ଲୁଚି-ଲୁଚି ଦେଖା ହେଉଥିଲେ ପ୍ରେମୀ ଓ ପ୍ରମିକା, ପରିବାରର ଲୋକ ଧରିକି ତାପରେ କରିଲେ ଏପରି କାମ କି

ଆଜି ପର୍ଯ୍ୟନ୍ତ ଆପଣ ଅନେକ ପ୍ରେମ କାହାଣୀ ଶୁଣିଥିବେ I ଏବଂ ପ୍ରେମୀ ଯୁଗଳ ମଧ୍ୟ ଅନେକ ସମୟ ରେ ଲୁଚି ଲୁଚି ପରସ୍ପର କୁ ସାକ୍ଷ୍ୟାତ କରିଥାନ୍ତି I ଆଜିକା ସମୟ ରେ ଏପରି ଅନେକ ପ୍ରେମ କାହାଣୀ ରହିଛି I ଯାହା ଆପଣ ଶୁଣି ନ ଥିବେ I ଆଜି ର ଏହି ପ୍ରେମ କାହାଣୀ କୁ ଯେତେବେଳେ ଲୋକେ ଜାଣିବା କୁ ପାଇଥିଲେ ତ ପରିବାର ଲୋକେ ଉଭୟ ଙ୍କ ର ବିବାହ କରାଇ ଦେଇଥିଲେ , ଘଟଣା ଟି ଇମାମଗଂଜ ର ବିଶ୍ରାମପୁର ଗ୍ରାମ ର ଅଟେ I

ଏଠାକୁ ନିଜ ପ୍ରେମୀ ଙ୍କୁ ସାକ୍ଷ୍ୟାତ କରିବା କୁ ଆସିଥିଲେ ପ୍ରେମିକା I ପରସ୍ପର ର ସହମତି ଅନୁସାରେ ହିଁ ବିବାହ କରିଥିଲେ I ଏହି ଆଶ୍ଚଯ୍ୟକର ପ୍ରେମ କାହାଣୀ ଟି ହେଉଛି ଇମାମଗଂଜ ପ୍ରଖଣ୍ଡ ଅଂଚଳ ର ବିଶ୍ରାମପୁର ଗ୍ରାମ ର I ପରିବାର ଲୋକେ ଏହା ଜାଣିବା ପରେ ଦୁହିଁଙ୍କ ର ବିବାହ କରାଇ ଦେଇଥିଲେ I ବିଶ୍ରାମପୁର ର ସୁମିତ ଓ ବାଲ ଜିଲ୍ଲା ର କୀଯଲ ଗ୍ରାମ ରେ ରହୁଥିବା ଅଞ୍ଜଳି ଙ୍କ ର ବିବାହ ଆଜିକା ସମୟ ରେ ବେଶ ଚର୍ଚା ରେ ରହିଛି I ବିଶ୍ରାମପୁର ଗ୍ରାମ ରେ ରହୁଥିବା ସ୍ବର୍ଗୀୟ ହରିଦ୍ୱାର ସିଂ ଙ୍କ ର ପୁତ୍ର ସୁମିତ କୁମାର ଓ ଅର୍ବଲ ଜିଲ୍ଲା ର ବିପୁଳ ସିଂ ଙ୍କ ର ପୁତ୍ରୀ ଅଞ୍ଜଳି ଙ୍କ ର ସାକ୍ଷ୍ୟାତ 3 ବର୍ଷ ପୂର୍ବ ରେ ହେଇଥିଲା I

ଏକ ଗୃହ ପ୍ରବେଶ ସମୟ ରେ ଉଭୟ ଙ୍କ ର ସାକ୍ଷ୍ୟାତ ହେଇଥିଲା I ଏହା ପରେ ଉଭୟ ପରସ୍ପର ସହ ଫୋନ ରେ କଥା ହେଉଥିଲେ I ଉଭୟ ଙ୍କ ମଧ୍ୟ ରେ ପ୍ରେମ ର ଭାବନା ବଢିଥିଲା ଓ ଧୀରେ ଧୀରେ ଦୁହେଁ ପରସ୍ପର କୁ ସାକ୍ଷ୍ୟାତ ମଧ୍ୟ କରୁଥିଲେ I ପ୍ରଥମ ଥର ଦୁହେଁ 25 ଡିସେମ୍ବର 2018 ରେ ସାକ୍ଷ୍ୟାତ କରିଥିଲେ I 31 ମାର୍ଚ୍ଚ କୁ ଯେତେବେଳେ ଦୁହେଁ ଜାହାନବଦ ରେ ସାକ୍ଷ୍ୟାତ ହେଇଥିଲେ ତ ଦୁହେଁ ବିବାହ କରିବା କୁ ନିଷ୍ପତି ନେଇଥିଲେ I

ତାଙ୍କ ପ୍ରେମ କାହାଣୀ ବିଷୟ ରେ ଜାଣିବା ପରେ ପରିବାର ଲୋକେ ତାଙ୍କ ର ବିବାହ କରାଇ ଦେଇଥିଲେ I ଗ୍ରାମ ର ମୁଖିଆ ବିଟ୍ଟୁ ସିଂ କହିଛନ୍ତି କି ବିଶ୍ରାମପୁର ଗ୍ରାମ ରେ ଥିବା ଶିବ ମନ୍ଦିର ରେ ଏହି ବିବାହ କରାଯାଇଥିଲା I ସେଠାରେ ପୁରା ଗ୍ରାମ ର ଲୋକେ ଉପସ୍ଥିତ ଥିଲେ I ପରିବାର ଲୋକେ ବର ବଧୂ ଙ୍କୁ ଶୁଭକାମନା ଜଣାଇଥିଲେ I ଫୁସ ରେ ସଜାଯାଇଥିବା ଗାଡି ରେ ବର ବଧୂ ଙ୍କୁ ଘର କୁ ପଠାଯାଇଥିଲା I ଏବଂ ବର ପକ୍ଷ ର ଲୋକେ ମଧ୍ୟ ରୀତିନୀତି ରେ ତାଙ୍କ ର ଗୃହ ପ୍ରବେଶ କରାଇଥିଲେ I ଅଞ୍ଜଳି ଙ୍କ ର ଚାଚା ଅରବିନ୍ଦ ସିଂ ଓ ମା ସୁନିତା ସିଂ ଙ୍କ କହିବା ଅନୁସାରେ ଉଭୟ ପରିବାର ପାରସ୍ପରିକ ବୁଝାମଣା ପରେ ଉଭୟ ଙ୍କ ର ବିବାହ କରାଇବା କୁ ନିଷ୍ପତି ନେଇଥିଲେ I