କିଏ ଅଟନ୍ତି Amrit Pradhan ଯାହାଙ୍କୁ ବଞ୍ଚାଇବା ପାଇଁ ସାରା ଓଡିଶାର ଲୋକ କରୁଛନ୍ତି ସାହାଯ୍ୟ, ଜାଣିଲେ ଚକିତ ରହିଯିବେ

ବନ୍ଧୁଗଣ ଆପଣମାନେ ସବୁ ନ୍ୟୁଜ ରେ ଦେଖିବାକୁ ପାଉଥିବେ କି ଅମିତ ପ୍ରଧାନ କୁ ଭୁବନେଶ୍ୱର ରୁ ଚେନ୍ନାଇ କୁ ଏୟାରଲିଫ୍ଟ ମାଧ୍ୟମରେ ନିଆ ଯାଉଛି ଭୁବନେଶ୍ୱର ର ଏମସି ରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁର ର ଅମିତ କୁ ଚେନ୍ନାଇ ସ୍ତିତ ଆପୋଲୋ କୁ ସ୍ତାନନ୍ତରିତ କରାଯାଉଛି | ସ୍ୱତନ୍ତ୍ର ବିମାନରେ ଅମିତକୁ ଚେନ୍ନାଇ ନିଅ ଯାଉଛି ଅମିତ ଏୟାରଲିଫ୍ଟ କରିବାକୁ ଚେନ୍ନାଇର ଆପୋଲୋରୁ ଆସିଛନ୍ତି 6 ଜଣିଆ ଡାକ୍ତରୀ ଦଳ ତେବେ 24 ବର୍ଷ ର ଅମିତ ପ୍ରଧାନ ନା ଜଣେ ସେଲିବ୍ରେଟି ନା ସେ ଜଣେ ଧନୀ ପରିବାରର ସେ ହେଉଛନ୍ତି ଓଡ଼ିଶାର ବ୍ରହ୍ମ ପୁରର ଜଣେ ସଫ୍ଟୱେର ଇଞ୍ଜିନିଅର |

ତେବେ ପ୍ରାଇମେରୀ ଗାମେଣ୍ଟ ଅଫ ଇଞ୍ଜିନିଅରିଂ ଟେକ୍ନଲଗୀ ରୁ ପାସ କରିବା ପରେ ଅମିତ ଏକ କର୍ପରେଟ ଚାକିରୀ ନେଇଥିଲେ | ମହାମାରୀ ସମୟରେ ସେ ଚାକିରୀ ଛାଡି ଲୋକଙ୍କ ସେବାପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ | ଏବଂ ତାଙ୍କ ପରିବାରରେ ବାପା ମା ମଧ୍ୟ ଅଛନ୍ତି ଏବଂ ତାଙ୍କ ମା ହେଉଛନ୍ତି ଜଣେ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଏବଂ ପିତା ହେଉଛନ୍ତି ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ |ତେବେ ବ୍ରହ୍ମ ପୁର ର ଭିତିକ ପରିବାର ପାଇଁ ସବୁକିଛି ଠିକ ଭାବରେ ଚାଲିଥିଲା ଯେ ପର୍ଯ୍ୟନ୍ତ ତାଙ୍କ ମା କରୋନା ଭାଇରସ ର ସଂକ୍ରମିତ ହୋଇଥିଲେ | ଏବଂ ପରବର୍ତୀ ସମୟରେ ତାଙ୍କ ପିତା ମଧ ପଜେଟିଭ ପରୀକ୍ଷା କରିଥିଲେ | ଏବଂ ଅମ୍ରିତ ତାଙ୍କ ପିତା ମାତା ଙ୍କର ଯତ୍ନ ନେଉଥିବା ବେଳେ ସେ କୋଭିଡ 19 ର ଲକ୍ଷଣ ଦେଖେଇବା ଆରମ୍ଭ କରିଥିଲେ |

ତେବେ ସୂଚନା ମୁତାବକ ଗତ ମାସ 2 ତାରିଖରେ କୋଭିଡ ପଜେଟିଭ ହେବାପରେ ଅମ୍ରିତ ଙ୍କର ସ୍ଵସ୍ଥ ଅବସ୍ଥା ବିଗିଡ଼ିବାର ଲାଗିଥିଲା | ଗତ 12 ତାରିଖ ଠାରୁ ସେ ଭେଣ୍ଟିଲିଟର ରେ ରହିଥିଲେ ପରେ ସେ ନିମୋନିଆ ଓ ସେଫଟିସିନିଆ ରେ ପୀଡିତ ହେବା ସହ ଫୁସ ଫୁସ ର କିଛି ଅଂଶ ନଷ୍ଟ ହେବାରେ ଲାଗିଥିଲା | ସ୍ତିତି ଖରପ ହେବାରୁ ଅମ୍ରିତ ଙ୍କୁ ସ୍ଥାନାନ୍ତର କରିବାକୁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ | ତେବେ ଏୟାରଲିଫ୍ଟ କରିବା ପାଇଁ ଚେନ୍ନାଇ ଆପୋଲୋ ରୁ ଏକ ଡାକ୍ତରୀ ଦଳ ଭୁବନେଶ୍ୱର ର ଏମ୍ସ କୁ ପହଁଚିଥିଲେ |

ଭୁବନେଶ୍ୱର ରୁ ଚେନ୍ନାଇ କୁ ସ୍ୱତନ୍ତ୍ର ବିମାନ ଯୋଗେ ଅମିତ କୁ ଏୟାରଲିଫ୍ଟ କରାଯାଇଥିଲା ଆବଶ୍ୟକ ପଡିଲେ ଅମିତ ଙ୍କ ଫୁସ ଫୁସ କୁ ପ୍ରତି ରୋପଣ କରାଯାଇପାରେ | ତେବେ ସୂଚନା ମୁତାବିକ ଅମ୍ରିତ ଙ୍କର ଚିକିତ୍ସା ପାଇଁ କୋଟିଏ ରୁ ଅଧିକ ଟଙ୍କା ଦରକାର ଏତେ ଟଙ୍କା ଖର୍ଚ କରିବାକୁ ପରିବାର ଲୋକେ ଅକ୍ଷମ ଥିବାରୁ ରାଜ୍ୟ ସରକାର ଙ୍କୁ ସହାୟତା ଯୋଗାଇ ଦେବାକୁ ଗୁହାରି କରିଛନ୍ତି |ପରିବାର ଲୋକେ ଏ ନେଇ ସୋସିଆଲ ମିଡିଆରେ ମଧ୍ୟ ଅମ୍ରିତ ଙ୍କ ଚିକିତ୍ସା ପାଇଁ ଲୋକେ ହାତ ବଢାଇବାର ନଜର ଆସୁଛନ୍ତି |ବିଭିନ୍ନ ବ୍ୟକ୍ତି ତାଙ୍କ ଚିକିତ୍ସା ପାଇଁ ଦାନ କରୁଛନ୍ତି ତେବେ ଆପଣ ମଧ୍ୟ ଅମୃତ ଙ୍କୁ ସାହାଯ୍ୟ ର ହାତ ବଢ଼ାନ୍ତୁ |