କେଉଁ କାରଣରୁ ବିବାହ କରିନାହାନ୍ତି ଏହିସବୁ ବଡ ବଡ Celebrity ମାନେ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନମସ୍କାର ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟରେ ସେହି ସେଲିବ୍ରିଟି ମାନଙ୍କ ବିଷୟରେ ଆଲୋଚନା କରିବା ଯେଉଁମାନେ ଏପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି | ଆଉ ଫ୍ୟାନ ମାନେ ଏମାନଙ୍କ ବିବାହ ପାଇଁ ଅନେଇ ବସିଛନ୍ତି | ତେବେ ଆସନ୍ତୁ ଦେଖିବା

ପୁନମ ମିଶ୍ର

ବନ୍ଧୁଗଣ ପୁନମ ମିଶ୍ର ଙ୍କୁ ଆପଣ ଭାବରେ ଭଲ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ବହୁତ ସାରା ଫିଲ୍ମ ରେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ବର୍ତମାନ 31 ବର୍ଷ ହୋଇଛି ହେଲେ ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି ତେବେ ସେ ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି କି ତାଙ୍କୁ ଉପଯୁକ୍ତ ପୁଅ ନ ମିଳିଲା ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ |

ଗୁନ ଗୁନ

ଫ୍ରେଣ୍ଡ୍ସ ଆପଣମାନେ ଗୁନ ଗୁନ କୁ ବହୁତ ସାରା ସୋ ରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କ ଆଙ୍କରିଂ କୁ ପସନ୍ଦ ମଧ୍ୟ କରୁଥିବେ ତେବେ ତାଙ୍କୁ 37 ବର୍ଷ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଓ ଆଗାମୀ ଦିନମାନଙ୍କରେ ବିବାହ କରିବେ ନାହିଁ ବୋଲି କହିଛନ୍ତି |

ଲିପ୍ସା ମିଶ୍ର

ବନ୍ଧୁଗଣ ଆପଣମାନେ ଲିପ୍ସା ଙ୍କୁ ବହୁତ ସାରା ସିରିଏଲ ଓ ସିନେମା ରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ତେବେ ତାଙ୍କୁ ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି ତେବେ ଲିପ୍ସା ମିଶ୍ର ଜଣେ ପ୍ରଡୁସର ଙ୍କୁ ଭଲପାଉଛନ୍ତି ଆଉ ଆଗାମୀ ଦିନମାନଙ୍କରେ ବିବାହ କରିବାକୁ ଯାଉଛନ୍ତି |

ପ୍ରେରଣା

ପ୍ରେରଣା ଙ୍କୁ ଆପଣମାନେ ଅନେକ ସାରା ସୋ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ତେବେ ପ୍ରେରଣା ଙ୍କ ସୋସିଆଲ ମିଡିଆରେ ଏକ ଖବର ଭାଇରଲ ହବାର ଲାଗିଥିଲା କି ସେ ଅଶ୍ୱିନ ଙ୍କୁ ବିବାହ କରିବାକୁ ଯାଉଛନ୍ତି |

ଲିପି

ଦର୍ଶକବନ୍ଧୁ ଆପଣମାନେ ଲିପିଙ୍କୁ ତାରାତାରିଣୀ ସିରିଏଲ ରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ତେବେ ବର୍ତମାନ ଲିପିଙ୍କୁ 40 ବର୍ଷ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି |

ଦେବଯାନୀ

ଦେବଯାନୀ ଙ୍କୁ ଆପଣମାନେ ବହୁତ ସାରା ଫିଲ୍ମ ଓ ସିରିଏଲ ରେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ତାଙ୍କୁ 35 ବର୍ଷ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି |

ଦେବିକା

ଦେବୀଙ୍କ ଙ୍କୁ ଆପଣମାନେ ଅନେକ ସାରା ସିରିଏଲ ରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ପସନ୍ଦ ମଧ୍ୟ କରୁଥିବେ ତେବେ ତାଙ୍କୁ ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି |