ମା ର ଗର୍ଭରୁ ଏକ ଆଜିବ ପ୍ରକାର ର ସନ୍ତାନ ନେଲା ଜନ୍ମ, ପୁରା ଡାକ୍ତରଖାନାରେ ହୋ ହାଲ୍ଲା ହୋଇଗଲା, ନିଶ୍ଚିନ୍ତ ଦେଖନ୍ତୁ ଫୋଟୋ

ଏପରି ତ ଆଜିକାଲି ଅନେକ ଆଶ୍ଚଯ୍ୟକର ଘଟଣା ଦେଖିବାକୁ ମିଳିଥାଏ | କିନ୍ତୁ ଆଜି ଯେଉଁ ଘଟଣା ସମ୍ପର୍କ ରେ ଆମେ ଆପଣ ଙ୍କୁ କହିବାକୁ ଯାଉଛୁ ବାସ୍ତବରେ ଏହା ଏକ ଆଶ୍ଚଯ୍ୟ କର ଘଟଣା ଅଟେ | ଯାହା କୁ ଆପଣ ପ୍ରଥମେ ଦେଖିକି ବି ବିଶ୍ୱାସ କରିବେ ନାହିଁ |

ଆଜି ଆମେ ଯେଉଁ ପିଲା ର ଫୋଟୋ ଦେଖେଇବାକୁ ଯାଉଛୁ ବାସ୍ତବରେ ଏହା କୌଣସି ମଜାକ ନୁହେଁ I ଏହା ନିରାଟ ସତ୍ୟ ଅଟେ I ଏହି ଦୁନିଆ ରେ ଏପରି ଅନେକ ମା ଅଛନ୍ତି ଯାହାଙ୍କ ର ଏପରି ଅନେକ ଆଶ୍ଚଯ୍ୟକର ସନ୍ତାନ କୁ ଦେଇଥାନ୍ତି | ଯଦି ଆମେ ସିଧା ଶବ୍ଦ ରେ କହିବା ତେବେ ଜନ୍ମ ହେଇଥିବା ପିଲାଟି ଏକ ପ୍ଲାଷ୍ଟିକ ର ଚାଦର ରେ ଘେରି ରହିଥିଲା I କାରଣ ଏକ ପ୍ଲାଷ୍ଟିକ ପରି ତତ୍ୱ ପିଲାଟି ର ଶରୀର ରେ ଲାଗି ରହିଥିଲା |

ଡାକ୍ତର ଙ୍କ କହିବା ଅନୁସାରେ ଏହି ପ୍ଲାଷ୍ଟିକ ମା ଗର୍ଭ ରେ ହିଁ ପିଲାର ବିକାଶ ସମୟ ରେ ପିଲା ଦେହ ରେ ଲାଗିରହିଛି I ଏବଂ ଏହି ଘଟଣା ସମ୍ପର୍କ ରେ କାହାରିକୁ ବି ବିସ୍ତୃତ ସୂଚନା କିଛି ମିଳିନାହିଁ I

ନିଶ୍ଚିତ ରୂପେ ପିଲା କୁ ଏପରି ଦେଖିବା ପରେ ମା ବାପା ଙ୍କୁ ଏକ ଶକ୍ତ ଧକା ଲାଗିବ I କିନ୍ତୁ ପ୍ରକୃତି ର ନିୟମ ଆଗରେ କାହାରି ଭଲ ମନ୍ଦ କିଛି ନ ଥାଏ I ଏବଂ ଏପରି ପିଲାଙ୍କ ର ଜନ୍ମ ବହୁତ କମ ମାତ୍ରା ରେ ଦେଖିବାକୁ ମିଳିଥାଏ I