ଲଞ୍ଚ ହେବା ମାତ୍ରେ ଏହି ଗାଡି ପାଇଁ ପାଗଳ ହୋଇଗଲେ ଲୋକେ,ଦାମ ଏତେ କି ଆଜିହିଁ କିଣି ନେବେ ଆପଣ

ପ୍ରତୋକ ବ୍ୟକ୍ତି ତ ଏହା ଇଛାକରିଥାନ୍ତି ତାଙ୍କ ପାଖ ରେ ଏକ ଘର ଥାଉ ଏକ ଗାଡି ଥାଉ I ତେବେ ଆଜି ଆମେ ଯେଉଁ ଘଟଣା ସମ୍ପର୍କ ଶୁଣିବାକୁ ଯାଉଛୁ ଆପଣ ବି ଶୁଣି ଆଶ୍ଚଯ୍ୟ ହେବେ ଏବଂ ଘର ପରିବର୍ତେ ଗାଡି କିଣିବାକୁ ଇଚ୍ଛା କରିବେ I ତେବେ ଆଜି ଆମେ ଯେଉଁ ଗାଡି ସମ୍ପର୍କ ରେ କହିବାକୁ ଯାଉଛୁ ତାହା ହୁଏତ ଆପଣ ଭାବୁଥିବେ ବେକାର ଗାଡି ବୋଲି କିନ୍ତୁ ଏହା ର ଗୁଣବତା ସମ୍ପର୍କ ରେ ଜାଣି ଆପଣ ବି ଏହି ଗାଡି କୁ ପସନ୍ଦ କରିବେ I

ଆଜି ଆମେ ଯେଉଁ ଗାଡି ସମ୍ପର୍କ ରେ ଆପଣ ଙ୍କୁ କହିବାକୁ ଯାଉଛୁ ଏହା ଶୁଣି ଆପଣ ଙ୍କ ର ବି ହୋସ ଉଡିଯିବ I ଆମେ ଆଜି ଯେଉଁ ଗାଡି ସମ୍ପର୍କ ଆଲୋଚନା କରୁଛେ ତାହା ବର୍ତମାନ ବଜାର ରେ ଲଞ୍ଚ ହେଇଚି I ଏବଂ ଏହି ଗାଡି ସବୁ ଲୋକଙ୍କୁ ବେଶ ପସନ୍ଦ ଆସିଛି I ତେବେ ଏହି ଗାଡିଟି ବେଶ ଅଦ୍ଭୁତ ଅଟେ I ଏବଂ ବାହାର ଦେଖି ଆପଣ ବି ଏହା କୁ ଜାଣିପାରିବେ ନାହିଁ I

ଆପଣ ସାଧାରଣ ଗାଡି ରୁ ନେଇ ଅନେକ ସୁପର ବାଇକ ଦେଖିଥିବେ କିନ୍ତୁ ଆଜି ଆମେ ଯେଉଁ ମଡେଲ ସମ୍ପର୍କ ରେ ଆପଣ ଙ୍କୁ ଦେଖାଇବାକୁ ଯାଉଛୁ ଏହା କୁ ଏକ ଫରେନ କମ୍ପାନୀ ଲଞ୍ଚ କରିଛି I ଏହି ବାଇକ ରେ ଆପଣ ବର୍ଷା ରେ ବି ଓଦା ହେଇପାରିବେ ନାହିଁ କି ଖରା କାଟିବ ନାହିଁ I ଏହି ଗାଡି ମଡେଲ ର ମୂଲ୍ୟ ମାତ୍ର 80000 ଟଙ୍କା ଅଟେ I

ତେବେ ଗାଡି ର ସଉକିନ ଥିବା ଲୋକଙ୍କ ପାଁଇ ଏହି ଖୁସି ଖବର କି 2 ଚକିଆ କାର କୁ ଆମେରିକା ର ଏକ କମ୍ପାନୀ ଲଞ୍ଚ କରିଛି ଏବଂ ଏହା ଅନେକ ଦେଶ ରେ ବି ଲଞ୍ଚ ହେଇଚି I ଏହା ଏକ ଇଲେକ୍ଟ୍ରୋନିକ କାର ଅଟେ I ଏବଂ ଏହା କୁ ଆପଣ ଥରେ ରିଚାର୍ଜ କରିଲେ 400 କିମି ଅତି ସହଜ ରେ ଯାଇପାରିବେ I