ଲିଭର କମଜୋର ଥିଲେ ଶରୀର ଦେଇ ଥାଏ ଏହି ୬ଟି ସଙ୍କେତ, ଅଣଦେଖା କଲେ ଯାଇପାରେ ଜୀବନ …

ଲିଭର ଶରୀର ର ଏକ ଅଭିର୍ନ ଅଙ୍ଗ ଅଟେ I ପାଚନ କରିବା ଆବଶ୍ୟକ ରସାୟନ ଆଦି ପ୍ରସ୍ତୁତ କରିବା ଓ ପିତ ନିର୍ମାଣ ପରି ଅତ୍ୟନ୍ତ ଗୁରୁତ୍ୱପୂର୍ଣ କାର୍ଯ୍ୟ ଏହି ଲିଭର ରେ ହେଇଥାଏ I ପେଟ ରେ ଏକ ଥଳି ପରି ରହିଥାଏ ଯାହା କି ପିତ କୋଷ ନାମ ରେ ପରିଚିତ ଅଟେ I

ଆଜିକା ସମୟ ରେ ଲୋକେ ହୃଦୟ ରୋଗ ଓ କିଡ୍ନୀ ରୋଗ ଆଦି ରେ ପୀଡିତ ହେଇଥାନ୍ତି ତେଣୁ ଲୋକ ଙ୍କୁ ସଚେତନ କରାଇବା କୁ 19 ଅପ୍ରେଲ କୁ ବିଶ୍ୱ ଲିଭର ଦିବସ ରୂପେ ପାଳନ କରାଯାଇଥାଏ I ଆମ ଶରୀର ର 500 ରୁ ଉର୍ଧ୍ଵ କାର୍ଯ୍ୟ ଏହି ଲିଭର ଦ୍ୱାରା ହିଁ ହେଇଥାଏ I ଯଦି ଲିଭର କମଜୋର ହେଇଥାଏ ତେବେ ଶରୀର ରେ ଏହା ର ଅନେକ ଲକ୍ଷ୍ୟଣ ଦେଖିବାକୁ ମିଳିଥାଏ I ଆଜି ଆମେ ଏହି ସଂକେତ ବିଷୟ ରେ ଆଲୋଚନା କରିବା I

1. ତ୍ୱଚା କୁଣ୍ଡାଇ ହେବା
ତ୍ୱଚା କୁଣ୍ଡାଇ ହେବା କୁ ସାମାନ୍ୟ ବୋଲି ଭାବିବା ଉଚିତ ନୁହେଁ I ଲିଭର ରେ ହେଉଥିବା ବାଇଲ ଜୁସ ରକ୍ତ ରେ ମିଶିଯାଇଥାଏ ତ କୁଣ୍ଡାଇ ହେବା ପରି ସମସ୍ୟା ଦେଖିବାକୁ ମିଳିଥାଏ I

2.ତ୍ୱଚା ରେ ନୀଳ ରଙ୍ଗ ର ରେଖା
ଯଦି ତ୍ୱଚା ରେ ବୁଢିଆଣୀ ଜାଲ ପରି ନୀଳ ନୀଳ ରେଖା ଏହା ଲିଭର କମଜୋର ର ସଂକେତ ହେଇଥାଏ I ଏହା ଦ୍ୱାରା ଶରୀର ରେ ଏସ୍ଟ୍ରୋଜେନ ର ମାତ୍ରା ବୃଦ୍ଧି ହେଇଥାଏ I

3.ଆଘାତ ଲାଗିଲେ ରକ୍ତ ବୋହିବା
ଆଘାତ ଲାଗିଲେ ରକ୍ତ ବୋହିବା ସାଧାରଣ କଥା ନୁହେଁ ଏହା ଲିଭର କମଜୋରୀ ର ମଧ୍ୟ ଏକ ବଡ଼ ସଂକେତ ଅଟେ I ଶରୀର ରେ ରକ୍ତ କୁ ଜମାଟ ବାନ୍ଧି ରଖିବାକୁ ଏକ ବିଶେଷ ପ୍ରୋଟିନ ର ଆବଶ୍ୟକ ରହିଛି ଯାହା କି ଲିଭର ଦ୍ୱାରା ହିଁ ସମ୍ଭବ ହେଇଥାଏ I

4.ଶ୍ୱାସ ରେ ଦୁର୍ଗନ୍ଧ
ଲିଭର ରେ ରୋଗ ହେଇଥିଲେ ଡ଼ାଈ ମିଠାଇଲ ସେଲଫିଡ଼ କାରଣ ରୁ ମୁଖ ଦୁର୍ଗନ୍ଧ ହେଇଥାଏ I ଏହା ଲିଭର କମଜୋରୀ ର ସଂକେତ ଅଟେ I

5. ଚେହେରା ରେ ଦାଗ
ଲିଭର କମଜୋର ଥିଲେ ଚେହେରା ରେ ଦାଗ ସମସ୍ୟା ଦେଖାଯାଇଥାଏ I ଶରୀର ରେ ଏସ୍ଟ୍ରୋଜେନ ର ମାତ୍ରା ବୃଦ୍ଧି ପାଇବା ଦ୍ୱାରା ଟାୟରନେଜ ର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ I

6. ହାତ ଲାଲ ହେଇଯିବା
ଯଦି ଆପଣ ଙ୍କ ର ହାତ ଲାଲ ହେଇଯାଇଥାଏ ଓ କୁଣ୍ଡାଇ ହେଉଥାଏ ତେବେ ମଧ୍ୟ ଏହା ଲିଭର ଖରାପ ର ଏକ ବଡ଼ ସଂକେତ ଅଟେ I