ମାସିକୁ ୫୦୦ ଟଙ୍କାରେ ଚାକିରୀ କରୁଥିବା ଅମିତାଭ ବଚ୍ଛନ, ଆଜି ଏତେ କୋଟି ଟଙ୍କା ର ମାଲିକ, ଏପରି କରୁଛନ୍ତି କୋଟି କୋଟି ଟଙ୍କା ରୋଜଗାର

ବଲିଉଡ ଫିଲ୍ମ ଜଗତ ର ମହାନାୟକ ଅଭିନେତା ଅମିତାଭ ବଚ୍ଛନ ନିଜ ଜୀବନ ରେ ବର୍ତମାନ 77 ବର୍ଷ ବୟସ ରେ ପଦାର୍ପଣ କରିଛନ୍ତି I ଏହି ବୟସ ରେ ମଧ୍ୟ ତାଙ୍କ ର କୋଟି କୋଟି ଟଙ୍କା ର ରୋଜଗାର କରୁଛନ୍ତି I ଅମିତାଭ ଙ୍କ ର କ୍ୟାରିୟର ରେ ସେ ଦାଦା ସାହେବ ଫାଲକେ ଆୱାର୍ଡ ମଧ୍ୟ ପ୍ରାପ୍ତି କରିଛନ୍ତି I ଏକ ସମୟ ରେ ସେ 500 ଟଙ୍କା ର ଚାକିରୀ କରୁଥିଲେ କିନ୍ତୁ ଆଜିକା ସମୟ ରେ ସେ 2800 କୋଟି ଟଙ୍କା ର ମାଲିକ ଅଟନ୍ତି I

ଅମିତାଭ ବଚ୍ଛନ ଏକ ସମୟ ରେ କଲିକତା ରେ ଚାକିରୀ କରୁଥିଲେ I ଏବଂ ଏହି ଚାକିରୀ ରେ ସେ 500 ଟଙ୍କା ଦରମା ପାଉଥିଲେ I ଏହା ପରେ ଦରମା ବୃଦ୍ଧି ହେଇ 800 ଟଙ୍କା ହେଇଥିଲା I ଏହି ଚାକିରୀ ଅମିତାଭ ବଚ୍ଛନ ପ୍ରାୟ 7-8 ବର୍ଷ କରିଛନ୍ତି I ଏବଂ ସେ କୋଟି କୋଟି ସମ୍ପତି ର ମାଲିକ ମଧ୍ୟ ଅଟନ୍ତି I ଆଜିକା ସମୟ ରେ ଅମିତାଭ ବଚ୍ଛନ ଏକ ଫିଲ୍ମ ପାଁଇ 7 କୋଟି ଟଙ୍କା ନେଇଥାନ୍ତି I ଏବଂ ଏକ ବିଜ୍ଞାପନ ପାଁଇ 5 କୋଟି ଟଙ୍କା ନେଇଥାନ୍ତି I

ବର୍ତମାନ ସମୟ ରେ ଭାରତ ରେ ଟପ 10 ଅଭିନେତା ଙ୍କ ମଧ୍ୟ ରେ ଅମିତାଭ ବଚ୍ଛନ ଙ୍କ ର ନାମ ରହିଛି I ସେ ତାଙ୍କ ପ୍ରପର୍ଟି ରେ 165 କୋଟି ଖଚ୍ଚ କରିଛନ୍ତି I ରିପୋର୍ଟ ଅନୁସାରେ ସେ ବିଗତ 3 ବର୍ଷ ରେ ନିଜ ସମ୍ପତି ରେ 90 ପ୍ରତିସଦ ବୃଦ୍ଧି କରିଛନ୍ତି ଏବଂ ଏକ ବର୍ଷ ରେ ତାଙ୍କ ର ରୋଜଗାର 54 କୋଟି ଟଙ୍କା ଅଟେ I ଏବଂ ସେ ନିଜ ସମ୍ପତି ର ଭାଗ ବଣ୍ଟା କାମ ମଧ୍ୟ ସାରିଦେଇଛନ୍ତି I

ଆଜିକା ସମୟ ରେ ବିଗ ବି ଙ୍କ ର 4 ଗୋଟି ଘର ରହିଛି I ଏବଂ ଏହି ବଙ୍ଗ୍ଲୋ ର ମୂଲ୍ୟ କୋଟି କୋଟି ଟଙ୍କା ଅଟେ I କିନ୍ତୁ ତାଙ୍କ ର ମୁକ୍ଷ୍ୟ ନିବାସ ସ୍ଥାନ ବର୍ତମାନ ବଚ୍ଛନ ପରିବାର ଜଲସା ଅଟେ I ଅମିତାଭ ବଚ୍ଛନ ଙ୍କୁ ଏହି ଘର ଫିଲ୍ମ ସତ୍ତ୍ୱେ ପେ ସତ୍ତ୍ୱ 1982 ର ଫିଲ୍ମ ର ଡ଼ାଇରେକ୍ଟର ଦେଇଥିଲେ I ଏହା 10,125 ବର୍ଗ ଫୁଟ ର ଅଟେ I

ବଚ୍ଛନ ପରିବାର ପାଖ ରେ ପ୍ରତିକ୍ଷ୍ୟା ନାମ ରେ ଏକ ବଙ୍ଗ୍ଲୋ ମଧ୍ୟ ରହିଛି I ଏହା ଅମିତାଭ ଙ୍କ ର ପୈତୃକ ସମ୍ପତି ଅଟେ I ଅମିତାଭ ଙ୍କ ର ପିତା ହରିବଂଶ ରାୟ , ମା ତେଜଯି ବଚ୍ଛନ ଓ ଅନ୍ୟ ସଦସ୍ୟ ମଧ୍ୟ ରୁହନ୍ତି I ତାଙ୍କ ପାଖ ରେ ମୋଟ 11 ଗୋଟି କାର ମଧ୍ୟ ରହିଛି I ଏବଂ ଅମିତାଭ ବଚ୍ଛନ ଘଣ୍ଟା ର ବହୁତ ଅଧିକ ସଉକିନ ଅଟନ୍ତି I

ସେହିପରି ଅମିତାଭ ବଚ୍ଛନ ଙ୍କ ର ସେୟାର ମାର୍କେଟ ରୁ ମଧ୍ୟ ବେଶ ଭଲ ରୋଜଗାର ହେଉଛି I ଏବଂ ଏଥିରେ ସେ କୋଟି କୋଟି ଟଙ୍କା ମଧ୍ୟ ବିନିଯୋଗ କରିଛନ୍ତି I ଆଜିକା ସମୟ ରେ ଅମିତାଭ ବଚ୍ଛନ ଙ୍କ ର ରୋଜଗାର କୋଟି କୋଟି ଅଟେ I ଏବଂ ଯେତେବେଳେ ଜଷ୍ଟଡାଏଲ ର ସେୟାର ଲଞ୍ଚ ହେଇଥିଲା ସେତେବେଳେ ଏହା ର ମୂଲ୍ୟ 6.27 ଲକ୍ଷ ଥିଲା ଏବଂ ସେ 62794 ସେୟାର କିଣିଥିଲେ I ଏବଂ କିଛି ବର୍ଷ ପରେ ସେ 1150 ଟଙ୍କା ରେ ଏହା କୁ ବିକିଥିଲେ I ଏବଂ ଏହି ସେୟାର ରୁ ସେ 11400 ଗୁଣ ଲାଭବାନ ହେଇଥିଲେ I