କିନ୍ନର ମାନଙ୍କ ଏହି ଗୋଟିଏ ରହସ୍ୟ ଜାଣି ଆପଣ ହେଇପାରିବେ ମାଲାମାଲ I

ଯେବେଠାରୁ ଏ ଦୁନିଆ ଆରମ୍ଭ ହେଇଚି ସେବେ ଠାରୁ କିନ୍ନର ମାନେ ଏହି ସମାଜରେ ଅଛନ୍ତି I ଯାହା ର ଉଲେଖ ଅନେକ ପୌରାଣିକ ଗ୍ରନ୍ଥ ରେ ମଧ୍ୟ ଦେଖିବାକୁ ମିଳିଛି I ଆପଣ ହୁଏତ ଜାଣି ନ ଥିବେ କି ଜୀବନରେ ସୁଖ ସମୃଦ୍ଧି ର ପ୍ରାପ୍ତି ପାଁଇ ଏହି କିନ୍ନର ଙ୍କ ଅଶରିବାଦ ନିହାତି ଜରୁରୀ ହେଇଥାଏ I

ଜୋତିଷ ଶାସ୍ତ୍ର ଅନୁସାରେ ବୁଦ୍ଧ ଗ୍ରହ କୁ ନପୁଂସକ ବୋଲି ମାନାଯାଇଛି ଏବଂ ଏହି କାରଣ ରୁ କିନ୍ନର ଙ୍କ ପାକହରେବୁଦ୍ଧ ଗ୍ରହଙ୍କ ବାସ ବୋଲି ଜତିଷଶାସ୍ତ୍ରରେ ଉଲେଖରହିଛି I ଜୋତିଷଶାସ୍ତ୍ରରେ ଏହା ଉଲେଖ ରହିଛି କି ବୁଧବାର ଦିନ ଯଦି କୌଣସି କିନ୍ନର କୁ ଦେଖନ୍ତି ତ ତାଙ୍କୁ କିଛି ଅର୍ଥ ଦାନ କରିବା ଉଚିତ ଓ କୌଣସି ବି କଟୁ ବାକ୍ୟ ର ପ୍ରୟୋଗ କରନ୍ତୁ ନାହିଁ I

ଏବଂ ଯଦି କିନ୍ନର ମାନେ ଖୁସି ହେଇକି ଆପଣ ଙ୍କ ଦେଇଥିବା ଧାନ ରୁ ଗୋଟେ ଟଙ୍କା ଆପଣ ଙ୍କୁ ଫେରନ୍ତି ତ ତାକୁ ଏକ ସବୁଜ ରଙ୍ଗର କପଡା ରେ ନିଜ ଅଲମାରୀରେ କିମ୍ବା ପର୍ସ ରେ ରଖନ୍ତୁ ଦେଖିବେ ଏହାର ଅନେକ ସୁଫଳ ମିଳିବ I