କ୍ଷୀର ପିଉଥିବା ପିଲାଟିକୁ ଧରି ପରୀକ୍ଷା ଦେବାକୁ ଆସିଲେ ମହିଳା; ତାପରେ ମହିଳା ପୋଲିସ ଜଣଙ୍କ ଯାହା କରିଲେ ତାଙ୍କୁ ଆମର ପ୍ରଣାମ

ପୋଲିସ ଆମ ଦେଶ ର ଏକ ମହତ୍ବପୂର୍ଣ ଅଙ୍ଗ ଅଟେ I ଦେଶ ରେ ଅପରାଧ କମାଇବାକୁ ଏବଂ ଲୋକ ଙ୍କୁ ଶୃଙ୍ଖଳିତ କରିବା କୁ ପୋଲିସ ର ବିଶେଷ ଭୂମିକା ରହିଥାଏ I ପୋଲିସ 24 ଘଣ୍ଟା ନିଜ ର ସେବା ପ୍ରଦାନ କରିଥାଏ I କିଛି ସ୍ଥାନ ଭ୍ରଷ୍ଟ ପୋଲିସ ମଧ୍ୟ ରହିଛନ୍ତି ଯାହା ଙ୍କ କାରଣ ରୁ ପୁରା ପୋଲିସ ବିଭାଗ ବଦ୍ନାମ ହେଇଥାଏ I କିନ୍ତୁ କିଛି ସ୍ଥାନ ରେ ଆଦର୍ଶବାଦୀ ଚିନ୍ତାଧାରା ର ପୋଲିସ ଅଫିସର ମଧ୍ୟ ରହିଥାନ୍ତି I

ଏହିପରି ଏକ ତାଜା ଉଦାହରଣ ବିଗତ ଦିନ ରେ ଦେଖିବାକୁ ମିଳିଛି I ବର୍ତମାନ ସୋସିଆଲ ମିଡ଼ିଆ ରେ ଏକ ଫୋଟୋ ବେଶ ଭାଇରଲ ହେଉଛି I ଏହି ଫୋଟୋ ରେ ଦୁଇ ମହିଳା ପୋଲିସ ନିଜ କୋଳ ରେ ଛୋଟ ଛୋଟ ପିଲା ଦୁଇଟି କୁ ଧରିଛନ୍ତି I ମିଡ଼ିଆ ରିପୋର୍ଟ ଅନୁସାରେ ଏହା ଆସାମ ପୋଲିସ ର ଫୋଟୋ ଅଟେ I ଏକ ସ୍ଥାନ ରେ TET ପରୀକ୍ଷ ହେଉଥିଲା ଓ ମା ମାନେ ନିଜ ପିଲା ଙ୍କୁ ମଧ୍ୟ ସାଥି ରେ ନେଇ ଆସିଥିଲେ I କିନ୍ତୁ ମହିଳା ପୋଲିସ ଏହି ପିଲା ଙ୍କୁ କିଛି ସମୟ ନିଜ ପାଖ ରେ ରଖିଥିଲେ ଯାହା ଦ୍ୱାରା କି ଉକ୍ତ ମହିଳାମାନେ ଆରାମ ରେ ପରୀକ୍ଷ ରେ ଲେଖିପାରିବେ I

ଏହା ଏକ ସୁନ୍ଦର ମୁହୂର୍ତ୍ତ ର ଫୋଟୋ ଅଟେ ଯାହା କି ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଥିଲା I ଘଟଣା ଟି 10 ନଭେମ୍ବର ରବିବାର ର ଅଟେ I ଏହା ଆସାମ ର TET ପରୀକ୍ଷ ସମୟ ର ଘଟଣା ଅଟେ I

ଏହି ଫୋଟୋ କୁ ନିଜେ ଆସାମ ପୋଲିସ ନିଜ ର ଟ୍ୱିଟ ରେ ସେୟାର କରିଥିଲା I ଫୋଟୋ ସେୟାର କରିବା ସହ ଲେଖିଥିଲେ ମା ହେବା ଏକ କାର୍ଯ୍ୟ ଅଟେ I ଏଠାରେ ଆସାମ ପୋଲିସ ର କିଛି ମହିଳା କର୍ମଚାରୀ ପିଲା ଦୁଇଟି ର ଦେଖାଶୁଣା କରୁଛନ୍ତି ଓ ତାଙ୍କ ମା ମାନେ TET ପରୀକ୍ଷ ଦେଉଛନ୍ତି I

ଅନ୍ୟପଟେ ମହିଳା ପୋଲିସ କର୍ମୀ ଙ୍କ ର ଏହି କାର୍ଯ୍ୟ କୁ ସାରା ଭାରତ ର ଲୋକେ ବେଶ ପ୍ରଶଂସା କରିଛନ୍ତି I କାରଣ ପିଲା ଦୁଇଟି ମଧ୍ୟ ପୋଲିସ ମହିଳା କାମ୍ରି ଙ୍କ ର କୋଳ ରେ ବେଶ ଶାନ୍ତି ରେ ସୋଇପଡିଛନ୍ତି I ଏହା ଆମ ସମାଜ ର ଲୋକ ଙ୍କ ପାଁଇ ଏକ ଉଦାହରଣ ସଦୃଶ ଅଟେ I