କୋହଲିଙ୍କ ଆଗରେ ଫିକା ଅଟେ ଅନୁଷ୍କା ଙ୍କର ଆୟ, ୨ ଜଣଙ୍କ ପାଖରେ ଅଛି ଏତେ ଟଙ୍କା ଜାଣିଲେ ଜିଭ କାମୁଡି ଦେବେ ଆପଣ

ବିରାଟ କୋହଲି ଓ ଅନୁଷ୍କା ଶର୍ମା ଙ୍କ ର ଯୋଡି କ୍ରିକେଟ ଜଗତ ରେ ସବୁଠାରୁ ଫେମସ ଯୋଡି ଅଟେ I ଦୁହେଁ ବେଶ ଲୋକପ୍ରିୟ ଦମ୍ପତି ମଧ୍ୟ ଅଟନ୍ତି I ବିରାଟ କୋହଲି ଓ ଅନୁଷ୍କା ଶର୍ମା ସର୍ବଦା ସୋସିଆଲ ମିଡ଼ିଆ ରେ ଚର୍ଚା ରେ ଆସିଥାନ୍ତି I କ୍ରିକେଟ କ୍ୟାରିୟର ରେ ବିରାଟ କୋହଲି ଯେପରି ଲୋକପ୍ରିୟ ସେହିପରି ବଲିଉଡ କ୍ୟାରିୟର ରେ ଅନୁଷ୍କା ମଧ୍ୟ ଲୋକପ୍ରିୟ ଅଟନ୍ତି I

ଉଭୟ ଙ୍କ ର ରୋଜଗାର ର ଶୁଚି
ଖାଲି ସେତିକି ନୁହେଁ ବିରାଟ ଓ ଅନୁଷ୍କା ଦେଶ ର ସବୁଠାରୁ ଧନୀ ସେଲିବ୍ରେଟି ଅଟନ୍ତି I କୋହଲି ଙ୍କ ର ରୋଜଗାର ଆଗ ରେ ଅନୁଷ୍କା ଙ୍କ ର ରୋଜଗାର ଫିକା ପଡ଼ିଯିବ I ଫୋବ୍ସ ତାଲିକା ଅନୁସାରେ 2019 ରେ 100 ସେଲିବ୍ରେଟି ଙ୍କ ର ଶୁଚି I ଆଉସକ 21 ନମ୍ବର ସ୍ଥାନ ରେ ରହିଛନ୍ତି I ଏବଂ ବିରାଟ କୋହଲି ଏହି ଶୁଚି ରେ ଏକ ନମ୍ବର ରେ ରହିଛନ୍ତି I

କୋହଲି ଓ ଅନୁଷ୍କା ଙ୍କ ର ରୋଜଗାର
ରିପୋର୍ଟ ଅନୁସାରେ ବିରାଟ କୋହଲି ବିଗତ ବର୍ଷ 252.72 କୋଟି ରୋଜଗାର କରିଥିଲେ I ବିରାଟ କୋହଲି ଙ୍କ ପାଖ ରେ 900 କୋଟି ଟଙ୍କା ରହିଛି I ଅନୁଷ୍କା ଙ୍କ ର 2019 ରେ 28.67 କୋଟି ରୋଜଗାର ହେଇଚି I ଏବଂ ଅନୁଷ୍କା ଙ୍କ ପାଖ ରେ ମୋଟ 350 କୋଟି ର ସମ୍ପତି ରହିଛି I

ଏହିପରି ହେଇଥାଏ କୋହଲି ଙ୍କ ର ରୋଜଗାର
ଯଦି ଆପଣ ଭାବୁଥିବେ ବିରାଟ କୋହଲି ଙ୍କ ର କେଉଁ କେଉଁ ସ୍ତର ରୁ ରୋଜଗାର ହେଇଥାଏ I ତେବେ ଜାଣିରଖନ୍ତୁ କି IPL ରେ ରୟାଲ ଚାଲେଞ୍ଜର୍ସ ଟିମ ରୁ ବିରାଟ 17 କୋଟି ଟଙ୍କା ଫିସ ପାଉଛନ୍ତି I BCCI ରୁ ବର୍ଷ କୁ 7 କୋଟି ଟଙ୍କା ପାଉଛନ୍ତି I ଏହା ଛଡା ବିରାଟ କୋହଲି MYNTRA , UBER , AUDI , MRF ଓ TISSOT ପରି ବ୍ରାଂଡ଼ ର ପ୍ରମୋଟର ଅଟନ୍ତି I କୋହଲି ଙ୍କ ପାଁଇ ପୁମା ବ୍ରାଂଡ଼ ବେଶ ଲକି ପ୍ରମାଣିତ ହେଇଚି I ଯେଉଁଥିରେ ସେ 100 କୋଟି ଟଙ୍କା ରୋଜଗାର ହେଇଚି I ବିରାଟ କୋହଲି ଙ୍କ ର ପାଖ ରେ 2 ଗୋଟି ହୋଟେଲ ରହିଛି I

ଅନୁଷ୍କା ଙ୍କ ର ରୋଜଗାର
ଅନ୍ୟପଟେ ଅନୁଷ୍କା ପ୍ରତୋକ ଫିଲ୍ମ ରୁ ପ୍ରାୟ 12 ରୁ 15 କୋଟି ଟଙ୍କା ର ଫିସ ନେଇଛନ୍ତି I ବର୍ତମାନ ସୁଦ୍ଧା ସେ 19 ଗୋଟି ଫିଲ୍ମ କରିସାରିଛନ୍ତି I ଅନୁଷ୍କା ଙ୍କ ର ନିଜ ର ପ୍ରଡକ୍ସନ ହାଉସ ମଧ୍ୟ ରହିଛି I ଏହା କ୍ଲିନ ସଲେଟ ଫିଲ୍ମ ନାମ ରେ ପରିଚିତ ଅଟେ I ଏହା କୁ 2014 ରେ ସେ ନିଜ ଭାଇ ସହ ଲଞ୍ଚ କରିଥିଲେ I ଅଭିନେତ୍ରୀ ଅନୁଷ୍କା ଅନେକ କମ୍ପାନୀ ପାଁଇ ବିଜ୍ଞାପନ କରିଥାନ୍ତି ଯେପରି କି ରଜନୀଗନ୍ଧା , ନିବିୟା , ଷ୍ଟାଣ୍ଡାର୍ଡ ଚଟାଏର୍ଡ ବ୍ୟାଙ୍କ , ଗୁଗଲ ପିକ୍ସେଲ ପରି କମ୍ପାନୀ I ଅନୁଷ୍କା ଏକ ରିୟାଲିସ୍ଟେସ କମ୍ପାନୀ ର ମାଲିକ ମଧ୍ୟ ଅଟନ୍ତି I 2017 ରେ ଅନୁଷ୍କା ଓ ବିରାଟ ଙ୍କ ର ଏବଂ ଦୁହେଁ ଏହି ବିବାହ କୁ ବେଶ ଆଡମ୍ବର ରେ ଆୟୋଜନ କରିଥିଲେ I