ମା ହେବା ଖୁସିରେ ଏମିତି କିଛି କଲେ Anisha Sharma, ଦେଖିକି ସୁବାଶିଷ ବି ରହିଗଲେ ଚକିତ

ବନ୍ଧୁଗଣ ଆପଣମାନେ ଜାଣିଥିବେ କି ଓଲିଉଡ଼ ର ଜବରଦସ୍ତ ଯୋଡି ଅନିଷା ଓ ସୁଭାଶିଷ ପରସ୍ପରକୁ ସୁଟିଂ ସେଟ ରୁ ଭଲପାଇ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ତେବେ ବର୍ତମାନ ସମୟରେ ଅନିଷା ମା ହେବାକୁ ଯାଉଛନ୍ତି ଆଉ ମା ହେବା ଖୁସିରେ କିପରି ନାଚୁଛନ୍ତି ଆନିଷା ଶର୍ମା ତେବେ ଦର୍ଶକବନ୍ଧୁ ଏ ବିଷୟରେ କଣ ରହିଛି ସମ୍ପୂର୍ଣ ବିବରଣୀ ଆସନ୍ତୁ ଜାଣିବା |

ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ କି ଓଲିଉଡ଼ ର ଏଇ ଯୋଡି ବହୁତ ସାରା ସିନେମା ଓ ସିରିଏଲ ରେ ଭି ଏକାଠି ଅଭିନୟ କରିଛନ୍ତି ତାହେଲେ ଆପଣମାନେ ଜାଣିଥିବେ ଅନିଷା ବହୁତ ସାରା ସିରିଏଲ ରେ ଅଭିନୟ କରିଛନ୍ତି କିନ୍ତୁ ବର୍ତମାନ ସେ ମା ହେବାକୁ ଯାଉଛନ୍ତି ତେଣୁ ଏବେ ସେ କୌଣସି ସିରିଏଲ ରେ ଅଭିନୟ କରୁ ନାହାନ୍ତି ଆଉ ଓଲିଉଡ଼ ଇଣ୍ଡଷ୍ଟ୍ରି ରୁ ଦୁରେଇ ରହିଛନ୍ତି |

ହେଲେ ସୁଭାଶିଷ ବର୍ତମାନ ସମୟରେ ହେ ପ୍ରଭୁ ସିରିଏଲ ରେ ଅଭିନୟ କରୁଛନ୍ତି ଆଉ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ଏ ସିରିଏଲ ରେ ଦେଖିବାକୁ ପାଉଥିବେ | ଓ ଆପଣମାନେ ଜାଣିଥିବେ କି ଏ ଯୋଡି ବହୁତ ସାରା ସିନେମାରେ ମଧ୍ୟ ଏକାଠି ନଜର ଆସିଛନ୍ତି ତାହେଲେ ସୁଟିଂ ସେଟ ରୁ ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ |

ଅନିଷା ଓ ସୁଭାଶିଷ ଓ ବର୍ତମାନ ସମୟରେ ମା ହେବାକୁ ଯାଉଛନ୍ତି ଆନିଷା ଆଉ ଅଳ୍ପ ଦିନର ଅପେକ୍ଷା ପରେ ମା ହେବେ ଅନିଷା ଆଉ ଏ ଖୁସିରେ ଆନିଷା ସୋସିଆଲମିଡ଼ିଆରେ ନିଜେ ନାଚି ମା ହେବା ଖୁସି ଜାହିର କରିଛନ୍ତି ଆଉ ଏଥି ସହିତ ନିଜର ବେବି ର ଯତ୍ନ ବିଷୟରେ ସେ ସୋସିଆଲମିଡ଼ିଆରେ ନିଜ ଫ୍ୟାନ ମାନଙ୍କ ସହ ସେ ସେୟାର କରିଛନ୍ତି ଓ ଏହା ଛଡା ସୁଭାଶିଷ ଶର୍ମା ବହୁତ ଖୁସି ଥିବାର ମଧ୍ୟ ଜଣା ପଡିଛି ତାହେଲେ ଆଗାମୀ ଦିନ ମାନଙ୍କରେ ବାପା ଓ ମା ହେବାକୁ ଯାଉଛନ୍ତି ଅନିଷା ଓ ସୁଭାଶିଷ |