ସବୁଦିନ କୁଲି ଜଣଙ୍କ ଷ୍ଟେସନର ମାଗଣା WIFIରେ ନିଜର ସିଭିଲ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲା, ତାପରେ ହେଲା କିଛି ଏପରି କି ଆପଣ ବିଶ୍ଵାସ କରିପାରିବେ ନାହିଁ

ଆପଣ ତ ଏହା ଶୁଣିଥିବେ ପରିଶ୍ରମ ଅନୁସାରେ ଲୋକେ ଫଳ ପାଇଥାନ୍ତି I ଯେଉଁ କାର୍ଯ୍ୟ କୁ ଆପଣ ଦୃଢ଼ ଇଚ୍ଛା ଶକ୍ତି ରେ କରିବା କୁ ଚେଷ୍ଟା କରିଥାନ୍ତି I ସେହି କାର୍ଯ୍ୟ ରେ ଆପଣ ସଫଳ ହେଇଥାନ୍ତି I ଯେଉଁ ବ୍ୟକ୍ତି ଙ୍କ ର ଜୀବନ ର କିଛି ଲକ୍ଷ ଓ ଉଦେଶ୍ୟ ରହିଥାଏ ସେହି ବ୍ୟକ୍ତି ହିଁ ଜୀବନ ରେ ସଫଳ ହେଇପାରିଥାନ୍ତି I ଏବଂ ଜୀବନ ର ଲକ୍ଷ ପଥ ରେ ଥିବା ସବୁ ବାଧା ବିଘ୍ନ ମଧ୍ୟ ସେ ଦୂର କରିପାରିଥାନ୍ତି I ଏହିପରି ଜଣେ ବ୍ୟକ୍ତି ଙ୍କ ବିଷୟ ରେ ଆଲୋଚନା କରିବା ଯେ ହେଉଛନ୍ତି କେରଳ ର ଏର୍ଣ୍ଣାକୁଲମ ଜନ୍ସନ ର I ସେ ଜଣେ ଷ୍ଟେସନ କୁଲି ଅଟନ୍ତି I ଏବଂ ଷ୍ଟେସନ ର ମାଗଣା WIFI ବ୍ୟବହାର କରି ଏପରି କିଛି କରିଛନ୍ତି ଯାହା ଆପଣ କେବେ ଚିନ୍ତା କରି ନ ଥିବେ I

ଯେପରି କି ଆପଣ ଜାଣିଥିବେ ଭାରତ ରେ ପ୍ରତୋକ ବର୍ଷ ସିଭିଲ ସର୍ଭିସ ପରୀକ୍ଷ ହେଇଥାଏ I ଲକ୍ଷ ଲକ୍ଷ ବିଦ୍ୟାର୍ଥୀ ଏଥିରେ ନିଜ ର ଭାଗ୍ୟ ପରୀକ୍ଷ କରିଥାନ୍ତି I ଅନେକ ବିଦ୍ୟାର୍ଥୀ ଅନେକ ବହି ରୁ ପାଠ ପଢି ଏଠାରେ ପରୀକ୍ଷ ଦେବାକୁ ଆସିଥାନ୍ତି I ଅନେକ କୋଚିଂ ସେଣ୍ଟର ମଧ୍ୟ ଯାଇଥାନ୍ତି I

ଶ୍ରୀ ନାଥ କେରଳ ର ଏର୍ଣ୍ଣାକୁଲମ ରେ 5 ବର୍ଷ ହେବ କୁଲି କାମ କରୁଥିଲେ I ବିଗତ ଦିନ ରେ ସେ କେରଳ ରେ ସିଭିଲ ସର୍ଭିସ ପରୀକ୍ଷ ରେ ଫର୍ମ ପକାଇଥିଲେ ଏବଂ ଏହି ପରୀକ୍ଷ ରେ ସଫଳ ମଧ୍ୟ ହେଇଥିଲେ I ତାଙ୍କୁ ଯେତେବେଳେ ତାଙ୍କ ସଫଳତା ବିଷୟ ରେ ପଚରାଯାଇଥିଲା ତ ସେ କହିଥିଲେ ମୁ ଷ୍ଟେସନ ରେ କୁଲି କାମ କରେ ଏବଂ ଷ୍ଟେସନ ରେ ଯେଉଁ ମାଗଣା WIFI ସେବା ରହିଥାଏ ତାହା ଦ୍ୱାରା ମୁ ସିଭିଲ ପରୀକ୍ଷ ପାଁଇ ପ୍ରସ୍ତୁତି କରିଥାଏ I

ଶ୍ରୀ ନାଥ ଙ୍କ ର ଦୃଢ଼ ଇଚ୍ଛା ଶକ୍ତି କୁ ନେଇ ସେ ଲୋକ ଙ୍କ ର ସାମାନ ଉଠାଇବା କାମ ପରେ ଖାଲି ସମୟ ରେ ଏହି ପରୀକ୍ଷ ସମ୍ବନ୍ଧିତ ଅଡିଓ କୁ ଶୁଣି ଶୁଣି ମନେ ରଖୁଥିଲେ I ଏବଂ ଶ୍ରୀ ନାଥ ଙ୍କ ର ଏପରି ଅକ୍ଲାନ୍ତ ପରିଶ୍ରମ କାରଣ ରୁ ସେ ସଫଳ ହେଇପାରିଛନ୍ତି I

10 ଶ୍ରେଣୀ ପାସ କରିବା ପରେ ଶ୍ରୀ ନାଥ ଏହି ପରୀକ୍ଷ ରେ ସଫଳ ହେଇଯାଇଛନ୍ତି ଓ ଏଥିରେ ସବୁ ଶ୍ରେଣୀ ରେ ଉତ୍ତୀର୍ଣ ହେବା ପରେ ସେ ରେଭିନ୍ୟୁ ଡିପାର୍ଟମେଣ୍ଟ ରେ ଗ୍ରାମାଞ୍ଚଳ ରେ ଆସିଷ୍ଟାନ ଅଫିସର ରୂପେ କାମ କରିବେ I ଶ୍ରୀ ନାଥ ଙ୍କ କହିବା ଅନୁସାରେ ସେ ମୂଳ ରୂପେ ମୁନ୍ନାର ରେ ରୁହନ୍ତି I

ପ୍ରଧାନମନ୍ତ୍ରୀ ମୋଦି 2016 ରେ ଡିଜିଟାଲ ଇଣ୍ଡିଆ ଯୋଜନା ଅନ୍ତର୍ଗତ ରେଳ ଷ୍ଟେସନ ରେ ମାଗଣା WIFI ସେବା ଲଗାଇଥିଲେ I ଏବଂ ଏହି ସେବା କାରଣ ରୁ ଆଜି ଶ୍ରୀ ନାଥ ନିଜ ର ଲକ୍ଷ ପୁରା କରିଛନ୍ତି I