କେଉଁ ଟୀକା ନେବା ସବୁଠୁ ଭଲ, ଜାଣନ୍ତୁ ଟୀକା ବିଷୟରେ ସବୁ Information…

କୋ ଭାକସିନ ନା କୋଭିସିଲଡ଼ କରୋନା ଭାଇରସ ବିରୁଦ୍ଧରେ କେଉଁ ଭ୍ୟାକସିନ ଅଧିକ ପ୍ରଭାବଶାଳୀ କେଉଁ ଭ୍ୟାକସିନ ଲଗାଇବା ଦ୍ୱାରା ସଂକ୍ରମଣ ର ବିପଦ ଆଦୌ ରହିବ ନାହିଁ କେଉଁ ଭ୍ୟାକସିନ ର ସାଇଡ ଇଫେକ୍ଟ ସବୁଠାରୁ କମ କେଉଁ ଭ୍ୟାକସିନ ଲଗାଇବା ଦ୍ୱାରା ଶରୀରରେ ଅଧିକ ଆଣ୍ଟିବଡ଼ି ପ୍ରସ୍ତୁତ ହୋଇଥାଏ ଯଦି ଏପରି କିଛି ପ୍ରଶ୍ନ ଆପଣଙ୍କ ମନକୁ ଆନ୍ଦଳିନ କରୁଛି ତେବେ ପଢ଼ନ୍ତୁ ପୁରା ଖବର ଏଥିରେ ଆପଣଙ୍କର ସବୁ ପ୍ରଶ୍ନ ର ଉତ୍ତର ପାଇ ପାରିବେ |

ଦେଶରେ କରୋନାର ଦ୍ୱତୀୟ ପ୍ରଭାବ ଜାରି ରହିଥିଲା ବେଳେ ବିଶେଷଜ୍ଞ ମାନେ ତୃତୀୟ ଲହରକୁ ନେଇ ପୂର୍ବାନୁମାନ କଲେଣି | ଏଇ ତୃତୀୟ ଲହରକୁ ରୋକିବା ପାଇଁ ଭ୍ୟାକସିନ ଅଧିକ ସହାୟକ ହେବ ବୋଲି ବିଶେଷଜ୍ଞଙ୍କ ପକ୍ଷରୁ କୁହ ଯାଇଛି | ବର୍ତମାନ ଦେଶରେ କୋ ଭାକସିନ ଓ କୋଭିସିନ ଟୀକା ଦିଆ ଯାଉଥିବା ବେଳେ ଆଉ କିଛି ଟୀକା କୁ ମଧ୍ୟ ଅନୁମତି ଦିଆ ଯାଇଛି ତେବେ ପ୍ରଚଳିତ ଦୁଇ ଟିକା କୁ ମଧ୍ୟ କେଉଁ ଟୀକା ଅଧିକ ପ୍ରଭାବ ସାଳି ଏ ନେଇ ରିପୋର୍ଟ ଜାରି ହୋଇଛି |


ରିପୋର୍ଟ ମୁତାବକ ଅକ୍ସଫର୍ଡ ଅଷ୍ଟ୍ରେଜେନିକର କୋଭେକସିନ ସ୍ବଦେଶୀ ଭ୍ୟାକସିନ ତୁଳନାରେ ଅଧିକ ଆଣ୍ଟିବଡ଼ି ସୃଷ୍ଟି କରିଥାଏ କଭଟ ପକ୍ଷରୁ କରାଯାଇଥିବା ଏଇ ଅଧୟନ ଅନୁସାରେ କୋଭାକସିନ ନେଇଥିବା ଲୋକମାନଙ୍କ ତୁଳନାରେ କୋଭିସିଲଡ଼ ନେଉଥିବା ଲୋକଙ୍କ ନିକଟରେ ଅଧିକ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ ମୋଟ 500 ସ୍ୱାସ୍ଥକର୍ମୀ ଙ୍କୁ ସାମିଲ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 305 ଜଣ ପୁରୁଷ ଓ 210 ଜଣ ମହିଳା ଥିଲେ ସେମାନଙ୍କ ମଧ୍ୟରୁ 425 ଜଣ କୋଭିସିଲଡ଼ ଏବଂ 90 ଜଣ ଟୀକା ନେଇଥିଲେ ଏମାନଙ୍କ ନିକଟରେ ଯଥାକ୍ରମେ 98.1 ପ୍ରତିସତ ଏବଂ 80 ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ରିପୋର୍ଟ ରେ ପ୍ରକାଶ ପାଇଛି |

କୋଭିସିଲଡ଼ ଦ୍ୱାରା ରକ୍ତରେ ସୃଷ୍ଟି ହେଉଥିବା ଆଣ୍ଟିବଡ଼ି ଟାଇଟର ହେଉଛି 115 ଆର୍ବିଟାରି ୟୁନିଟ ପର ମିଲିଲିଟର ଏବଂ କୋଭାକସିନ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବଡ଼ି ଯୋଗୁ ରହିତା ପ୍ରତିଶତ ସୁରକ୍ଷିତ ଏ ନେଇ ଆକଳନ କରିହେବ ନାହିଁ ଅନ୍ୟ ପଟେ କରୋନା ଟୀକା ଗ୍ରହୀତାଙ୍କ ମଧ୍ୟରୁ 27 ଜଣ ସଂକ୍ରମିତ ହୋଇଥିଲେ ସେମାନଙ୍କ ମଧ୍ୟରୁ 25 ଜଣଙ୍କ ମଧ୍ୟରେ ହାଲୁକା ସଂକ୍ରମଣ ଦେଖା ଦେଇଥିବା ବେଳେ ଦୁଇଜଣଙ୍କ ଠାରେ ମାଧ୍ୟମ ଧାରଣା ର ସଂକ୍ରମଣ ଦେଖିବାକୁ ମିଳିଥିଲା କିନ୍ତୁ କାହାର ମୃତୁ ହୋଇ ନଥିଲା ତେବେ ଲିଙ୍ଗଗତ ବ୍ଲଡ଼ଗ୍ରୁପ ଦୃଷ୍ଟି ରୁ ଆଣ୍ଟିବଡ଼ି ସୃଷ୍ଟି ହେବାର କୌଣସି ଫରକ ଦେଖା ଯାଇନି କିନ୍ତୁ 60 ବର୍ଷରୁ ଅଧିକ ବୟସ ତେବେ ସାରା ଦେଶର ଡାକ୍ତର ଙ୍କ ଅନୁସାରେ ଉଭୟ ଟୀକା ଭଲ କାମ କରୁଛି ଏବଂ ଅଧିକ ରୁ ଅଧିକ ଟୀକା କରଣ କରାଗଲେ ଏହା ତୃତୀୟ ପ୍ରଭାବ କୁ ରୋକିବାରେ ସହାୟକ ହେବ |