ଯଦି ଆପଣଙ୍କ ଶରୀରରେ ମଧ୍ୟ ଅଛି କଳାଯାଇ,ତେବେ ଜାଣନ୍ତୁ କେଉଁ ଅଙ୍ଗରେ କଳାଯାଇ ଥିଲେ କଣ ହେଇଥାଏ !

ଏପରି କୌଣସି ବ୍ୟକ୍ତି ନ ଥିବେ ଯାହା ଙ୍କ ର ଶରୀର ରେ କଳାଯାଇ ନ ଥିବ I ପ୍ରତୋକ ବ୍ୟକ୍ତି ଙ୍କ ର ଶରୀର ର ଭିର୍ନ ଭିର୍ନ ସ୍ଥାନ ରେ କଳାଯାଇ ରହିଥାଏ I ତେବେ ଆଜି ଆମେ ଆଲୋଚନା କରିବା ଶରୀର ର କେଉଁ ସ୍ଥାନ ରେ କଳାଯାଇ ରହିଲେ କଣ ହେଇଥାଏ I

ଏହି ଅଙ୍ଗ ରେ କଳାଯାଇ ରହିଲେ
ଗାଲ ରେ କଳାଯାଇ
ଯେଉଁ ଲୋକ ଙ୍କ ର ଗାଲ ରେ କଳାଯାଇ ରହିଥାଏ ସେମାନେ ପାଠପଢା ରେ ବେଶ ମାହିର ହେଇଥାନ୍ତି I ଏପରି ଲୋକମାନେ ଯାହା ଚିନ୍ତା କରିଥାନ୍ତି ତାହା ପୁରା କରିଥାନ୍ତି I

ଥୋଡୀ ରେ କଳାଯାଇ
ଯଦି ଜଣେ ବ୍ୟକ୍ତି ଙ୍କ ର ଥୋଡୀ ରେ କଳାଯାଇ ରହିଥାଏ ତେବେ ସେହି ଲୋକେ ଖୁବ ଭାଗ୍ୟଶାଲୀ ହେଇଥାନ୍ତି I ଏହି ଲୋକେ ଜୀବନ ରେ ଅନେକ ଧନ ଉପାର୍ଜନ କରିଥାନ୍ତି I

ନାକ ରେ କଳାଯାଇ
ଯେଉଁ ଲୋକ ଙ୍କ ର ନାକ ରେ କଳାଯାଇ ରହିଥାଏ ସେମାନେ ଜୀବନ ରେ ଅନେକ ସ୍ଥାନ ବୁଲିଥାନ୍ତି I ଏପରି ଲୋକେ ଖୁବ ରାଗି ସ୍ଵଭାଵ ର ହେଇଥାନ୍ତି I

ପେଟ ରେ କଳାଯାଇ
ଯେଉଁ ଲୋକ ଙ୍କ ର ପେଟ ରେ କଳାଯାଇ ରହିଥାଏ ସେପରି ଲୋକେ ମିଠା ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି I

ବେକ ରେ କଳାଯାଇ
ଯେଉଁ ଲୋକ ଙ୍କ ର ବେକ ରେ କଳାଯାଇ ରହିଥାଏ ସେମାନେ ଜୀବନ ରେ ବେଶ ସୁଖ ରେ ରହିଥାନ୍ତି I

ଆଖି ରେ କଳାଯାଇ
ଯେଉଁ ଲୋକ ଙ୍କ ର ଆଖି ରେ କଳାଯାଇ ରହିଥାଏ ସେମାନେ ବହୁତ ଭଲ ହେଇଥାନ୍ତି

ହାତ ରେ କଳାଯାଇ
ଯେଉଁ ବ୍ୟକ୍ତି ଙ୍କ ର ହାତ ରେ କଳାଯାଇ ରହିଥାଏ ସେମାନେ ଅଧିକ ପରିଶ୍ରମୀ ସ୍ଵଭାଵ ର ହେଇଥାନ୍ତି I ସେମାନେ ଜୀବନ ରେ ଅନେକ ସଫଳତା ହାସିଲ କରିଥାନ୍ତି I

ମଥା ରେ କଳାଯାଇ
ଯେଉଁ ଲୋକ ଙ୍କ ର କଳାଯାଇ ମଥା ରେ ରହିଥାଏ ସେମାନଙ୍କ ର ପ୍ରେମ ଖୁବ ପବିତ୍ର ହେଇଥାଏ I ଏବଂ କୌଣସି ଗୁଣ ରେ ମାହିର ହେଇଥାନ୍ତି I ଏହି ଲୋକେ ଅଯଥା ଖର୍ଚ୍ଚ ମଧ୍ୟ କରିଥାନ୍ତି I

କାନ ରେ କଳାଯାଇ
ଯେଉଁ ଲୋକଙ୍କ ର କାନ ରେ କଳାଯାଇ ରହିଥାଏ ସେମାନେ ଅଧିକ ଲମ୍ବା ଜୀବନ ଅତିବାହିତ କରିଥାନ୍ତି I

ଓଠ ରେ କଳାଯାଇ
ଯେଉଁ ଲୋକ ଙ୍କ ର ଓଠ ରେ କଳାଯାଇ ରହିଥାଏ ସେମାନେ ନିର୍ମଳ ହୃଦୟ ର ହେଇଥାନ୍ତି I

କାନ୍ଧ ରେ କଳାଯାଇ
ଯେଉଁ ଲୋକ ଙ୍କ ର କାନ୍ଧ ରେ କଳାଯାଇ ରହିଥାଏ ସେମାନେ ଅଳ୍ପ ଅଳ୍ପ କଥା ରେ ଶୀଘ୍ର ରାଗିଯାଇଥାନ୍ତି I

ଆଙ୍ଗୁଳି ରେ କଳାଯାଇ
ଯେଉଁ ଲୋକ ଙ୍କ ର ଆଙ୍ଗୁଳି ରେ କଳାଯାଇ ରହିଥାଏ , ସେମାନେ ଅଧିକ କୁଶଳ ହେଇଥାନ୍ତି I ନ୍ୟାୟ ପସନ୍ଦ କରିଥାନ୍ତି I ଯେଉଁ ଲୋକ ଙ୍କ ର ତର୍ଜନୀ ଆଙ୍ଗୁଳି ରେ କଳାଯାଇ ରହିଥାଏ ସେମାନେ ଜ୍ଞାନୀ ଓ ଧନୀ ହେଇଥାନ୍ତି I ଯେଉଁ ଲୋକ ଙ୍କ ର ଅନାମିକା ଆଙ୍ଗୁଳି ରେ କଳାଯାଇ ରହିଥାଏ ସେମାନେ ୟଶସ୍ଵୀ ହେଇଥାନ୍ତି I

ଛାତି ରେ କଳାଯାଇ
ଯେଉଁ ଲୋକ ଙ୍କ ର ଛାତି ରେ ଡାହାଣ ପାର୍ଶ୍ଵ ରେ କଳାଯାଇ ରହିଥାଏ ସେମାନେ ସୁଖୀ ହେଇଥାନ୍ତି ଓ ବାମ ପାର୍ଶ୍ଵ ରେ ଥିଲେ ତାଙ୍କ ପତ୍ନୀ କେବେ ହେଲେ ତାଙ୍କ ର ସହଯୋଗ କରି ନ ଥାନ୍ତି I ଛାତି ର ମଧ୍ୟ ଭାଗ ରେ କଳାଯାଇ ରହିଥିଲେ ସେମାନେ ବହୁତ ସୁଖୀ ହେଇଥାନ୍ତି I

ଅଣ୍ଟା ରେ କଳାଯାଇ ଥିଲେ
ଯେଉଁ ଲୋକ ଙ୍କ ର ଅଣ୍ଟା ରେ କଳାଯାଇ ରହିଥାଏ ସେମାନେ ଜୀବନ ରେ ନାନା ସମସ୍ୟା ର ସମୁଖୀନ କରିଥାନ୍ତି I

ପାଦ ରେ କଳାଯାଇ
ଯେଉଁ ଲୋକ ଙ୍କ ର ପାଦ ରେ କଳାଯାଇ ରହିଥାଏ ସେମାନେ ଜୀବନ ରେ କୌଣସି ବି ନିଷ୍ପତି ସଠିକ ନେଇପାରନ୍ତି ନାହିଁ I