କିଙ୍ଗ କୋବ୍ରାକୁ ବଞ୍ଚାଇବାକୁ କୂଅକୁ ଡେଇଁଲେ ଯୁବକ, ତାପରେ କଣ ହେଲା ଦେଖନ୍ତୁ ଭିଡ଼ିଓ

ଦୁନିଆ ରେ ଆପଣ ଦେଖୁଥିବା ଏକ ଟଙ୍କା ପାଁଇ ଲୋକେ ଅନ୍ୟ ଜଣଙ୍କ ର ଜୀବନ ନେବାକୁ ପଛନ୍ତି ନାହିଁ I କିନ୍ତୁ କିଛି ଲୋକେ ଏପରି ବି ହେଇଥାନ୍ତି ଯେଉଁମାନେ କି ଅନ୍ୟଙ୍କ ର ସହାୟତା କରିବାକୁ ଆଗେଇ ଆସିଥାନ୍ତି I ଏକ ଭିଡିଓ ଆଜିକାଲି ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେଉଛି , କାରଣ ଏହା ହେଉଛି ଜଣେ ବହାଦୁର ବ୍ୟକ୍ତି ଙ୍କ ର ଭିଡ଼ିଓ I

ଟିକେ ଚିନ୍ତା କରନ୍ତୁ ଘରେ ଯଦି ସାପ ପସିଯାଇଥାଏ ତ ଲୋକଙ୍କ ର ନିଶ୍ୱାସ ବନ୍ଦ ହେଇଯାଇଥାଏ I ଏବଂ କିଙ୍ଗ କୋବ୍ରା ସାପ ର ପାଖକୁ ଯିବାକୁ କାହାରି ବି ସାହସ ହେଇ ନ ଥାଏ I କିନ୍ତୁ ଜଣେ ବହାଦୁର ବ୍ୟକ୍ତି ଏପରି ଏକ କାର୍ନାମା କରିଛନ୍ତି ଯାହା କୁ କି ପୁରା ଦେଶ ସଲାମ କରୁଛି I ସୋସିଆଲ ମିଡ଼ିଆ ରେ ଆପଣ ଯେଉଁ ଫୋଟୋ ଦେଖୁଛନ୍ତି ଏହା କର୍ଣ୍ଣାଟକ ର ଏକ ଗାଁ ର ଅଟେ I

ଗାଁ ଏ ଏହି ଯୁବକ ଦାଇତ୍ୱ ନେଲେ
ସାପ ର ଅବସ୍ଥା ଏପରି ଥିଲା କି ସେ କୂଅରୁ ବାହାରି ପାରୁନଥିଲା ଏବଂ ଲୋକଙ୍କର ଡର ରେ ବି ବାହାରକୁ ଆସିପାରୁନଥିଲା ଏବଂ ଗାଁ ଲୋକେ ବି ଡରୁଥିଲେ I କାରଣ ଏହି ଗାଁ ରେ ଗୋଟେ ହିଁ କୂଅ ଥିଲା ଓ ସବୁ ଲୋକେ ଏହି କୂଅ ଉପରେ ହିଁ ନିର୍ଭର ଥିଲେ I କିନ୍ତୁ ଏହି ଯୁବକ ସାପ କୁ ଉଦ୍ଧାର କରିବାକୁ ଏକ ଦୌଡ଼ି ସହାୟତା ରେ କୂଅ ଭିତର କୁ ଯାଇଥିଲେ I

କାଠି ସହାୟତା ରେ ଧରିଲା ସାପ କୁ
ଏହି ଯୁବକ ଜଣଙ୍କ ଏକ ବଡ଼ କାଠି ସହାୟତା ରେ ସାପ ଟି କୁ ଧରିବାକୁ ଚେଷ୍ଟାକରିଥିଲେ ଏବଂ ଅନେକ ସମୟ ପ୍ରୟାସ କରିବା ପରେ ସେ ସାପ ଟିକୁ ଡରିବାରେ ସଫଳ ହେଇଥିଲେ I କୂଅ ରୁ ବାହାର କୁ ବାହାରିବା ପାଁଇ ଯୁବକ ଜଣଙ୍କ ଅନେକ ପ୍ରୟାସ କରିଥିଲେ I ଏବଂ କୂଅ ରୁ ବାହାରିବା ପରେ ସାପ ଟି ବି ନିଜ କୁ ସୁରକ୍ଷିତ ମନେ କରିଥିଲା I ସାପ ଟି ଦେଖିବାକୁ ଏତେ ଭୟଙ୍କର ଥିଲା କି କେହି ବି ପାଖ କୁ ଯିବାକୁ ସାହସ କରୁ ନ ଥିଲେ I

ଦେଖନ୍ତୁ ଭିଡ଼ିଓ