ମାତ୍ର ୧୩୦୦ ଟଙ୍କା ଦେଇକି କିଣିକି ଆଣିଥିଲେ ସୋଫା, ଭିତରୁ ଯାହା ବାହାରିଲା ତାହା ସେମାନଙ୍କ ଜୀବନକୁ ପୁରା ବଦଳେଇ ଦେଲା…

ସର୍ବଦା ଆପଣ ମଧ୍ୟ ଦେଖିଥିବେ କିଛି ଲୋକ ଙ୍କ ର ଭାଗ୍ୟ ଅଚାନକ ପରିବର୍ତନ ହେଇଥାଏ I ତେବେ ଏପରି ଅନେକ ଲୋକେ ଅଛନ୍ତି ଯାହା ଙ୍କ ର ଭାଗ୍ୟ ରେ ଅଚାନକ ବଡ଼ ପରିବର୍ତନ ଦେଖିବା କୁ ମିଳିଥାଏ I ଆଜି ର ଏହି ଘଟଣା ଟି ଆମେରିକା ର ଅଟେ I କିଛି ବନ୍ଧୁ ମିଶି ଏକ ଘରେ ରହୁଥିଲେ I ତେବେ ଘରେ ଏକ ସୋଫା ର ଆବଶ୍ୟକତା ରହିଥିଲା I ତେଣୁ ଏକ ସେକେଣ୍ଡ ହ୍ୟାଣ୍ଡ ସୋଫା କିଣିକି ଆଣିଥିଲେ I

ସୋଫା ଆଣିବା ପରେ ତାହା ଉପରେ ବସିବା ପରେ କିଛି ଅଲଗା ପ୍ରକାର ଲାଗିଥିଲା I ପ୍ରଥମେ ତ ଟିକେ ଅଣଦେଖା କରିଥିଲେ I କିନ୍ତୁ ଦିନେ ଏହା କୁ ଖୋଲିକି ଦେଖିବେ ବୋଲି କହିଥିଲେ I ଏବଂ ଏହି ସୋଫା ଭିତରୁ ଯାହା ମିଳିଥିଲା ଆପଣ ଶୁଣି ଆଶ୍ଚଯ୍ୟ ହେବେ I

ଏହି ସୋଫା ଭିତରେ ଏକ ପଲିଥିନ ଭିତରେ ଅନେକ ଟଙ୍କା ରହିଥିଲା I ଏବଂ ଏହି ଜରି ବଂଡଲ ମଧ୍ୟ ଅଧିକ ଭାରି ଥିଲା I ଭାରତୀୟ ମୁଦ୍ରା ରେ ଏହା ର ମୂଲ୍ୟ 40 ଲକ୍ଷ ଟଙ୍କା ହେବ I ଏହା ଦେଖିବା ପରେ ଏହି ପିଲାମାନେ ନିଷ୍ପତି ନେଇଥିଲେ କି ଏହା ର ଅସଲ ମାଲିକ ପାଖ କୁ ଯିବେ I

ଏହା ପରେ ଏହା ର ଅସଲ ମାଲିକ କୁ ଖୋଜିବା ଆରମ୍ଭ କରିଥିଲେ I ଶେଷ ରେ ଜଣେ ବୃଦ୍ଧ ମହିଳା ଙ୍କ ପାଖ ରେ ପହଂଚିଥିଲେ I ଏହି ଟଙ୍କା ସେହି ବୃଦ୍ଧ ମହିଳା ଙ୍କ ର ପତି ଙ୍କ ର ରିଟାୟାରମେଣ୍ଟ ଟଙ୍କା ଥିଲା I ଏବଂ ସେ ସୋଫା ରେ ଲୁଚାଇ ରଖିଥିଲେ I ଏହା ପରେ ସେହି ପିଲାମାନେ ବୃଦ୍ଧ ମହିଳା ଙ୍କୁ ତାଙ୍କ ଟଙ୍କା ଫେରାଇ ଦେଇଥିଲେ I ମହିଳା ମଧ୍ୟ ନିଜ ଟଙ୍କା ପାଇବା ପରେ ବେଶ ଖୁସି ହେଇଥିଲେ I ସେ ଖୁସି ରେ ସେହି ପିଲା ଙ୍କୁ ଏକ ହଜାର ଡଲାର ମଧ୍ୟ ଦେଇଥିଲେ I