ମାଧୁରୀ ଙ୍କୁ ନିଜ ବେଡ଼ରୁମଙ୍କୁ ନେବାକୁ ଚାହୁଁଥିଲେ ଏହି ୧୭ ବର୍ଷ ଛୋଟ କଳାକାର, ମାଧୁରୀ କହିଲେ- ଏବେ ତୁ ଛୁଆ ଅଛୁ

ମାଧୁରୀ ବଲିଉଡ ର ଜଣେ ବରିଷ୍ଠ ଅଭିନେତ୍ରୀ ଅଟନ୍ତି I ସେ ଅନେକ ବଡ଼ ବଡ଼ କଳାକାର ଙ୍କ ସହ କାମ କରିଛନ୍ତି I ଜେକି ସରାଫ ଙ୍କ ଛଡା ଅନେକ ବଡ଼ ବଡ଼ କଳାକାର ଙ୍କ ସହ ମାଧୁରୀ କାମ କରିଥାନ୍ତି I 90 ଦାସଙ୍କ ରେ ସେ ନିଜ ର କ୍ୟାରିୟର ଆରମ୍ଭ କରିଥିଲେ I

ଏପରି ବି ଖବର ଶୁଣିବାକୁ ମିଳିଥିଲା କି ଜେକି ସରାଫ ଅନେକ ବିବାଦୀୟ ଘଟଣା କୁ ନେଇ ତାଙ୍କ ନାମ ମାଧୁରୀ ଙ୍କ ସହ ଯୋଡି ହେଇଥିଲା I ସେ ମାଧୁରୀ ଙ୍କୁ ପ୍ରପୋଜ କରିଥିଲେ I

ତେବେ ଆଜି ଆଉ ଜଣେ ଏପରି ଅଭିନେତା ଙ୍କ ବିଷୟ ରେ ଆଲୋଚନା କରିବା ଯାହାଙ୍କ ନାମ ହେଉଛି ସିଦ୍ଧାର୍ଥ ମାଲୋହତ୍ର I ସେ ମାଧୁରୀ ଙ୍କ ସମୁଖ ରେ ନିଜ ର ପ୍ରେମ ର ପ୍ରକଶ କରିଥିଲେ I ମାଧୁରୀ ଓ ଜୁହି ଚାଉଲା ଯେତେବେଳେ କାଉଚ ରେ ବସିଥିଲେ ସେତେବେଳେ କରଣ ଏକ ଭିଡିଓ ତାଙ୍କୁ ଦେଇଥିଲେ I

ଏହି ଭିଡିଓ ରେ ସିଦ୍ଧାର୍ଥ ଯାହା ମାଧୁରୀ ଙ୍କୁ କହିଥିଲେ ଏହା ଦେଖି ମାଧୁରୀ ଆଶ୍ଚଯ୍ୟ ହେଇଥିଲେ I ସେ କହିଥିଲେ କି ତୁମେ ବହୁତ ଭଲ ଡ୍ୟାନ୍ସର ଅଟ I ଏବଂ ସିଦ୍ଧାର୍ଥ ଏହି ଭିଡିଓ ମାଧ୍ୟମ ରେ ମାଧୁରୀ ଙ୍କୁ ବେଡରୁମ ପର୍ଯ୍ୟନ୍ତ ନେବା ବିଷୟ ରେ ଇସାରା ଦେଇଥିଲେ I