ମାଲିକ ଏକୁଟିଆ ଛାଡିଲେ ତ RFP କର୍ମଚାରୀ ଆପଣେଇଲେ, ଏବେ ରେଳ ଧାରଣା ପାର କରୁଥିବା ଲୋକଙ୍କୁ ଅଟକାଉଛି ଏହି କୁକୁର

ଚେନାଇ ରେ ଏକ ଏପରି କୁକୁର ବେଶ ଚର୍ଚା ରେ ରହିଛି I ଏହି କୁକୁର ଟି ର ମାଲିକ କୁକୁର ଟି କୁ ଏକାକୀ ଛାଡି ଚାଲିଯାଇଥିଲା I ଏହି କୁକୁର ଟି ଏଣେ ତେଣେ ରାସ୍ତା କଡ଼ ରେ ବୁଲୁଥିଲା I

କିନ୍ତୁ ବର୍ତମାନ ଏହି କୁକୁର ରେଳ ଷ୍ଟେସନ ରେ ଜଣେ RPF ଙ୍କ ର ସାଥି ହେଇଯାଇଛି I ଏବଂ ପ୍ରତୋକ ଦିନ ଟ୍ରେନ ରେ ଯାତ୍ରା କରୁଥିବା ଲୋକ ଙ୍କ ର ସେଲିବ୍ରେଟି ହେଇଯାଇଛି I ଏବଂ ରେଳ ଧାରଣା ଉପର ଦେଇ ଯାଉଥିବା ଲୋକ ଙ୍କୁ ମଧ୍ୟ ଭୁକି ସଚେତ କରାଇଥାଏ I ଏବଂ ଏପରି ରେଳ ଧାରଣା ରେ ଯିବା ସମୟ ରେ ଜୀବନ ପ୍ରତି ବିପଦ ଥିବା ର ଲୋକ ଙ୍କୁ ଚେତାଇ ଦେଇଥାଏ I

ଏହି କୁକୁର ଟି ରେଳ ଧାରଣା ସିଧା ପାର ହେଉଥିବା ଲୋକଙ୍କୁ ଦେଖିଲେ ଭୁକିଥାଏ I

ଏପରି ନ କରିବା କୁ ବାରମ୍ବାର ଲୋକ ଙ୍କୁ ସତର୍କ କରିଥାଏ I କାରଣ ଏପରି ରେଳ ଧାରଣା ପାର ହେଉଥିବା ଲୋକ ଙ୍କ ର ଜୀବନ ପ୍ରତି ବିପଦ ରହିଥାଏ I ଖାଲି ସେତିକି ନୁହେଁ ଯେଉଁ ଲୋକ ଚଳନ୍ତା ଟ୍ରେନ ରେ ମଧ୍ୟ ଛାଡ଼ିଥାଏ ସେହି ଲୋକ ଙ୍କୁ ମଧ୍ୟ ଏହି କୁକୁର ଭୁକିଥାଏ I ଏହିପରି ଭାବ ରେ ଏହି କୁକୁର ଟି ଅନେକ ଲୋକ ଙ୍କ ର ଜୀବନ ବଞ୍ଚାଇବା କାର୍ଯ୍ୟ କରୁଛି I

ମିଳିଥିବା ସୂଚନା ଅନୁସାରେ ଏହି କୁକୁର ଟି କୁ ତା ମାଲିକ ଛାଡି ଚାଲିଯାଇଛି I ଏବଂ କୁକୁର ଟି ଏହା କୁକୁର ର ନାମ ଚେନାପୋନୁ ବୋଲି କହୁଛନ୍ତି I

ଏହି କୁକୁର ଟି ଷ୍ଟେସନ ରେ ରହିକି RPF ଙ୍କ ର ସହାୟତା କରୁଛି ଏବଂ ପ୍ରତୋକ ଦିନ ପ୍ଲାଟଫର୍ମ ରେ ପେଟ୍ରୋଲିଙ୍ଗ ମଧ୍ୟ କରୁଛି I କୁକୁର ଟି ର ଏପରି କାର୍ଯ୍ୟ ଦେଖି ଲୋକେ ବେଶ ଆଶ୍ଚଯ୍ୟ ହେଇଛନ୍ତି I