କ୍ରିକେଟ ରେକର୍ଡ: ସେହି ୨ଟି ଐତିହାସିକ ରେକର୍ଡ ଯେତେବେଳେ ପୁରା ଦଳକୁ ଚୟନ କରାଯାଇଥିଲା ‘ମ୍ୟାନ ଅଫ ଦି ମ୍ୟାଚ’

ଯେଉଁ ଲୋକେ କ୍ରିକେଟ ଖେଳ ପ୍ରତି ଅଧିକ ଆକର୍ଷିତ ହେଇଥାନ୍ତି ସେମାନେ ମଧ୍ୟ ଏହି ଐତିହାସିକ ରେକର୍ଡ ବିଷୟ ରେ ଜାଣି ନ ଥିବେ I ଦୁଇଟି ଟିମ ମଧ୍ୟ ରେ ଏହି କ୍ରିକେଟ ଖେଳ ର ଆୟୋଜନ ହେଇଥାଏ I କିନ୍ତୁ ଏକ ଏପରି ମ୍ୟାଚ ଥିଲା ଯେଉଁଥିରେ ପୁରା ଟିମ କୁ ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ କରାଯାଇଥିଲା I କ୍ରିକେଟ ଇତିହାସ ରେ ଆଉ ଏପରି କେବେ ଘଟିନାହିଁ I ପ୍ରାୟ 11 ଖେଳାଳି ଙ୍କୁ ଏହି ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ କରାଯାଇଥିଲା I

1996 ରେ ନ୍ୟୁଜଲାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟ ରେ ଖେଳ ର ଆୟୋଜନ ହେଇଥିଲା I ନ୍ୟୁଜଲାଣ୍ଡ ବହୁତ ଧିମି ଖେଳ ପ୍ରଦର୍ଶନ କରିଥିଲା I ଏବଂ ତିନି ଗୋଟି ଵିକେଟ ହରାଇଥିଲା I ନ୍ୟୁଜଲାଣ୍ଡ କେବଳ 158 ରନ କରିଥିଲା ଏବଂ ନ୍ୟୁଜଲାଣ୍ଡ 4 ରନ ବ୍ୟବଧାନ ରେ ବିଜେତା ହେଇଥିଲା I ଖେଳ ଟି ବେଶ ରୋମାଞ୍ଚକର ହେଇଥିଲା I ଏବଂ ନ୍ୟୁଜଲାଣ୍ଡ ର ଏପରି ଖେଳ ପ୍ରଦର୍ଶନ କୁ ନେଇ ପୁରା ଟିମ ର ଖେଳାଳି ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ କରାଯାଇଥିଲା I

1999 ରେ ଏକ ଟେଷ୍ଟ ମ୍ୟାଚ ରେ ଏହିପରି ପୁଣି ଘଟଣା ଦେଖିବା କୁ ମିଳିଥିଲା ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ଟିମ ମଧ୍ୟ ରେ ଏକ ଟେଷ୍ଟ ମ୍ୟାଚ ରେ ମ୍ୟାଚ ରେଫରୀ ଦକ୍ଷିଣ ଆଫ୍ରିକା ର ସବୁ 11 ଜଣ ଖେଳାଳି ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ କରିଥିଲେ I ଦକ୍ଷିଣ ଆଫ୍ରିକା ର 11 ରୁ 6 ଜଣ ଖେଳାଳି ଏପରି ଥିଲେ ଯେଉଁମାନେ ଅଧିକ ଭଲ ଖେଳ ପ୍ରଦର୍ଶନ କରିଥିଲେ ଏବଂ 4 ଜଣ ଏପରି ଖେଳାଳି ଥିଲେ ଯେଉଁମାନେ ଟିମ ପାଁଇ ଅଧିକ ଯୋଗଦାନ ଦେଇଛନ୍ତି I