କୁଆଁରି ବୋହୁ ସିରିଏଲର ଅଭିନତ୍ରୀ Lumrainaଙ୍କୁ ଜନ୍ମ ଦିନରେ ମିଳିଲା ଏତେ ଦାମିକିଆ ଉପହାର, Raj Rajesh କରିଲେ ଏମିତି…

ନମସ୍କାର ବନ୍ଧୁଗଣ ଆପଣମାନେ ତ ଲୁମ୍ରାଇନାଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଯିଏକି ଓଲିଉଡ ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି। ତେବେ ଦର୍ଶକ ବନ୍ଧୁ ଲୁମ୍ରାଇନା ଖୁବ୍ ଧୁମ୍ ଧାମ୍ ରେ ପାଳନ କରିଛନ୍ତି ତାଙ୍କର ଜନ୍ମଦିନ ତେବେ ଲୁମ୍ରାଇନା କେମିତି ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ଆଉ ତାଙ୍କ ଜନ୍ମଦିନରେ ତାଙ୍କୁ କଣ ସବୁ ଗିଫ୍ଟ ମିଳିଛି ଆସନ୍ତୁ ଜାଣିବା।


ଦର୍ଶକ ବନ୍ଧୁ କୁଆଁରୀ ବୋହୂ ଧାରାବାହିକର ଲୁମ୍ରାଇନା ଖୁବ୍ ଧୁମ୍ ଧାମ୍ ରେ ପାଳନ କରିଛନ୍ତି ତାଙ୍କର ଜନ୍ମଦିନ, ପରିବାର ଏବଂ ସାଙ୍ଗମାନଙ୍କ ସହିତ ମିଶି କେକ କାଟି ପାଳନ କରିଥିଲେ ଲୁମ୍ରାଇନା ତାଙ୍କ ଜନ୍ମଦିନ। ଏହା ବ୍ୟତୀତ ନୂଆ କରି ଡେଟ୍ କରୁଥିବା ରାଜ୍ ରାଜେଶ୍ ମଧ୍ୟ ତାଙ୍କର ଜନ୍ମଦିନରେ ଉପସ୍ଥିତ ଥିଲେ |


ରାଜ୍ ରାଜେଶ୍ ଙ୍କ ସହିତ କେକ କାଟି ପାଳନ କରିଥିଲେ ଲୁମ୍ରାଇନା ତାଙ୍କର ଜନ୍ମଦିନ ଏବଂ ଖୁବ୍ ମଜାମସ୍ତି କରିଥିଲେ ଯାହାର କିଛି ଫଟୋ ଏବଂ ଭିଡିଓ ସେୟାର କରିଥିଲେ ସୋସିଆଲ ମିଡିଆରେ। ତେବେ ଦର୍ଶକ ବନ୍ଧୁ ଓଲିଉଡର କଳାକାର ମାନେ ମଧ୍ୟ ଲୁମ୍ରାଇନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ଏହା ବ୍ୟତୀତ ବୋହୁତ ସାରା ଗିଫ୍ଟ ମଧ୍ୟ ମିଳିଛି ଲୁମ୍ରାଇନାଙ୍କୁ ତାଙ୍କ ଜନ୍ମଦିନ ଅବସରରେ।


ରାଜ୍ ରାଜେଶ୍ ଲୁମ୍ରାଇନାଙ୍କୁ ଏକ ଫଟୋଫ୍ରେମ୍ ଗିଫ୍ଟ ଦେଇଛନ୍ତି ଯେଉଁଥିରେ ଏହି ଲଭ୍ ବାର୍ଡଙ୍କର ଫଟୋ ରହିଛି। ଯାହାଙ୍କୁ ଆପଣମାନେ ଏଠାରେ ଦେଖି ପାରୁଥିବେ। ଏହା ବ୍ୟତୀତ ବୋହୁତ ସାରା ଛୋଟ ବଡ ଗିଫ୍ଟ ବି ମିଳିଛି ଲୁମ୍ରାଇନାଙ୍କୁ ତାଙ୍କ ଜନ୍ମଦିନ ଅବସରରେ। ତେବେ ଲୁମ୍ରାଇନା ଏତେସବୁ ଗିଫ୍ଟ ପାଇ ବୋହୁତ ଖୁସୀ ଥିବାର କହିଛନ୍ତି ନିଜ ସୋସିଆଲ ମିଡିଆରେ।