କ୍ରିକେଟ ମୈଦାନରେ ସବୁଠାରୁ ଦାମୀ ଜୋତା ପିନ୍ଧିକି ଖେଳିଥାନ୍ତି ଏହି ୫ଜଣ ଭାରତୀୟ ଖେଳାଳି, ସବୁଠୁ ଦାମୀ ଜୋତା ପିନ୍ଧି ଥାନ୍ତି ଏହି ଖେଳାଳି

କ୍ରିକେଟ ଦୁନିଆ ରେ ଲୋକ ଙ୍କ ର ପସନ୍ଦିତା ଖେଳ ଅଟେ I କ୍ରିକେଟ ର ଲୋକପ୍ରିୟତା ଯେପରି କ୍ରିକେଟର ଙ୍କ ର ଲୋକପ୍ରିୟତା ମଧ୍ୟ ସେହିପରି ଅଟେ I ଅନ୍ୟ ଖେଳ ଅପେକ୍ଷ୍ୟା ଲୋକେ କ୍ରିକେଟ ଖେଳ କୁ ବିଶେଷ ପ୍ରାଧାନ୍ୟ ଦେଇଥାନ୍ତି I ତେବେ ଆଜି ଆମେ ଏପରି କିଛି ଭାରତୀୟ ଖେଳାଳି ଙ୍କ ର ବିଷୟ ରେ କହିବା କୁ ଯାଉଛୁ ଯେଉଁମାନେ ମୈଦାନ ରେ ଦାମୀ ଜୋତା ପିନ୍ଧିବା କୁ ନେଇ ଚର୍ଚା ରେ ରହିଥାନ୍ତି I

5. ରୋହିତ ଶର୍ମା
ଭାରତୀୟ ଟିମ ର ହିଟମେନ ରୋହିତ ଶର୍ମା ମୈଦାନ ରେ ଏଡ଼ିଦାସ କମ୍ପାନୀ ର ଜୋତା ପିନ୍ଧିଥାନ୍ତି I ଏହି ଜୋତା ର ମୂଲ୍ୟ 7000 ଟଙ୍କା ରୁ 20000 ଟଙ୍କା ଅଟେ I

4.ଆଜିଙ୍କ୍ୟ ରାହାଣେ
ଭାରତୀୟ ବ୍ୟାଟ୍ସମ୍ୟାନ ଆଜିଙ୍କ୍ୟ ରାହାଣେ ରନ କରିବେ ରେ ଆଗୁଆ ଅଟନ୍ତି I ସେ ସର୍ବଦା ନାଇକ ବ୍ରାଂଡ଼ ର ଜୋତା ପିନ୍ଧିଥାନ୍ତି I ଏହି ଜୋତା ର ମୂଲ୍ୟ 15000 ଟଙ୍କା ରୁ 20000 ଟଙ୍କା ଅଟେ I

3.ଯୁବରାଜ ସିଂ
ସିକ୍ସର କିଙ୍ଗ ଯୁବରାଜ ସିଂ ପୁମା କମ୍ପାନୀ ର ଜୋତା ପିନ୍ଧିଥାନ୍ତି I IPL ରେ ସେ ପୁମା ଜୋତା ପିନ୍ଧନ୍ତି I ଏହି ଜୋତା ର ମୂଲ୍ୟ 15000 ରୁ 20000 ଟଙ୍କା ଅଟେ I

2.ମହେନ୍ଦ୍ର ସିଂ
ଭାରତୀୟ ଟିମ ର ପୂର୍ବ କ୍ୟାପଟେନ ଅଷ୍ଟ୍ରେଲିଆ କମ୍ପାନୀ ର CCS ଜୋତା ପିଂଧିକି ଖେଳନ୍ତି I ଏହି କମ୍ପାନୀ ର ଜୋତା ର ମୂଲ୍ୟ 20000 ରୁ 25000 ଟଙ୍କା ଅଟେ I

1.ବିରାଟ କୋହଲି
ଭାରତୀୟ ଟିମ ର କ୍ୟାପଟେନ ବିରାଟ କୋହଲି ପୁମା କମ୍ପାନୀ ର ଜୋତା ପିନ୍ଧନ୍ତି I ବିରାଟ କୋହଲି ଙ୍କ ର ଜୋତା ର ମୂଲ୍ୟ 25000 ଟଙ୍କା ରୁ 30000 ଟଙ୍କା ଅଟେ I