ଼ିଆ ରେ ସବବୁ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି I ସେ କ୍ୟାନ୍ସର ରୋଗ ରେ ମୃତ୍ୟୁ ବରଣ କରିବା ର ସୂଚନା ମିଳିଛି I