ଲୋକଙ୍କୁ ଖାଇବାକୁ ବାଣ୍ଟୁବାଣ୍ଟୁପସନ୍ଦ ହେଇଗଲା ଭିକ ମାଗୁଥିବା ଝିଅ, ସଙ୍ଗେ ସଙ୍ଗେ କରିଦେଲେ ବିବାହ ଆଉ ତାପରେ ….

ଅନେକ ସମୟ ରେ ଆପଣ ଏପରି କିଛି ଘଟଣା ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ I କିଛି ଘଟଣା ଆପଣ ଅଚାନକ ଦେଖି ବୁଝିପାରିବେ ନାହିଁ କି କେତେବେଳେ ଜଣେ ବ୍ୟକ୍ତି ଙ୍କ ର ଜୀବନ ରେ ଏତେ ବଡ଼ ପରିବର୍ତନ ଆସିଯାଉଛି I ଆଜି ଆମେ ଯାହା ଙ୍କ ର ବିଷୟ ରେ କହିବା କୁ ଯାଉଛୁ ତାଙ୍କ ଘର କାନପୁର ରେ ଓ ତାଙ୍କ ନାମ ଅନିଲ ଅଟେ I ଅନିଲ ଜଣେ ଭଲ ଚିନ୍ତାଧାରା ର ବ୍ୟକ୍ତି ଅଟନ୍ତି I ସେ ପ୍ରତୋକ ଦିନ ଫୁଟପାଥ ରେ ଗରିବ ଲୋକ ଙ୍କୁ ଖାଦ୍ୟ ବଣ୍ଟନ କରିଥାନ୍ତି I

ଏହି ସମୟ ରେ ଜଣେ ଯୁବତୀ ଯାହା ଙ୍କ ର ନାମ ନିଲମ ଅଟେ ତାଙ୍କୁ ମଧ୍ୟ ଖାଦ୍ୟ ବାଣ୍ଟିଥିଲେ I ଅନିଲ ପ୍ରତୋକ ଦିନ ଖାଦ୍ୟ ଦେଉଥିଲେ ଓ ଏହି ଯୁବତୀ ମଧ୍ୟ ନେଇଯାଉଥିଲେ I ପ୍ରତୋକ ଦିନ ଏହିପରି ଅନିଲ , ନିଲମ ଙ୍କୁ ସାକ୍ଷ୍ୟାତ କରୁଥିଲେ I ଦିନେ ଅନିଲ , ନିଲମ ଙ୍କୁ କହିଥିଲେ ସେ ତାଙ୍କୁ ବିବାହ କରିବା କୁ ଚାହୁଁଛନ୍ତି I

ଏହା ଶୁଣି ନିଲମ ବହୁତ ଖୁସି ହେଇଥିଲେ ଓ ଆଶ୍ଚଯ୍ୟ ମଧ୍ୟ ହେଇଥିଲେ I ଏହା ପରେ ସଂଗେ ସଂଗେ ଦୁହେଁ ବିବାହ କରିଥିଲେ I ବିବାହ ସମ୍ପୂର୍ଣ ସାମାନ୍ୟ ଶୈଳୀ ରେ ହେଇଥିଲା I ବିବାହ ପରେ ଏହି ଘଟଣା ଟି ବେଶ ଚର୍ଚା ହେବାକୁ ଲାଗିଥିଲା I ସବୁ ଲୋକେ ଅନିଲ ଙ୍କୁ ବେଶ ପ୍ରଶଂସା ମଧ୍ୟ କରିଥିଲେ କାରଣ ଅନିଲ ଧନୀ ଓ ଗରିବ ର ଭେଦ ଭାବ ଜମାରୁ ଦେଖି ନ ଥିଲେ I

ନିଲମ ମଧ୍ୟ ଟିକେ ଚିନ୍ତା ରେ ରହିଥିଲେ କାରଣ କିଛି ଦିନ ତଳେ ତାଙ୍କ ପିତା ଙ୍କ ର ଦେହାନ୍ତ ହେଇଥିଲା କାରଣ ସେ ପାରାଲେସ ରେ ପଡ଼ିଥିଲେ I ଏପରି ନାନା ସମସ୍ୟା କୁ ନେଇ ନିଲମ ଙ୍କ ର ସେପରି କୌଣସି ଯୋଗ୍ୟତା ମଧ୍ୟ ନ ଥିଲା କି ସେ କାମ କରି ପାରିବେ I ଏହି କାରଣ ରୁ ସେ ଭିକ ମାଗି ଚଳୁଥିଲେ I ତେବେ ତାଙ୍କ ଭାଗ୍ୟ କୁ ନେଇ ସେ ଆଜି ବେଶ ଖୁସି ଅଛନ୍ତି I