ମାମୁଙ୍କ ସହ ଯାଇଥିଲେ ଭାଣିଜୀ, ଯେତେବେଳେ ରାତିରେ କଷ୍ଟ ହେଲା ତ ମା ଙ୍କୁ ସବୁ ସତ କଥା କହିଲେ, ଶୁଣିକି ମା ହୋଇଗଲେ ବେହୋସ …

ଆଜି ଏକ ଏହିପରି ଆଶ୍ଚଯ୍ୟକର ମାମଲା ସାମ୍ନାକୁ ଆସିଛି I ଯାହା ଶୁଣି ଆପଣ ମଧ୍ୟ ଆଶ୍ଚଯ୍ୟ ହେଇଯିବେ I ଘଟଣା ଟି ଛତିଶଗଡ଼ ର ଜାଜଗିର ଅଂଚଳ ର ଅଟେ I ଏଠାରେ ଜଣେ ପୋଲିସ କନେଷ୍ଟବଳ ନିଜ ସମ୍ପର୍କୀୟ ଭାଣିଜୀ ଙ୍କ ସହ ଦୁଷ୍କର୍ମ କରିଛନ୍ତି I ଏପରି କରି ମଣିଷପଣିଆ ଉପରୁ ଲୋକ ଙ୍କ ର ବିଶ୍ୱାସ ଉଠିଯାଇଛି I ଏହି ପୋଲିସ ଆରୋପି ଙ୍କୁ ଗିରଫ ମଧ୍ୟ କରାଯାଇଛି I

ଗିରଫ ହେବା ପରେ ଆରୋପି ଙ୍କୁ କୋର୍ଟ ରେ ହାଜିର କରାଯାଇଥିଲା I ଘଟଣା ଟି ବିଗତ ରବିବାର ର ଅଟେ I ଆରୋପି କନେଷ୍ଟବଳ ଦେବ କୁମାର ଏହି ଯୁବତୀ ଙ୍କ ଘର କୁ ଯିବା ଆସିବା ରହିଥିଲା I ଏହିପରି ଯୁବତୀ ଙ୍କର ପରିବାର ଲୋକେ ଏହି କନେଷ୍ଟବଳ ଙ୍କ ଉପରେ ଭରସା ମଧ୍ୟ ରଖିଥିଲେ I ତେଣୁ ଦିନେ 15 ବର୍ଷୀୟ ଝିଅ କୁ ଦିନେ ତାଙ୍କ ସହ ତାଙ୍କ ଘର କୁ ଛାଡିଦେଇଥିଲେ I ଏବଂ ସନ୍ଧ୍ୟା ରେ ଘରେ ଆଣି ମଧ୍ୟ ଛାଡିଥିଲେ I

ତେବେ ଆରୋପି ଙ୍କ ମନ କୁ ପାପ ଛୁଇଁଥିଲା ଓ ଯୁବତୀ ଙ୍କ ସହ ଖରାପ ସମ୍ବନ୍ଧ ରଖିଥିଲେ I ଏବଂ ଦୁଷ୍କର୍ମ କରିଥିଲେ ମଧ୍ୟ I ଏହା ପରେ ଯୁବତୀ ଙ୍କୁ ଧମକାଇଥିଲେ ସେହି ବିଷୟ ରେ କାହାରି କୁ ନ ଜଣାଇବା କୁ I କିନ୍ତୁ ଦୁଇ ଦିନ ପରେ ଯୁବତୀ ତାଙ୍କ ଭାଇ ଓ ପିତା ଙ୍କୁ ଜଣାଇଥିଲେ ଓ ଥାନା ରେ ଅଭିଯୋଗ ମଧ୍ୟ କରିଥିଲେ I ଆରୋପି କନେଷ୍ଟବଳ ଦେବ କୁମାର ଙ୍କ ନାମ ରେ ମାମଲା ରୁଜୁ ହେଇଥିଲା I

ବର୍ତମାନ ଏହି ଆରୋପି ଗିରଫ ହେଇଛନ୍ତି ଓ ମାମଲା ର ଶୁଣାଣି ଜାରି ରହିଛି I ଲୋକେ ଏହି ଆଶା ରେ ଅଛନ୍ତି ନିରୀହ ପିଲାଟି କୁ ନ୍ୟାୟ ନିଶ୍ଚୟ ମିଳିବ I