ମତେ ଦୁନିଆ ବୋଝ ବୋଲି ଭାବୁଛନ୍ତି, ସମ୍ମାନ ମିଳୁ ନାହିଁ, ଏହା କହି କ୍ରିସ ଗେଲ ବିଦାୟ ନେଲେ !

କ୍ରିସ ଗେଲ ସାଉଥ ଆଫ୍ରିକା ରେ ଟି 20 ଲିଗ ଖେଳୁଥିଲେ I

ଦୀର୍ଘ ସମୟ ଖରାପ ଖେଳ ପ୍ରଦର୍ଶନ କାରଣ ରୁ ଆଲୋଚନା ର ଶିକାର ହେଇଥିଲେ I ଏହି ୱେଷ୍ଟଇଣ୍ଡିଜ ର ବିସ୍ଫୋଟକ ଖେଲଲଲୀ କ୍ରିସ ଗେଲ I ସେ ନିଜ ର ଜୀବନ ର କିଛି ଦୁଃଖ କୁ ପରିପ୍ରକାଶ କରିବା ସହ ସାଉଥ ଆଫ୍ରିକା ରେ ଖେଳା ଯାଉଥିବା ଟି 20 ଲିଗ ରୁ ବିଦାୟ ନେଇଛନ୍ତି I କେରେବିଆଇ ର ବିସ୍ଫୋଟକ ବ୍ୟାଟ୍ସମ୍ୟାନ ମଯଂସି ସୁପର ଲିଗ ରେ ଜୋଜି ସ୍ପୋର୍ଟ୍ସ ତରଫରୁ ଖେଳାଲଂତି ଓ ବିଗତ ଚମ୍ପିୟାନ ରେ ରୁ ଆଜି ପର୍ଯ୍ୟନ୍ତ ସେ କୌଣସି ରନ କରିନାହାନ୍ତି I ଗେଲ କହିଛନ୍ତି କି ସେ ଆଜି ପର୍ଯ୍ୟନ୍ତ ଖାତା ମଧ୍ୟ ଖୋଲି ପାରିନାହାନ୍ତି I

ଇଏସପିଏନ ସହ ଆଲୋଚନା କରୁଥିବା ସମୟ ରେ ସେ ନିଜ ର ଦୁଃଖ କୁ ପ୍ରକାଶ କରିଛନ୍ତି I ଏବଂ କହିଛନ୍ତି ଟି 20 ଲିଗ ରେ ତାଙ୍କ ସହ ଭଲ ବ୍ୟବହାର କରାଯାଇନାହିଁ I ଏହି କାରଣ ରୁ ସେ ବହୁତ ଦୁଖୀ ଅଟନ୍ତି I 40 ବର୍ଷୀୟ ବ୍ୟାଟ୍ସମ୍ୟାନ ଗେଲ ଏହି ଲିଗ ର ଛଅ ଗୋଟି ମ୍ୟାଚ ରେ କେବଳ 101 ରନ ହିଁ କରିଛନ୍ତି I ଏବଂ ଟୁର୍ନାମେଣ୍ଟ ରୁ ମଧ୍ୟ ସେ ବିଦାୟ ନେଇଛନ୍ତି I ଯେଉଁଥିରେ ସେ 54 ରନ କରିଥିଲେ I ଯାହା କି ଏହି ଟୁର୍ନାମେଣ୍ଟ ର ଶେଷ ଓଭର ଅଟେ I

ଜୋଜି ଷ୍ଟର୍ସ ପାଁଇ ଶେଷ ମ୍ୟାଚ 54 ରନ ର ଥିଲା
ଅଚାନକ ହିଁ ଟିମ ପାଁଇ ହେଇଯାଉଛନ୍ତି ବୋଝ
ସେ ଏହା ମଧ୍ୟ କହିଛନ୍ତି କି ସେ ଗୋଟେ କି ଦୁଇଟି ମ୍ୟାଚ ହେବ ସନ୍ତୋଷଜନକ ରନ କରିପାରୁନାହାନ୍ତି I ତେଣୁ ସେ ଏହା ଅନୁମାନ କରୁଛନ୍ତି କି ସେ ଟିମ ପାଁଇ ବୋଝ ଅଟନ୍ତି I ଏବଂ ସେ ଏହା ସ୍ପଷ୍ଟ କରିଛନ୍ତି କି ସେ ଯେ କୌଣସି ଟିମ ସହ ଖେଳାନ୍ତୁ ନା କାହିଁକି ଯଦି ଦୁଇ ତିନି ଗୋଟି ମ୍ୟାଚ ରେ ସେ ରନ କରିପାରୁ ନାହାନ୍ତି ତେବେ ସେ ଟିମ ପାଁଇ ବୋଝ ଅଟନ୍ତି I