Kunari Bohu ସିରିୟଲ ଆକ୍ଟର ମାନଙ୍କର ପ୍ରକୃତ ଜୀବନ ସାଥୀ, ଆଗରୁ ଦେଖି ନ ଥିବେ, ସବୁଠୁ ସୁନ୍ଦର ଇଏ

ନମସ୍କାର ବନ୍ଧୁଗଣ ଆପଣମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା କୁଆଁରୀ ବୋହୂ ଧାରାବାହିକ ନିଶ୍ଚିତ ଦେଖୁଥିବେ କିନ୍ତୁ ଆପଣମାନେ ଜାଣିଛନ୍ତି କି କୁଆଁରୀ ବୋହୂ ଧାରାବାହିକରେ ଅଭିନୟ କରିଥିବା କଳାକାର ମାନଙ୍କର ପ୍ରକୃତ ଜୀବନ ସାଥୀଙ୍କ ବିଷୟରେ, ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।

ସୋନାଲି ଓଝା: ସୋନାଲି ଓଝା ଏହି ଧାରାବାହିକରେ କବିତା ଅଭିନୟ କରୁଛନ୍ତ। କବିତାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ବୋହୁତସାରା ସିନେମା ଓ ଶିରିୟଲରେ ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ସୋନାଲି ଓଝାଙ୍କ ସ୍ଵାମୀ ଯାହାଙ୍କ ନାମ ହେଉଛି ପ୍ରଜ୍ଞାଚରଣ ଦାସ।

କୀର୍ତ୍ତି ମହାନ୍ତି: କୀର୍ତ୍ତି ମହାନ୍ତି ଏହି ଧାରାବାହିକରେ ଦେବୀକା ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ଦେଵିକା ରାନୀ ଅନେକ ଫିଲ୍ମ ଓ ଶିରିୟଲରେ ନିଜର ଅଭିନୟର ଯାଦୁ ଦେଖାଇ ଓଡ଼ିଶାର ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନେଇ ପାରିଛନ୍ତି। ଆଉ ଇଏ ହେଉଛନ୍ତି ଦେବୀକା ରାଣୀଙ୍କ ସ୍ଵାମୀ ଯାହାଙ୍କ ନାମ ହେଉଛି ଶୁଭକାନ୍ତ ପଟ୍ଟନାୟକ।

ରାକେଶ: ରାକେଶଙ୍କୁ ଆପଣମାନେ ଶିମ୍ବା ନାମରେ ବେଶ୍ ଭଲ ଭାବରେ ଜାଣିଥିବେ। ସିମ୍ବାଙ୍କୁ ଆପଣମାନେ ଏହି ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଦେଖିଥିବେ। ସିମ୍ବା ରୀୟଲ୍ ଲାଇଫରେ ବିବାହ କରିଛନ୍ତି ଆଉ ଇଏ ହେଉଛନ୍ତି ସିମ୍ବାଙ୍କ ସ୍ତ୍ରୀ ଯାହାଙ୍କ ନାମ ହେଉଛି ଜାଗ୍ୟସିନି ଏବଂ ସେ ଜଣେ ଅଭିନେତ୍ରୀ ମଧ୍ୟ।

ଚିନ୍ତାମଣି ବିଶ୍ଵାଳ: ଯିଏକି ଏହି ଧାରାବାହିକରେ ଜିତୁ ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ଆଉ ଇଏ ହେଉଛନ୍ତି ଚିନ୍ତାମଣିଙ୍କ ସ୍ତ୍ରୀ ଯାହାଙ୍କ ନାମ ହେଉଛି କଳ୍ପଶ୍ରୀ ଜଗଦେବ।

ଅମର ମହାପାତ୍ର: ଅମର ମହାପାତ୍ର ଏହି ଧାରାବାହିକରେ ବୋମକେସ୍ ଭୂମିକାରେ ଅଭିନୟ କରୁଛନ୍ତି। ଅମର ରୀୟଲ୍ ଲାଇଫରେ ବିବାହ କରିଛନ୍ତି ଆଉ ଆପଣମାନେ ଦେଖି ପାଉଥିବା ଇଏ ହେଉଛନ୍ତି ଅମରଙ୍କ ପତ୍ନୀ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି।

ସିଲା ତ୍ରିପାଠୀ: ଯାହାଙ୍କୁ ଆପଣମାନେ ଏହି ଧାରାବାହିକରେ ବେଦିକା ଭୂମିକାରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ଆପଣମାନେ ଦେଖି ପାରୁଥିବେ ଇଏ ହେଉଛନ୍ତି ବେଦିକାଙ୍କ ସ୍ଵାମୀ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି।

ସୁମନ କୁମାର:ସୁମନ କୁମାର ଏହି କୁଆଁରୀ ବୋହୂ ଧାରାବାହିକର ମୁଖ୍ୟ ଅଭିନେତା ସାଇ ଭୂମିକାରେ ଅଭିନୟ କରୁଛନ୍ତି। ଏଠାରେ ଆପଣମାନେ ଦେଖି ପାରୁଥିବେ ଇଏ ହେଉଛନ୍ତି ସୁମନ କୁମାରଙ୍କ ଗାର୍ଲ୍ ଫ୍ରେଣ୍ଡ୍ ଯାହାଙ୍କ ନାମ ହେଉଛି ସାରା ରାଉତ୍। ସୁମନ ଏବଂ ସାରା ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ପ୍ରିୟଙ୍କା ରଥ: ଯିଏକି ଏହି ଧାରାବାହିକର ମୁଖ୍ୟ ଅଭିନେତ୍ରୀ ଶ୍ରଦ୍ଧା ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ପ୍ରିୟଙ୍କା ରୀୟଲ୍ ଲାଇଫରେ ସିଙ୍ଗଲ ଅଛନ୍ତି ଆଉ ତାଙ୍କର କେହି ବୟେଫ୍ରେଣ୍ଡ୍ ନାହାନ୍ତି।