କେବେ ରାମାୟଣ ସିରିଏଲରେ ଶିବ-ବାଲମିକି ଭୂମିକାରରେ କରିଥିଲେ ଅଭିନୟ, ଏବେ କୁଆଡେ ହଜିଗଲେ କେହିବି ଜାଣି ନାହାଁନ୍ତି

ଏହି ସମୟରେ ଦେଶରେ ଲକଡାଉନ ଚାଲିଛି, ଯେଉଁ କାରଣରୁ ରାମାୟଣର ଟେଲିକଷ୍ଟ ପୁନଃ ଆରମ୍ଭ ହୋଇଥିଲା, ଲୋକ ମାନଙ୍କ ମଧ୍ୟରେ ରାମାୟଣ ସିରିଏଲ ପ୍ରତି ଭଲ ପାଇବା ଏବେବି କମି ସେଥି ଯୋଗୁ ଯେଉଁ ଦୂରଦର୍ଶନ ଚ୍ୟାନେଲ କୁ କେହିବି ପଚାରୁ ନଥିଲେ ଏହି ଧାର୍ମିକ ସିରିଏଲ ପ୍ରସାରିତ ହେବା ମାତ୍ରେ ସବୁ ଘରେ କେବଳ ଦୂରଦର୍ଶନ ଚ୍ୟାନେଲ ହିଁ ଦେଖା ଯାଉଛି | ଯେତେବେଳେ ରାମାୟଣର ସୁଟିଂ କରାଯାଇଥିଲା, ସେତେବେଳେ କିଛି ଅଭିନେତା ଅଭାବ ହେତୁ କିଛି କଳାକାରଙ୍କୁ 1 ରୁ ଅଧିକ ଭୂମିକା ଗ୍ରହଣ କରିବାକୁ ପଡୁଥିଲା, ଆଜି ଆମେ ଆପଣଙ୍କୁ ଏପରି ଜଣେ ଅଭିନେତା ବିଷୟରେ କହିବାକୁ ଯାଉଛୁ ଯିଏ ରାମାୟଣରେ ଏକରୁ ଅଧିକ ଭୂମିକାରେ ଅଭିନୟ କରିଥିଲେ |

ମହର୍ଷି ବାଲମିକି ଭୂମିକାରେ ଅଭିନୟ କରିଥିଲେ
ଆଜି ଆମେ ଯେଉଁ ଅଭିନୟର ଅଭିନେତା ଙ୍କ ବିଷୟ ରେ ଆଲୋଚନା କରୁଛେ ତାଙ୍କ ନାମ ହେଉଛି ବିଜୟ କବିଶ | ବାଲମିକି ଭୂମିକା ରେ ବିଜୟ ଅଭିନୟ କରିଥିଲେ I

ରୁଷି ବାଲମିକି ଭୂମିକା ରେ ସେ ଦାଢ଼ି ଲଗାଇ ରଖିଥିଲେ I ତେଣୁ ଏଠାରେ ଆପଣ ତାଙ୍କୁ ଚିହିଁବା ଟିକେ କଷ୍ଟକର ଅଟେ I

ରାମାୟଣ ରେ ଆହୁରି ଅନେକ ଭୂମିକାରେ ଅଭିନୟ କରିଥିଲେ
ମହର୍ଷି ବାଲ୍ମୀକି ଙ୍କ ଛଡା ବିଜୟ ରମ୍ୟ ରେ କିଛି ଆଉ ଭୂମିକା ରେ ମଧ୍ୟ ଅଭିନୟ କରିଥିଲେ I ସେ ରାବଣ ର ଶଶୁର ଅର୍ଥାତ ମନ୍ଦୋଦରୀ ଙ୍କ ର ପିତା ଙ୍କ ଭୂମିକା ରେ ଅଭିନୟ କରିଥିଲେ I ଏବଂ ଏହି ସିରିଏଲ ରେ ସେ ମହାଦେବ ଙ୍କ ଭୂମିକା ରେ ମଧ୍ୟ ଅଭିନୟ କରିଥିଲେ I ଯେତେବେଳେ ପ୍ରଭୁ ଶ୍ରୀ ରାମ ଲଙ୍କା କୁ ଯିବାକୁ ସେତୁ ନିର୍ମାଣ ଆରମ୍ଭ କରିଥିଲେ ସେ ସମୟ ରେ ପ୍ରଭୁ ଭୋଲେନାଥ ଦର୍ଶନ ଦେଇଥିଲେ I

ବିଜୟ କବିସ ଭଗବାନ ମହାଦେବ ଙ୍କ ର ଭୂମିକା ବେଶ ସୁନ୍ଦର ଭାବରେ ଅଭିନୟ କରିଥିଲେ |

ରାମାୟଣ ଛଡା ଆହୁରି ଅନେକ ଧାରାବାହିକ ରେ କରିଥିଲେ ଅଭିନୟ
ରାମାୟଣ ରେ ମହର୍ଷି ବାଲ୍ମୀକି ଙ୍କ ର ଭୂମିକା ରେ ଅଭିନୟ କରିଥିବା ଛଡା ବିଜୟ କ୍ରିଷ୍ଣା , ଇଧର – ଉଧର ରେ ମଧ୍ୟ ଅଭିନୟ କରିଥିଲେ I ବର୍ତମାନ ବିଜୟ ଅଭିନୟ ଜଗତ ରୁ ଦୁରେଇ ରହିଛନ୍ତି I

ଏପରି ସିରିଏଲ ରେ ଅଭିନୟ କରୁଥିବା କଳାକାର ମାନେ ସବୁ ଦିନ ପାଁଇ ଲୋକ ଙ୍କ ର ମନେ ରହିଥାନ୍ତି I ତେବେ ବିଜୟ ଙ୍କ କଥା ଦେଖିବା କୁ ଗଲେ କିଛି ଫିଲ୍ମ ରେ ଅଭିନୟ କରିବା ପରେ ସେ ବର୍ତମାନ ଅଭିନୟ ରୁ ଦୁରେଇ ଯାଇଛନ୍ତି I