କୌଣସି ଅମୃତ ଠାରୁ କମ ନୁହେଁ ଗୋମୂତ୍ର, ଦୂର କରିଥାଏ ବଡ଼ ବଡ଼ ରୋଗ

ଗୋମୂତ୍ର ର ନିୟମିତ ସେବନ – ସୃଷ୍ଟି ର ଆରମ୍ଭ ରେ ଦେବତା ମାନେ ଓ ଅସୁର ମାନେ ଅମୃତ ପାନ କରିବା ପାଁଇ ଯୁଧ୍ୟ କରିଥିଲେ I

ଅମୃତ ଦୁଇ ଶବ୍ଦ ରେ ହେଇଚି – ଅ ଓ ମୃତ I ମୃତ ଯାହା ମରିଯାଇଥାଏ I ଅମୃତ ମୃତ ହେବା ର ଅଭିଶାପ କୁ କଟିଥାଏ I ସେହି କାରଣ ରୁ ଦେବତା ମାନେ ଓ ଅସୁର ମାନେ ପରସ୍ପର ମଧ୍ୟ ରେ ଯୁଧ୍ୟ କରିଥାନ୍ତି I

ଆଜିକା ସମୟରେ ଅମୃତ
ଏ ତ ଥିଲା ପୌରାଣିକ କଥା , କିନ୍ତୁ ଆଜି ମଧ୍ୟ ଏହି ଅମୃତ ର ଅନେକ ମାନ୍ୟତା ରହିଛି I ଆଜି ମଧ୍ୟ ଏହି ଅମୃତ କୁ ନେଇ ଅନେକ କାହାଣୀ ରହିଛି I ଏବଂ ଆଜି ମଧ୍ୟ ଅନେକ ଲୋକେ ଏହି ଅମୃତ ର ସନ୍ଧାନ ରେ ଅଛନ୍ତି I କିଛି ଲୋକେ ତ ଗୋମୂତ୍ର କୁ ଅମୃତ ବୋଲି ମାନିଥାନ୍ତି ଓ ଏହାକୁ ପିଇଥାନ୍ତି I ଏପରି ମାନ୍ୟତା ରହିଛି କି ଗୋମୂତ୍ର ରେ ସବୁ ରୋଗ ଭଲ ହେଇଥାଏ I

ଆପଣ ଙ୍କ ର ମଧ୍ୟ ରୁ ଅନେକ ଲୋକେ ଏହି ଅମୃତ ନାମ ରେ ନାମ ମଧ୍ୟ ଟେକିଥାନ୍ତି I କିନ୍ତୁ ଏହି କଥା ଖୁବ କମ ଲୋକେ ଜାଣିଥାନ୍ତି କି ଗୋମୂତ୍ର ସ୍ଵାସ୍ତ୍ୟ ପାଁଇ ଭଲ ହେଇଥାଏ ଏହା ଗରମ ହେଇଥାଏ ଏବଂ ଏହା ବିଷ ନାଶକ ହେଇଥାଏ ଏବଂ ଜୀବାଣୁ ନାଶକ ମଧ୍ୟ ହେଇଥାଏ I ଏଥିରେ ନାଇଟ୍ରୋଜେନ , କପର , ଫସଫେଟ , ୟୁରିକ ଏସିଡ , ପୋଟାସିୟୁମ , କ୍ଲୋରାଇଡ ଓ ସୋଡିୟମ ରହିଥାଏ I

ଗୋମୂତ୍ର ର ନିୟମିତ ସେବନ ଦ୍ୱାରା ରକ୍ତାଭାବ ଜନିତ ସମସ୍ୟା ଦୂର ହେଇଥାଏ I