କଣ ହୋଇଥାଏ ଯେତେବେଳେ କୌଣସି କିନ୍ନର କୁ ଜଣେ ପଇସା ଦେବାକୁ ମନା କରିଥାଏ? ସତ୍ୟତା ଜାଣି ଚମକି ପଡିବେ ଆପଣ

କିନ୍ନର ଏପରି ସମାଜ ର ବ୍ୟକ୍ତିତ୍ୱ ଯାହାଙ୍କ ସମ୍ପର୍କ ରେ ଆପଣ ବେଶ ଭଲ ଭାବରେ ପରିଚିତ ଅଟନ୍ତି I ତେବେ ଆଜି ଆମେ ଏହି କିନ୍ନର ଙ୍କ ସମ୍ପର୍କ ରେ କିଛି ଏପରି ଆଲୋଚନା କରିବାକୁ ଯାଉଛୁ ଯାହା ଆପଣ ପୂର୍ବ ରୁ କେବେ ଜାଣି ନ ଥିବେ I ତେବେ ଏହି କଥା ଆଜିକାର ନୁହେ ଏହା ଅନେକ ପୁରୁଣା ପରମ୍ପରା ଅଟେ I

ଯଦି କୌଣସି ବିଶେଷ କାର୍ଯ୍ୟ କ୍ରମ ରେ ଯେପରି କି ବିବାହ ହେଉ କି ଘର ପ୍ରତିଷ୍ଠା ହେଉ ଯଦି ଆପଣ ଏହି ସମୟ ରେ କିନ୍ନର ଙ୍କୁ ପଇସା ଦେଇଥାନ୍ତି ତ ତାଙ୍କ ର ଆଶ୍ରିବାଦ ରେ ଆପଣ ଙ୍କ ର ଆଗାମୀ ଜୀବନ ସୁଖମୟ ହେଇଥାଏ I ତେବେ ଏହି କାରଣ ରୁ କିନ୍ନର ଙ୍କୁ କେବେ ହେଲେ ପଇସା ଦେବାକୁ ମନା କରନ୍ତୁ ନାହିଁ I ତେବେ କିନ୍ନର ଙ୍କ ମୁହଁ ରୁ ଯେଉଁ ଅଶରିବାଦ ବାହାରିଥାଏ ଏହା କେବେ ହେଲେ ଅଯଥା ଯାଇ ନ ଥାଏ I

ତେବେ ଆପଣ ହୁଏତ ଜାଣି ନ ଥିବେ ଯଦି ଆପଣ କିନ୍ନର ଙ୍କୁ ପଇସା ଦେବାକୁ ମନା କରିଦେବେ ତ କଣ ହେବ I ଯଦି ଆପଣ କିନ୍ନର ଙ୍କ ମୁହଁ ରେ ହିଁ ପଇସା ଦେବାକୁ ମନା କରିଦେବେ ତ କିନ୍ନର ଙ୍କ ମନ ରେ ଯେଉଁ ଆଘାତ ପହଂଚିଥାଏ ଏହା ଦ୍ୱାରା ସେହି ବ୍ୟକ୍ତି ର କେବେ ହେଲେ ମଙ୍ଗଳ ହେଇ ନ ଥାଏ I

ଯଦି କୌଣସି ବ୍ୟକ୍ତି କୌଣସି କିନ୍ନର ଙ୍କ ମୁହଁ ରେ ପରିସ୍କାର ମନା କରିଦେଇଥାଏ କି ମୁ ତୁମ କୁ ପଇସା ଦେବିନାହିଁ ତ କିନ୍ନର ମାନେଟିକେ ରାଗିଯାଇଥାନ୍ତି , ତେବେ କିନ୍ନର ମାନେ ରାଗିଜିବା ସମୟ ଆପଣ ଙ୍କୁ ଅନେକ ଅଭିଶାପ ଦେଇଥାନ୍ତି ଯାହା କି ଆପଣ ଙ୍କ ଜୀବନ ରେ ପ୍ରତିଫଳିତ ହେଇଥାଏ I

ଯଦି କୌଣସି ବ୍ୟକ୍ତି କିନ୍ନର ଙ୍କ ମନ କୁ କଷ୍ଟ ଦେବା ପରି କିଛି କୁହନ୍ତି ତେବେ ସେହି ବ୍ୟକ୍ତି ଙ୍କ ର ଆଗାମୀ ଜୀବନ ରେ ନାନା ସମସ୍ୟା ର ସମୁଖୀନ କରିବାକୁ ପଡିଥାଏ I