ଖାଦ୍ୟ ଖାଇବା ପରେ ୯୯% ଲୋକେ କରିଦେଇଥାନ୍ତି ୨ଟି କାମ ଯେଉଁଥି ପାଇଁ ଖାଇଥିବା ଖାଦ୍ୟ ଶରୀରରେ ଲାଗି ନ ଥାଏ

ପ୍ରତୋକ ବ୍ୟକ୍ତି ଙ୍କ ଜୀବନ ରେ ନିୟମିତ ଭୋଜନ ର ଆବଶ୍ୟକତା ରହିଥାଏ I ଭୋଜନ ପରେ ହିଁ ମନୁଷ୍ୟ ଶରୀର ରେ ଉର୍ଜା ର ସଂଚାର ହେଇଥାଏ I ଭୋଜନ ନ କରିବା ଦ୍ୱାରା ଲୋକେ କମଜୋର ଅନୁଭବ କରିଥାନ୍ତି I ଆଜିକା ସମୟ ରେ ଏପରି ଅନେକ ଲୋକେ ଅଛନ୍ତି ଯେଉଁମାନେ ଖାଦ୍ୟ ସେବନ ପରେ କିଛି ଏପରି ଭୁଲ କରିଥାନ୍ତି ଯାହା କି ତାଙ୍କ ଶରୀର ପାଁଇ ହାନିକାରକ ହେଇପାରେ I ଏବଂ ଏହି ଖାଦ୍ୟ ର ସଠିକ ପୋଷକତତ୍ୱ ଆପଣ ପାଇପାରି ନ ଥାନ୍ତି I ଅର୍ଥାତ ଶରୀର କମଜୋର ରହିଥାଏ I

ଆଜି ଆମେ ଆପଣ ଙ୍କୁ ଏପରି କିଛି କାମ ବିଷୟ ରେ କହିବା କୁ ଯାଉଛୁ ଯାହା କି ଆପଣ ଖାଦ୍ୟ ସେବନ ପରେ କରିବେ ନାହିଁ I

1.ଖାଦ୍ୟ ସେବନ ପରେ ଚା ପିଅନ୍ତୁ ନାହିଁ I ଆଜିକା ସମୟ ରେ ଏପରି ଅନେକ ଲୋକେ ରହିଛନ୍ତି ଯେଉଁମାନେ କି ଖାଦ୍ୟ ସେବନ ପରେ ଚା ସେବନ କରିଥାନ୍ତି I ଏହା ଆପଣ ଙ୍କ ଶରୀର ପାନୀ ହାନିକାରକ ହେଇଥାଏ I ଏପରି କରିବା ଦ୍ୱାରା ପେଟ ରେ ଏସିଡ଼ିଟି ସମସ୍ୟା ରହିଥାଏ I ଏବଂ ଶରୀର ଉପରେ ଏହା ର ଖରାପ ପ୍ରଭାବ ପଡିଥାଏ I ଖାଦ୍ୟ ସେବନ ପରେ ଚା ସେବନ କରିବା ଦ୍ୱାରା ଏହା ଆପଣ ଙ୍କ ର ପାଚନ ତନ୍ତ୍ର କୁ ଖରାପ କରିଥାଏ I

2.କିଛି ଲୋକେ ଖାଦ୍ୟ ସେବନ ସମୟ ରେ କିମ୍ଭା ଖାଦ୍ୟ ସେବନ ପରେ ସଂଗେ ସଂଗେ ଏକ ଗ୍ଲାସ ପାଣି ପିଇଥାନ୍ତି କିନ୍ତୁ ଏପରି କରିବା ଉଚିତ ନୁହେଁ I ଏପରି ପାଣି ପିଇବା ଦ୍ୱାରା ଆପଣ ଙ୍କ ର ପାଚନ କ୍ରିୟା ଠିକ ରେ ହେଇ ନ ଥାଏ I ଏବଂ ଏପରି ଅଭ୍ୟାସ ଦ୍ୱାରା ଖାଦ୍ୟ ର ସଠିକ ପୋଷକତତ୍ୱ ଆପଣ ଙ୍କ ଶରୀର ରେ ଲାଗି ନ ଥାଏ I ଏବଂ ଆପଣ ଙ୍କ ର ଶରୀର ସର୍ବଦା କମଜୋର ରହିଥାଏ I ଖାଦ୍ୟ ସେବନ ର 15-20 ମିନିଟ ପରେ ହିଁ ପାଣି ପିଇବା ଉଚିତ I