ବିଶ୍ୱକପ 2019 ଇଂଲଣ୍ଡ ରେ ଆୟୋଜିତ ହେଇଥିଲା I ଏହା ର ଫାଇନାଲ ମୁକାବିଲା ଏହି ଇଂଲଣ୍ଡ ଟିମ ହିଁ ବିଜେତା ହେଇଥିଲା I ଏହା ପରେ ଆଗାମୀ ବିଶ୍ୱକପ 2023 ରେ ଆୟୋଜିତ ହେବ I ଆଇସିସି କ୍ରିକେଟ ବିଶ୍ୱକପ 2023 ବିଷୟ ରେ ଆଜି ଆମେ ଆପଣ ଙ୍କୁ କହିବା କୁ ଯାଉଛୁ I
ବିଶ୍ୱକପ 2019 ର ସମାପ୍ତି ହେବା ପରେ ଆଇସିସି ବିଶ୍ୱକପ 2023 ରେ ଆୟୋଜନ କେଉଁ ଦେଶ ରେ ହେବ ଏହା କୁ ନେଇ ବର୍ତମାନ ଠାରୁ ବେଶ ଚର୍ଚା ରେ ରହିଛି I ତେବେ 2019 ରେ ଆୟୋଜିତ ହେଇଥିବା ଏହି ବିଶ୍ୱକପ ଇଂଲଣ୍ଡ ର ବେଲସ ରେ ହିଁ ଆୟୋଜିତ ହେଇଥିଲା I
ଆଇସିସି କ୍ରିକେଟ ବିଶ୍ୱକପ 2023 ମସିହା ରେ 9 ଫ୍ରେବୁଆରି ରୁ ନେଇ 26 ମାର୍ଚ୍ଚ 2023 ପର୍ଯ୍ୟନ୍ତ ଆୟୋଜିତ ହେବ I ଏହି ବିଶ୍ୱକପ ଭାରତ ରେ ହିଁ ଆୟୋଜିତ ହେବ I ଏହା ବିଶ୍ୱକପ ର 13 ତମ ସଂସ୍କରଣ ଅଟେ ଯାହା କି 2023 ରେ ଆୟୋଜିତ ହେବ I
ଭାରତ ରେ ପୂର୍ବ ରୁ ଏହି ବିଶ୍ୱକପ ତିନି ଥର ଆୟୋଜିତ ହେଇଯାଇଛି I 1987 ମସିହା , 1996 ମସିହା ଓ 2011 ମସିହା ରେ ଭାରତ ରେ ବିଶ୍ୱକପ ର ଆୟୋଜନ ହେଇଥିଲା I ସେହିପରି ବର୍ତମାନ ମିଳିଥିବା ସୂଚନା ଅନୁସାରେ 2023 ମସିହା ରେ ମଧ୍ୟ ଏହି ବିଶ୍ୱକପ ର ଆୟୋଜନ ହେବ I
କେଉଁ ଦେଶରେ ଖେଳ ହେବ କ୍ରିକେଟ ବିଶ୍ୱକପ ୨୦୨୩, ଜାଣିଲା ପରେ ଖୁସିରେ ନାଚି ଉଠିବେ ଆପଣ !
