ଗୋଟେ ମାସ ମଧ୍ୟରେ ୩୮ ସାଇଜର ଅଣ୍ଟାକୁ ୨୮ ସାଇଜ କରିଦେବ ଏହି ଉପାୟ, ମୋଟା ପଣରୁ ଚିନ୍ତିତ ଥିବା ଲୋକ ଥରେ ନିଶ୍ଚୟ ଆପଣାନ୍ତୁ ଏହି ଉପାୟ

ଆଜିକା ସମୟ ରେ ମୋଟାପନ ଏକ ବଡ଼ ସମସ୍ୟା ଅଟେ I ମୋଟା ଲୋକ ମାନେ ଭାରତ ରେ 47 ପ୍ରତିସଦ ରହିଛନ୍ତି I କିଛି ଲୋକ ଙ୍କ ର ଖରାପ ଜୀବନଶୈଳୀ କୁ ନେଇ ଏହି ସମସ୍ୟା ର ସେମାନେ ଶିକାର ହେଇଥାନ୍ତି I ତେଣୁ ଲୋକେ ନିଜ ର ଓଜନ କମାଇବା କୁ ଖାଦ୍ୟ କମାଇଥାନ୍ତି I

ବ୍ୟାୟାମ ଓଜନ କମାଇବା ର ଏକ ପ୍ରକ୍ରିୟା ଅଟେ I ଓଜନ କମାଇବା କୁ ନିଜ ର ଦୃଢ଼ ଇଚ୍ଛା ଶକ୍ତି ର ମଧ୍ୟ ଆବଶ୍ୟକ ରହିଛି I ବ୍ୟାୟାମ କରି ଓଜନ କମାଇବା କୁ ଅଧିକ ସମୟ ଓ ପରିଶ୍ରମ ର ମଧ୍ୟ ଆବଶ୍ୟକ ରହିଛି I ଅଧିକ ପରିଶ୍ରମ କାମ କରିକି ମଧ୍ୟ ଆପଣ ଓଜନ କମାଇପାରିବେ I

ଅନେକ ଲୋକେ ଖାଦ୍ୟ କମାଇ ମଧ୍ୟ ଓଜନ କମାଇବା କୁ ଚେଷ୍ଟା କରିଥାନ୍ତି I ଡାଇଟିଙ୍ଗ ର ମଧ୍ୟ ସଠିକ ଉପାୟ ରହିଛି I କିଛି ଲୋକେ ଡାକ୍ତର ଙ୍କ ର ପରାମର୍ଶ ନ ନେଇ ଏହି ଉପାୟ କୁ ଆପଣେଇଥାନ୍ତି I କିନ୍ତୁ ଏହା ଶରୀର ପାଁଇ ହାନିକାରକ ହେଇପାରେ I

ଆଜି ଆମେ କିନ୍ତୁ ଆପଣ ଙ୍କୁ କିଛି ଏପରି ଉପାୟ ବିଷୟ ରେ କହିବା କୁ ଆପଣେଇ ଆପଣ ସହଜ ରେ ଓଜନ କମ କରିପାରିବେ I ଏହା ଏକ ଘରୋଇ ଉପଚାର ଅଟେ I ଆପଣ ଜିରା ର ବ୍ୟବହାର କରିପାରିବେ I ଏଥିରେ ଜିଙ୍କ ଓ ଫସଫରସ ରହିଥାଏ I ଯାହା କି ଆପଣ ଙ୍କ ର ପଚନତନ୍ତ୍ର କୁ ମଜବୁତ କରିଥାଏ I ଏବଂ ଏହି ଜିରା ର ସେବନ କରି ଆପଣ ଓଜନ କମାଇପାରିବେ I

ଆବଶ୍ୟକ ସାମଗ୍ରୀ
ବିଶେଷ ସାମଗ୍ରୀ ହେଉଛି ଜିରା ପାଉଡର ଓ ଲେମ୍ବୁ

ବିଧି
କିଛି ଜିରା କୁ ମିଶାଇ ଭଲ କରିକି ଗୁଣ୍ଡ କରିଦିଅନ୍ତୁ I ଯେତେବେଳେ ଜିରା ପାଉଡର ହେଇଯିବ ସେଠାରେ ଏକ ଲେମ୍ବୁ କଟି କି ପକାଇ ଦିଅନ୍ତୁ I ଏହା କୁ ଟିକେ ଉଷୁମ ପାଣି ସହ ସେବନ କରନ୍ତୁ I ଏହା ସ୍ଵାସ୍ତ୍ୟ ପାଁଇ ଲାଭକାରୀ ହେଇଥାଏ I

ଏହା କୁ ପିଇବା ର ଦୁଇ ତିନି ଘଣ୍ଟା ପରେ ହିଁ କିଛି ଖାଇପାରିବେ I ଦେଖିବେ କିଛି ଦିନ ଏହି ଉପାୟ କୁ ଆପଣେଇବା ପରେ ଆପଣ ଙ୍କ ର ଶରୀର ରେ ପରିବର୍ତନ ଆସିବ I ଆପଣ ଙ୍କ ର ପେଟ କମିବା ସହ ଶରୀର ର ଚର୍ବି ଅଂଶ ମଧ୍ୟ କମ ହେଇଯିବ I