କେଉଁ କାରଣ ପାଇଁ ଭାରତରେ ଏତେ ମାତ୍ରାରେ ବିକ୍ରି ହେଉଛି ହିରୋ Splendar ଗାଡି, କାରଣ ଜାଣି ମୁଣ୍ଡରେ ହାତ ଦେବେ

ଭାରତ ରେ ସବୁଠାରୁ ଅଧିକ ବିକ୍ରୟ ହେଇଥାଏ ହିରୋ ମୋଟର ର ସ୍ପ୍ଲେଣ୍ଡର ଗାଡି I ଏହି ଗାଡି ଟି ଭାରତୀୟ ବଜାର ରେ ସବୁଠାରୁ ଅଧିକ ବିକ୍ରୟ ହେଇଥାଏ I ପ୍ରତୋକ ମାସ ରେ କମ୍ପାନୀ ଏହି ମଡେଲ ର 2.5 ଲକ୍ଷ ମଡେଲ ବିକ୍ରୟ କରିଥାଏ I ତେବେ ଏହି ବିକ୍ରୟ ର କିଛି ବିଶେଷ କାରଣ ବିଷୟ ରେ ଆଜି ଆମେ ଆଲୋଚନା କରିବା I

ଏହା ର ପ୍ରଥମ କାରଣ ଏହା କି ଆମ ଭାରତ ରେ ମଧ୍ୟବିତ୍ତ ବର୍ଗ ର ଅଧିକ ଲୋକେ ରହିଥାନ୍ତି I ଏବଂ ହିରୋ ସ୍ପ୍ଲେଣ୍ଡର ଗାଡି 60 ହଜାର ମୂଲ୍ୟ ରେ ଅତି କମ ମୂଲ୍ୟ ରେ ଆସିଯାଇଥାଏ I ଏବଂ ଏହି ଗାଡି ର ଦ୍ୱିତୀୟ ଫାଇଦା ଏହା କି ଏହା ମାଇଲେଜ ଅଧିକ ମଧ୍ୟ ଦେଇଥାଏ I

ଏହି ସ୍ପ୍ଲେଣ୍ଡର ଗାଡି 70 କିମି ପ୍ରତି ଲିଟର ମାଇଲେଜ ଦେଇଥାଏ I ତେଣୁ ଏହି ଗାଡି ଚଳାଇବା ସାଧାରଣ ବର୍ଗ ର ଲୋକ ଙ୍କ ପାଁଇ ସହଜ ହେଇଥାଏ I ଏହି ଗାଡି ର ସର୍ଭିସଙ୍ଗ ଖୁଁବ କମ 1000 ଟଙ୍କା ରେ ମଧ୍ୟ ହେଇଯାଇଥାଏ I ଏହି ଗାଡି ର ପର୍ଟ୍ସ ଗୁଡିକ ମଧ୍ୟ ଖୁବ ମଧ୍ୟ ବହୁତ ଶସ୍ତା ଅଟେ I ଏହି ଗାଡି ର ସୋ ରୁମ ଗୁଡିକ ମଧ୍ୟ ଦେଶ ର ସବୁ ସ୍ଥାନ ରେ ରହିଥାଏ I

ତେଣୁ ଗାଡି ର ସର୍ଭିସିଂ ପାଁଇ ଆପଣ କୌଣସି ବି ସ୍ଥାନ ରେ ଥିଲେ ସହଜ ରେ କରିପାରିବେ I ଏହି ଗାଡି ର ପଞ୍ଚମ ବଡ଼ ଫାଇଦା ଏହା କି ଏହି ହିରୋ ବ୍ରାଂଡ଼ ଭାରତ ରେ ଲଞ୍ଚ ହେବାର ପ୍ରାୟ 14 ବର୍ଷ ରୁ ଅଧିକ ସମୟ ହେଇଗଲାଣି I