କ୍ରିକେଟର କିଛି ଭାବୁକ ମୁହୂର୍ତ୍ତ, ଯାହାକୁ ଦେଖିକି କେହିବି ନିଜ ଆଖିରୁ ଲୁହକୁ ଅଟକାଇ ପାରିଲେ ନାହିଁ, ଦେଖନ୍ତୁ

କ୍ରିକେଟ ମୈଦାନ ରେ ଅନେକ କିଛି ଅବିସ୍ମରଣୀୟ ଘଟଣା ଘଟିଥାଏ I ଏବଂ ଏହି ସମୟ ରେ ଖେଳାଳି ମାନେ ଭାବୁକ ହେଇ କନ୍ଦେଇଥାନ୍ତି I ତାଙ୍କ ସହ ଥିବା ପ୍ରଶଂସକ ମାନେ ମଧ୍ୟ କାନ୍ଦି ପକାଇଥାନ୍ତି I

ତେବେ ଆଜି ଆମେ ଏହିପରି 10 ଗୋଟି ଘଟଣା ବିଷୟ ରେ ଆଲୋଚନା କରିବା ଯାହା କି କ୍ରିକେଟ ମୈଦାନ ସହ ଜଡିତ ଅଟେ I

25 ନଭେମ୍ବର 2014 ରେ କ୍ରିକେଟ ଜଗତ ରେ ଏକ ଆଶ୍ଚଯ୍ୟକର ଘଟଣା ଘଟିଥିଲା I ସିଡନୀ ଦକ୍ଷିଣ ଅଷ୍ଟ୍ରେଲିଆ ସହ ଘରୋଇ ମ୍ୟାଚ ରେ ନ୍ୟୁ ସାଉଥ ୱେଲସ ସହ ବୋଲର ସିନ ଅବର୍ତ୍ତ ଙ୍କ ର ବଲ ହେଉଜ ଙ୍କ ର ବେକ ରେ ଲାଗିଥିଲା ଏବଂ ବଲ ବାଜିବା ପରେ ସେ ସେହିଠାରେ ହିଁ ଟଳି ପଡ଼ିଥିଲେ I ଏହା ପରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା ଏବଂ ଏହି ଆଘାତ ରେ ସେ କୋମା ରେ ଚାଲିଯାଇଛନ୍ତି I 27 ତାରିଖ ରେ ତାଙ୍କ ର ମୃତ୍ୟୁ ହେଇଥିଲା I ହେଉଜ କ୍ରିକେଟ ରେ ଅନେକ ବଡ଼ ବଡ଼ ରେକର୍ଡ କରିଛନ୍ତି I ଏବଂ ଏହି ଦୁର୍ଘଟଣା ରେ ସାରା ଖେଳ ଜଗତ ଦୁଃଖ ରେ ଭାଙ୍ଗି ପଡିଥିଲା I

2007 ରେ ପ୍ରଥମ ଥର ଆଇସିସି ଟି 20 କ୍ରିକେଟ ୱାରଲଡ଼ କପ ର ଫାଇନାଲ ରେ ପାକିସ୍ତାନ କୁ ହରାଇ ଭାରତୀୟ ଦଳ ବିଜୟ ହେଇଥିଲା I ଏହା କୁ ନେଇ ପ୍ରତୋକ ଖେଳାଳି ଭାବୁକ ହେଇଯାଇଥିଲେ I

ଭାରତୀୟ ଦଳ ର କ୍ୟାପଟେନ ବିରାଟ କୋହଲି ନିଜେ ମଧ୍ୟ କାନ୍ଦି ପକାଇଥିଲେ I 2016 ରେ ଟି 20 ୱାରଲଡ଼ କପ ରେ ଫାଇନାଲ ରେ ଭାରତ ହାରିଯାଇଥିଲା I ଏହି ସମୟ ରେ ବିରାଟ କୋହଲି କାନ୍ଦି ପକାଇଥିଲେ I ସେହିପରି ବିରାଟ କୋହଲି ଯେତେବେଳେ ଭାରତୀୟ ଟେଷ୍ଟ ଟିମ ର କ୍ୟାପଟେନ ହେଇଥିଲେ ସେତେବେଳେ ମଧ୍ୟ ସେ ଖୁବ ଇମୋସନାଲ ହେଇଯାଇଥିଲେ I

ଭାରତ ପାଁଇ 2011 ବିଶ୍ୱକପ କେବେ ନ ଭୁଲିବା ପରି ଉପଲବ୍ଧି ଅଟେ I ହର୍ବଜନ ଦୁଇ 2011 ର ବିଶ୍ୱକପ ରେ ମଧ୍ୟ ଭାଗ ନେଇଥିଲେ I ଏବଂ ଏଠାରେ ସେ ମୈଦାନ ରେ ଖୁବ ଇମୋସନାଲ ହେଇଯାଇଥିଲେ I

2014 ଟେଷ୍ଟ ଅଲବିଦା କହିବା ପରେ ଧୋନି ଡ୍ରେସିଂ ରୁମ ରେ ପହଂଚିଥିଲେ , ସେ ସମୟ ରେ ସେ ଖୁବ କାନ୍ଦି ଥିଲେ I ମାହି ଙ୍କୁ କାନ୍ଦିବା ଦେଖି ତାଙ୍କ ସାଥି ଖେଳାଳି ମଧ୍ୟ ଇମୋସନାଲ ହେଇଯାଇଥିଲେ I

2011 ରେ ଭାରତ ବିଶ୍ୱକପ ଜିତିବା ପରେ ସଚିନ ମଧ୍ୟ ମୈଦାନ ରେ କାନ୍ଦି ପକାଇଥିଲେ I 16 ନଭେମ୍ବର 2013 ରେ ତାଙ୍କ ର ବିଦାଇ ମ୍ୟାଚ ରେ ମଧ୍ୟ ସଚିନ ଖୁବ କାନ୍ଦିଥିଲେ I ଯାହା ଦେଖି ତାଙ୍କ ପୁଅ ଅର୍ଜୁନ ଓ ତାଙ୍କ ର କୋଟି କୋଟି ପ୍ରଶଂସକ ମଧ୍ୟ ଇମୋସନାଲ ହେଇଯାଇଥିଲେ I